ସୂର୍ଯ୍ୟଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ ଗର୍ଭବତୀ ମହିଳା, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୩୦ରେ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଗ୍ରହଣ ସମୟରେ କୌଣସ ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏପରିକି ଭଗବାନଙ୍କୁ ଉପାସନା କରିବା ମଧ୍ୟ ନିଷେଧ ଅଟେ। ଏହି ଦିନ ସମସ୍ତ ମନ୍ଦିର ବନ୍ଦ ରହିଥାଏ। ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କୁ ଗ୍ରହଣ ସମୟରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ଏହି ସମୟରେ ସତର୍କ ନ ରହିଲେ ଗର୍ଭବତୀ ମହିଳା ଏବଂ ସେମାନଙ୍କ ଜନ୍ମିତ ସନ୍ତାନ ଉପରେ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ କେଉଁ ଜିନିଷ ପ୍ରତି ଯତ୍ନ ନେବା ଉଚିତ୍‌…

– ଗ୍ରହଣରେ ଗର୍ଭବତୀ ମହିଳାମାନେ ଏହି ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍‌। କାରଣ ଗ୍ରହଣ ସମୟରେ ସୂର୍ଯ୍ୟଙ୍କ କିରଣ ଦୂଷିତ ହୋଇଥାଏ। ତେଣୁ ଗର୍ଭବତୀ ମହିଳାମାନେ ନକରାତ୍ମକ ପ୍ରଭାବରୁ ରକ୍ଷା କରିବା ପାଇଁ ସୂର୍ଯ୍ୟକିରଣରୁ ଦୂରେଇ ରହିବା ଉଚିତ୍‌।

– ଗ୍ରହଣରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ବାହାରନ୍ତୁ ନାହି। ନଚେତ କୁପ୍ରଭାବ ପଡିବାର ସମ୍ଭାବନା ରହିଛି। ତେବେ ଗ୍ରହଣ ମୋକ୍ଷ ନ ହେବା ପର୍ଯ୍ୟନ୍ତ ଘରେ ରହିବା ଉଚିତ୍‌।

– ଗ୍ରହଣରେ ନକରାତ୍ମକ ପ୍ରଭାବରୁ ରକ୍ଷା କରିବା ପାଇଁ ସୂର୍ଯ୍ୟଙ୍କ ସହିତ ଜଡିତ ମନ୍ତ୍ର ଜପ କରିବାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉଲ୍ଲେଖ ରହିଛି।

– ଚନ୍ଦ୍ରଗ୍ରହଣ ସମୟରେ କେହି କିଛି ଖାଇବା କିମ୍ବା ପିଇବା ଉଚିତ ନୁହେଁ। ଗ୍ରହଣ ଶେଷ ପରେ ସ୍ନାନ କରି ଖାଇବାକୁ ଜ୍ୟୋତିଷ ଶାସ୍ତ୍ର କୁହାଯାଇଛି।

ସୂର୍ଯ୍ୟଗ୍ରହଣ ଆରମ୍ଭ: ୪:୪୯ ଅପରାହ୍ନ

ସୂର୍ଯ୍ୟଗ୍ରହଣ ଶେଷ: ସନ୍ଧ୍ୟା ୬ଟାରୁ ୦୬ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri