କୃତ୍ରିମ ସୂର୍ଯ୍ୟାଲୋକରେ ଆଲୋକିତ ହେବ ଦୁନିଆ, ଜାଣନ୍ତୁ କେବେ ମିଳିବ ଏହି ଶକ୍ତି
କିଛି ବର୍ଷ ପୂର୍ବରୁ ଯଦି କେହି ଆକାଶରେ ଉଜ୍ଜ୍ୱଳ ଦୁଇଟି ସୂର୍ଯ୍ୟ ବିଷୟରେ କହିଥାନ୍ତେ, ତେବେ ଏହାକୁ ଏକ ଫଟୋ ବୋଲି କହି ଲୋକେ ହସରେ ଉଡ଼ାଇ ଦେଇଥାନ୍ତେ। ମାତ୍ର ବର୍ତ୍ତମାନ ତାହା ସମ୍ଭବ ହେବାକୁ ଯାଉଛି। ଭାରତ ସମେତ ୩୫ଟି…
ଭାଜପାରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ
ଅହମଦାବାଦ,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମଦାବାଦରେ ଥିବା ଭାଜପା ମୁଖ୍ୟାଳୟରେ ରାଜ୍ୟର ଭାଜପା ଅଧ୍ୟକ୍ଷ ସିଆର୍ ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ ଦଳରେ…
ସୋନିଆ ଗାନ୍ଧୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ସୋନିଆ ଯେଉଁ ନେତାମାନଙ୍କୁ ଭେଟିଛନ୍ତି ସେମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ…
ପାଣିରେ ବୁଡ଼ି ଯାଉଥିଲେ ପୁଅ, ସୁପରହିରୋ ସାଜି ଏମିତି ଜୀବନ ବଞ୍ଚାଇଲେ ବାପା; ଭିଡିଓ ଦେଖିଲେ…
ଜୀବନରେ ଅନେକ ଘଟଣା ଘଟିଥାଏ। ସାମାନ୍ୟ ଭୁଲ୍ରୁ ବଡ଼ ବଡ଼ ଦୁର୍ଘଟଣା ଘଟେ। ଯଦି ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନିଆଯାଏ, ତେବେ ଯେତେ ବଡ଼ ବିପଦ ହେଲେ ମଧ୍ୟ ଏଡ଼ାଇ ଦିଆଯାଇପାରେ। ସେମିତି ଏକ ଘଟଣା ଘଟିଛି ଆମେରିକାରେ। କାନ୍ସାସର…
ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ
ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ବିବାହ ହୁଏତ ପୂର୍ବରୁ କେହି ଦେଖି ନ…
ବ୍ୟାନର ଟାଙ୍ଗିଲେ ମାଓବାଦୀ, ରାଶନ ଦୋକାନୀଙ୍କୁ ଦେଲେ ଚେତାବନୀ
ପାଇକମାଳ,୨ା୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ନିକଟରେ ମାଓବାଦୀମାନେ ବ୍ୟାନର ଟାଙ୍ଗିଛନ୍ତି। ଏଥିରେ କିଛି ରାଶନ ଦୋକାନୀ ପୋଲିସ ଇନ୍ଫର୍ମର ସାଜିଥିବା ତଥା…
ଯୋଗେନ୍ଦ୍ର ଛାଡ଼ିଲେ ଶୋ’
ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମେ’ରେ ଆଉ ସେ ନଜର ଆସିବେ ନାହିଁ। ଏଥିଲାଗି ଶୋ’ରେ ତାଙ୍କର ଚରିତ୍ରକୁ ଶେଷ କରାଯାଇଛି। ନିର୍ମାତାମାନେ…
ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ଯୁବତୀ
ପ୍ରେମରେ ବହୁତ ଶକ୍ତି ଥାଏ ବୋଲି କୁହାଯାଏ। ଯଦି ପ୍ରେମ ସତ୍ୟ ତେବେ ଜଣେ ବ୍ୟକ୍ତି କିଛି ବି କରିପାରେ। ବାଂଲାଦେଶର ଜଣେ ଯୁବତୀ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ୨୨ ବର୍ଷୀୟା ଯୁବତୀ ବାଙ୍ଗଲାଦେଶରୁ ଭାରତକୁ ପହଁରି ପହଁରି…
ପ୍ରଧାନମନ୍ତ୍ରୀଙ୍କୁ କେଜରିଓ୍ବାଲ୍ଙ୍କ ନିବେଦନ: ଆମ ମନ୍ତ୍ରୀମାନଙ୍କୁ ଏକାଠି କରନ୍ତୁ ଗିରଫ
ନୂଆଦିଲ୍ଲୀ,୨।୬: ଆମ୍ ଆଦ୍ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। କେଜରିୱାଲ କହିଛନ୍ତି, ଇଡି ସହାୟତାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନଙ୍କ…
ମା’ ହେଲେ ଝିଲିକ୍
ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍ଙ୍କ ତାଙ୍କ ଜନ୍ମଦିନରେ ଏହି ଯାଆଁଳା ଶିଶୁକନ୍ୟାଙ୍କ ମା’ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…
ମାନହାନି କେସ୍ ଜିତିଲେ ଅଭିନେତା ଜନି ଡେପ୍, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ
ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ…
ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲା ପରିଷଦ ସଭାପତି, ଉପସଭାପତି,…
Archives


