Home Left

ସରିଲା ଆଇପିଏଲ୍‌: କାହାକୁ ମିଳିଲା କେତେ ପୁରସ୍କାର ରାଶି ଜାଣନ୍ତୁ

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ୍‌ ୨୦୨୨ ଶେଷ ହୋଇଛି। ଟାଇଟଲ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ…

ଖସିଲା କରୋନା ଗ୍ରାଫ୍‌: ଆଜି ୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସୋମବାର ରାଜ୍ୟରୁ ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା…

ଗଜପତିଙ୍କର ଗୁଣ୍ଠୁଣୀହାତୀ ସୁଦେହିକା ପ୍ରତି ସମ୍ମାନବୋଧ

ଆମେ ମନ୍ଦିର ନିର୍ମାଣବେଳେ ଶଗଡ଼/ଶଗଡ଼ି ବ୍ୟବହାରର କେତେକ ପ୍ରସଙ୍ଗ ଆଲୋଚନା କଲେ। ଭୁବନେଶ୍ୱରରୁ ଶିଳ୍ପୀମାନେ ଶଗଡ଼ରେ ଯିବାଆସିବା କରିବାର ପ୍ରମାଣ ବି ଉଲ୍ଲେଖ ରହିଛି। ଦାମୋଦର ଜେନା ସେମାନଙ୍କ ନବାଆଣିବା ଦାୟିତ୍ୱରେ ଥିଲେ। ସେହିପରି ହାତୀମାନେ ମଧ୍ୟ ଗମନାଗମନ ପାଇଁ ଯେତିକି…

ନେପାଳ ବିମାନ ଦୁର୍ଘଟଣା: ମିଳିଲା ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୩୦ ।୫: ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ରବିବାର ହୋଇଥିବା ଏହି ଦୁର୍ଘଟଣା ପରେ ଏବେ…

ପୋତି ହେଲାଣି କେନାଲ, ଶେଷ ମୁଣ୍ଡରେ ପହଞ୍ଚୁନି ପାଣି

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରାଚୀନ ନୌବାଣିଜ୍ୟର ମୂକସାକ୍ଷୀ କୁହାଯାଉଥିବା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତା’ର ସତ୍ତା ହରାଇଛି। ଏହି କେନାଲ ପୋତି ହୋଇଯିବାରୁ ଚାଷ ସମୟରେ ପାଣି ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି।…

ପ୍ରଦୂଷଣ ବଳୟରେ ଶିଳ୍ପବିହୀନ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩୦ା୫: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ…

ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫ ଫୁଟ ଉପରକୁ ଉଠାଯାଇ ୨୦ ଫୁଟ ଉଚ୍ଚତା କରାଯିବ । ଏ କାର୍ଯ୍ୟ ଚାଲୁ…

ହାଉସିଂ ବୋର୍ଡ ଘର ଅକ୍ତିଆର କରିପାରୁନି ପୌରପାଳିକା

ପାରାଦୀପ,୩୦ା୫(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଭିଆଇପି ଅଞ୍ଚଳ ମଧୁବନସ୍ଥ ହାଉସିଂ ବୋର୍ଡକୁ କୁହାଯାଏ। ସେଠାରେ ଥିବା ୫୮ଟି ଘରକୁ ପୁଞ୍ଜିପତି, ଶିଳ୍ପପତି, ରାଜନେତା, କମ୍ପାନୀ ନେଇଛନ୍ତି। ସେହି ୫୮ଟି ଘର ମଧ୍ୟରୁ ପାରାଦୀପ ପୌରପାଳିକାର ଦୁଇଟି ଘର ରହିଛି। ତନ୍ମଧ୍ୟରୁ ଗୋଟିଏ ଘର…

ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବଦ୍ରଷ୍ଟା

ପଟ୍ଟାମୁଣ୍ଡାଇ, ୩୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ…

ଗୋଟିଏ ଗଛରେ ୧୦ କିଲୋ ଅଙ୍ଗୁର

ଜଗତସିଂହପୁର ଅଫିସ,୩୦ା୫: ସାଧାରଣତଃ ଓଡ଼ିଶା ପରିବେଶ ଅଙ୍ଗୁର ଚାଷ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଜଗତ୍‌ସିଂହପୁର ସଦର ମହକୁମା ନିକଟ ପାଟେଣୀ ଗାଁର ଜଣେ ପାନ ଦୋକାନୀ ଅଙ୍ଗୁର ଚାଷ କରି ସଫଳ ହୋଇଛନ୍ତି। ସେ ହେଲେ ଅକ୍ଷୟ ସ୍ବାଇଁ (୪୯)।…

ମୁସେ ୱାଲା ହତ୍ୟା ମାମଲା: ଏସଆଇଟି କରିବ ଯାଞ୍ଚ, ଏବେ ପର୍ଯ୍ୟନ୍ତ ୨ ଗିରଫ, ହତ୍ୟା ପାଇଁ ନିଜକୁ ଦାୟି କଲେ କାନାଡାରେ ଥିବା ଗୋଲଡି ବରାର

ଚଣ୍ଡିଗଡ଼,୩୦ ।୫: ପଞ୍ଜାବି ସିଙ୍ଗର ତଥା କଂଗ୍ରେସ ନେତା ମୁସେ ୱାଲା ହତ୍ୟାକାଣ୍ଡର ଯାଞ୍ଚ କରିବାକୁ ଏସ୍‌ଆଇଟି ଗଠନ କରାଯାଇଛି । ମୁସେ ୱାଲା କିଏ? ହତ୍ୟାର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ପଞ୍ଜାବ ପୋଲିସର ୩ ସଦସ୍ୟ…

ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍‌ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri