ଟି-୨୦ ଲାଗି ଜୁନ୍ ୧ରେ ଅନ୍ଲାଇନ ଟିକେଟ୍ ବୁକିଂ
କଟକ ଅଫିସ,୩୦।୫: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍ ୧ରେ ଅନ୍ଲାଇନରେ ଟିକେଟ୍ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବୁକିଂ ପେଟିଏମ୍ ଇନ୍ସାଇଡର ଆପ୍ ଏବଂ ପେଟିଏମ୍ ଆପ୍ ଦ୍ୱାରା ହିଁ…
ଜୁଲାଇ ୪ରେ ଜ୍ଞାନବାପି ମାମଲାର ପରବର୍ତ୍ତୀ ଶୁଣାଣି
ବାରାଣସୀ,୩୦।୫: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍ଜିଦ ବିବାଦ ସମ୍ପର୍କରେ ସୋମବାର ବାରାଣସୀ ଜିଲା ଏବଂ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ଆରମ୍ଭ ହେବା ମାତ୍ରେ ଅଞ୍ଜୁମାନ ଇନାଜାନିଆ ମସ୍ଜିଦ କମିଟି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ମୁସ୍ଲିମ ପକ୍ଷ ଏହାର…
କେବଳ ସିଦ୍ଧୁ ନୁହେଁ, ସଲମାନ ବି ଥିଲେ ଲରେନ୍ସଙ୍କ ଟାର୍ଗେଟରେ
ମୁମ୍ବାଇ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମେସେ ୱାଲାଙ୍କ ହତ୍ୟା ମାମଲା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଓ ଗୋଲଡି ବରାଡ ନିଜକୁ ଦାୟୀ କରିଛନ୍ତି । ୨୯ ମେ’ରେ ଏହି ଗ୍ୟାଙ୍ଗଷ୍ଟର ସିଦ୍ଧୁଙ୍କୁ…
‘ବେଷ୍ଟ ଇଣ୍ଡିଆନ୍ ଟାଇମ୍’ ହାସଲ କଲେ ମାନା ପଟେଲ
ନୂଆଦିଲ୍ଲୀ,୩୦।୫: ଭାରତୀୟ ଅଲିମ୍ପିଆନ୍ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍ ଟାଇମ୍’ ହାସଲ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ୍ ଲେଗ୍ରେ ସେ ଏହି ସଫଳତା ପାଇଛନ୍ତି। ୨୨ ବର୍ଷୀୟା ସନ୍ତରଣକାରୀ…
ବଜାରରେ ମହିଳାଙ୍କୁ ଅସଦାଚରଣ କରି ଜେଲ୍ ଗଲେ
ଦିଗପହଣ୍ଡି,୩୦ା୫(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ଧରମପୁରର କାମେଶ୍ୱର ପ୍ରଧାନ…
ମଝି ନଈରେ କୁମ୍ଭୀର ସହ ଲଢ଼ିଲେ ନାବାଳକ
ପଟ୍ଟାମୁଣ୍ଡାଇ,୩୦।୫(ଡି.ଏନ୍.ଏ.): ଗାଧୋଇବାକୁ ଗଲାବେଳେ ଟାଣିନେଲା କୁମ୍ଭୀର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁରେ। ସୂଚନାଯୋଗ୍ୟ, ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ,୩୦।୫: ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଜଣେ ବିଚାରାଧୀନ କଏଦୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଟାଉନ ଥାନା ଅଧୀନ ଗେଟ୍ବଜାର ଜାଗିଲିସାହିର ମୁନା ବେହେରା(୫୦)। ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତକରି ଏକ ଅପମୃତ୍ୟୁ ମାମଲା(ନଂ.୨୯୦/୨୨) ରୁଜୁକରି ତଦନ୍ତ ଚଳାଇଛି।…
ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ନବୀନ
ଭୁବନେଶର, ୩୦।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାମାରୀ ପରେ ଏହା ସୌଜନ୍ୟମୂଳକ…
ମହାମାରୀ ପରେ ମୋଦିଙ୍କ ଉପରେ ବଢ଼ିଛି ବିଶ୍ୱାସ: ସର୍ଭେ
ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ସୋମବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କରୋନା ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ ତାଙ୍କର ଅନୁମୋଦନ ମୂଲ୍ୟାୟନ ମଧ୍ୟ…
ରାତି ପାହିଲେ ଭୋଟ୍
ଝାରସୁଗୁଡା ଅଫିସ,୩୦।୫: ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥର ବୁଥ୍କୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜଗିବେ ବୋଲି ସୂଚନା ମିଳିଛି ।…
ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ
ବରପାଲି,୩୦।୫(ଡି.ଏନ୍.ଏ .): ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ କେତେକ ମୁନଫାଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଘଟଣା ଘଟିଛି ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ…
ଝାଡ଼ଖଣ୍ଡରେ କଂଗ୍ରେସକୁ ଝଟ୍କା: ମହୁଆ ମାଜିଙ୍କୁ ପ୍ରାର୍ଥୀ କଲା ଜେଏମ୍ଏମ୍
ରାଞ୍ଚି,୩୦।୫: ଝାଡ଼ଖଣ୍ଡ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନ ମହୁଆ ମାଜିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ସୋମବାର ମନୋନୀତ କରିଛନ୍ତି। ଗୁରୁ ଶିବୁ ସୋରେନଙ୍କ ସହମତିରେ ରାଜ୍ୟ…
Archives


