ପାକିସ୍ତାନ ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ସାମୁହିକ ବଳାତ୍କାର
ଇସଲାମାବାଦ,୨୦ ।୭: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଆମେରିକୀୟ ଯୁବତୀଙ୍କ ସହ ସାମୁହିକ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି । ମଙ୍ଗଳବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଘଟଣାଟି ଡିଜି ଖାଁ ଜିଲାର ହିଲ…
ସ୍କୁଲରେ ଆୟୋଜନ ହେବ ମାଥ୍ମେଟିକ୍ସ ମେଳା
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି। ସେହିଭଳି ପିଲାଙ୍କ ମଧ୍ୟରେ…
ରାଜଧାନୀରେ ଟିକାକେନ୍ଦ୍ର ସଂଖ୍ୟା ୨୭କୁ ବୃଦ୍ଧି
ଭୁବନେଶ୍ୱର,୨୦।୭(ବ୍ୟୁରୋ): କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମହାମାରୀର ପ୍ରକୋପ ଅଧିକ ରହୁଥିବାରୁ ଏଠାରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ…
ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ
ଭୁବନେଶ୍ୱର,୨୦।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ସହି ନ ପାରି ଗତ ଜୁଲାଇ ୨ରେ କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୧୮ଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ…
ଜଳଜୀବନ ମିଶନରେ ୪ ଜିଲାକୁ ପାନୀୟ ଜଳ
ଭୁବନେଶ୍ୱର, ୨୦ା୭ (ବ୍ୟୁରୋ): ରାଜ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଏଥିପାଇଁ ଜଳଜୀବନ ମିଶନ (ଜେଜେଏମ୍) ଯୋଜନାରେ ରାଜ୍ୟର ବିଭିନ୍ନ ଜିଲାକୁ ସାମିଲ କରାଯାଇଛି। ଏହି ଯୋଜନାରେ ୪ଟି ଜିଲାର…
ଋଷିକୁଲ୍ୟାରେ ନିର୍ମାଣ ହେବ ବ୍ୟାରେଜ
ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନଦୀ ଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଋଷିକୁଲ୍ୟା…
ମସ୍କଙ୍କ ବିରୋଧରେ ଟୁଇଟର ମାମଲାର ଶୁଣାଣି ଅକ୍ଟୋବରରେ
ୱାଶିଂଟନ,୨୦ ।୭: ସୋସିଆଲ ମିଡିଆ ପା୍ଲଟଫର୍ମ ଟୁଇଟର ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ଉପରେ ୪୪ ଅରବ ଡଲାରରେ କମ୍ପାନୀର ଶେୟାର କ୍ରୟ କରିବାକୁ ଚାପ ପକାଇବା ଘଟଣାକୁ ନେଇ ମାମଲା କରିଛି । ଏହି ମାମଲାର ଶୁଣାଣି ଅକ୍ଟୋବରରେ ହେବ…
ଆଜିଠାରୁ ନାମଲେଖା ପାଇଁ ଆବେଦନ
ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ନାମଲେଖା ପାଇଁ ବୁଧବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ସାମ୍ସ ପୋର୍ଟାଲ www.samsodisha.gov.inରେ ଅଗଷ୍ଟ ୧୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ। ଅଗଷ୍ଟ ୧୭ରେ…
୧୦୦% ସିଲାବସ୍ରେ ହେବ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ଶତପ୍ରତିଶତ ପାଠ୍ୟକ୍ରମକୁ ନେଇ ଯୁକ୍ତ୨ ପାଠପଢ଼ା ଓ ପରୀକ୍ଷା କରାଯିବ। ଏନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତପ୍ରତିଶତ ସିଲାବସ୍…
ହାତୀ ଆକ୍ରମଣ: ୩ବର୍ଷରେ ୧,୫୭୮ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, ୨୦।୭(ବ୍ୟୁରୋ): ହାତୀ ଆକ୍ରମଣରେ ଗତ ତିନିବର୍ଷରେ ଦେଶରେ ୧,୫୭୮ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୩୨୨ଜଣଙ୍କ ଜୀବନ ଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ…
ଉଦ୍ଧବଙ୍କୁ ଝଟକା, ଲୋକ ସଭାରେ ଶିନ୍ଦେ ଗ୍ରୁପର ରାହୁଲ ଶେୱାଲେଙ୍କୁ ଶିବସେନା ନେତା ମାନ୍ୟତା ଦେଲେ ସ୍ପିକର
ନୂଆଦିଲ୍ଲୀ,୨୦ ।୭: ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶିବସେନା ଶିନ୍ଦେ ଗ୍ରୁପର ସଂସଦର ନେତା ପରିବର୍ତ୍ତନ ଦାବିକୁ ସ୍ୱୀକାର କରି ନେଇଛନ୍ତି । ଏବେ ଗୃହରେ ଶିବସେନା ନେତା ହେବେ ରାହୁଲ ଶେୱାଲେ । ଏହାସହ ଭାବନା ଗବଲି ପୂର୍ବପରି…
ହରିଆଣା ନୁହରେ ପୋଲିସର ଏନ୍କାଉଣ୍ଟର: ଡିଏସ୍ପି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତ ଗିରଫ
ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହରେ ତାୱାଡୁର ଡିଏସ୍ପି ସୁରେନ୍ଦର ସିଂ ବିଷ୍ଣୋଇଙ୍କ ହତ୍ୟା ପରେ ପୋଲିସର ଏନ୍କାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଏନ୍କାଉଣ୍ଟର ସମୟରେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ନଲହର ମେଡିକାଲ କଲେଜରେ ତାଙ୍କୁ…
Archives


