Home Left

ସଚିନଙ୍କ ପାଇଁ ଆଜି ମୁଁ ଷ୍ଟାର: ଶୋଏବ ଅଖତର

ନୂଆଦିଲ୍ଲୀ,୧୦।୬: ପାକିସ୍ତାନର ସର୍ବୋତ୍ତମ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଶୋଏବ ଅଖତର ଅନ୍ୟତମ। ନିଜ କ୍ୟାରିୟରରେ ସେ ନିଜର ପ୍ରଭାବୀ ବୋଲିଂ ପାଇଁ ଚର୍ଚ୍ଚାରେ ରହିଆସୁଥିଲେ। ଏବେ ଅବସର ନେବା ପରେ ମଧ୍ୟ ସେ ତାଙ୍କ ବିବୃତ୍ତିକୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି। ଏହି…

ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସରେ ଦେଖିବାକୁ ମିଳିବ ଅଭିନେତାଙ୍କ ଭିନ୍ନ ଅନ୍ଦାଜ

ମୁମ୍ବାଇ: ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଜଏଣ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏହି ଭିଡିଓରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର କରୁଥିବା ଦେଖାଯାଇଛି । ଅସଲ କଥା ହେଲା ବଲିଉଡ…

ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଉଭୟ ଟିମ୍‌ ଶୁକ୍ରବାର ଓଡିଶା ପହଞ୍ଚିଛନ୍ତି। ସେଠାରୁ ଖେଳାଳି ବସ୍‌ ଯୋଗେ ହୋଟେଲ ମେ ଫାୟାର ଯାଇଛନ୍ତି । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯିବ । ତେବେ…

ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍‌, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ

ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଅତିଥି ଟିମ୍‌କୁ…

ଜନଶୁଣାଣିକୁ ବିରୋଧ, କର୍ମଚାରୀଙ୍କୁ ମାର୍‌ପିଟ୍‌

ଝାରସୁଗୁଡ଼ା ଅଫିସ,୧୦।୬: ରାମ୍‌କୀ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପ୍ରକଳ୍ପ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲା ଲଖନପୁର ସମଲେଇ ପଡ଼ିଆରେ ଶୁକ୍ରବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ପୁଣି ଜିଲା ପ୍ରଶାସନ ଏହାକୁ ବାତିଲ କରିବାକୁ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୦।୬: ଶୁକ୍ରବାରଠାରୁ ଟ୍ରେଣ୍ଟବ୍ରିଜ୍‌ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ କେନ ଓ୍ବିଲିୟମସନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ସେ ମୁକାବିଲାରୁ ବାହାର ହୋଇଛନ୍ତି। ତାଙ୍କ…

ମୁଁ ଯାଉଛି ମୋ ପୁଅକୁ ରଖିବେ

ଝାରସୁଗୁଡ଼ା ଅଫିସ,୧୦।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋରା ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ କାର୍ଯ୍ୟରତ ପିଅନ ତଥା ରାତି ଜଗୁଆଳ ପଦ୍ମଲୋଚନ ରଣା (୪୦) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ରେଙ୍ଗାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ…

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ସୂଚନା

ମୁମ୍ବାଇ,୧୦।୬: ବଲିଉଡ ଅଭିନେତା ସଲମାନ ଖାନ ଏବଂ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଶେଷରେ ସନ୍ଧାନ ମିଳିଛି। ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ର ସଦସ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଛନ୍ତି। ରାଜସ୍ଥାନର…

ଲାଞ୍ଚ ନେଇ ଧରାପଡ଼ିଲେ ଏବିଇଓ

ଡେରାବିଶ,୧୦ା୬(ସ୍ବ.ପ୍ର.): ଜଣେ ଶିକ୍ଷକଙ୍କ ଦୁଇମାସର ଦରମା କରାଇଦେବାକୁ କହି ତାଙ୍କ ଠାରୁ ଶୁକ୍ରବାର ପୂର୍ବାହ୍ନରେ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି ଡେରାବିଶ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ(ଏବିଇଓ) ବିପିନ ବିହାରୀ ସିଂ। ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲା…

ଆମେରିକାରେ ପୁଣି ଗୁଳିକାଣ୍ଡ: ଗଲା ୩ ଜୀବନ

ୱାଶିଂଟନ,୧୦।୬: ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। ନର୍ଦନ ମ୍ୟାରିଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଛି। ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା…

ବାରବାଟୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ ଅଫିସ,୧୦।୬: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜିପିି ସୁନୀଲ ବଂଶଲ।ତାଙ୍କ ସହ ପୋଲିସ କମିଶନର, ଆଇନଶୃଙ୍ଖଳା ଏଡିଜି, କଟକ ଡିସିପି ପିନାକ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥାର ତଦାରଖ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଯୋଗୁ ୩୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ୪ ବଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri