ରାତିରେ ନିଦ ହେଉ ନ ଥିଲେ
ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅପରପକ୍ଷେ ଏହା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ତେଣୁ…
ଏଥର ନବମ, ଦଶମ ବହିରେ ନୂଆ ବିଷୟବସ୍ତୁ
କଟକ ଅଫିସ,୩୧।୭ : ନବମ ଓ ଦଶମ ଶ୍ରେଣୀ ବହିରେ ଏଥର ନୂଆ ବିଷୟବସ୍ତୁ ସ୍ତାନ ପାଇବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବ । ଭୂଗୋଳ ଓ ଲାଇଫ ସାଇନ୍ସ ବହିରେ ଏହି…
ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର
ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲି। ୧୯୮୩ ମସିହାରେ ମୁଁ ଉକ୍ତ କଲେଜରେ ସ୍ନାତକ ପରୀକ୍ଷାରେ…
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ ଅଫିସ, ୩୧।୭: ଶ୍ରୀମନ୍ଦିରରେ ସୋମବାର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏ…
ପୁଣି ଡରାଇଲାଣି କରୋନା: ରାଜ୍ୟରେ ୧୦୨୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୧୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୭୫ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୬୦୨ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୨୭…
ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ…
ନିଆରା ଚିତ୍ରଶିଳ୍ପୀ
ଚିତ୍ରାଙ୍କନ ଏକ କଳା। ଏହାଦ୍ୱାରା କାନ୍ଭାସ୍ରେ ପ୍ରତିଫଳିତ ହୋଇଥାଏ ଚିତ୍ରକରଙ୍କ ପରିକଳ୍ପନା ଆଉ ତାହା ହିଁ ଦେଇଥାଏ ତାଙ୍କ ସୃଜନଶୀଳତାର ପରିଚୟ। ତେବେ ଏମିତି କେତେଜଣ ଚିତ୍ରକର ଅଛନ୍ତି, ଯାହାଙ୍କ ଭିନ୍ନଶୈଳୀର ଚିତ୍ରକଳା ତାଙ୍କୁ କରିଥାଏ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ଏଭଳି କେତେଜଣ…
‘ୟୁନିୟନକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି’
ପାରାଦୀପ, ୩୧।୭ (ସ୍ବ.ପ୍ର.): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଟର୍ମିନାଲ ରାସ୍ତାରେ ୨୭ ତାରିଖ ସାରେ ପିପିଏଲ୍ ୱାର୍କର୍ସ ୟୁନିୟନ ସମ୍ପାଦକ ପ୍ରଫୁଲ୍ଲ ଖଟୁଆଙ୍କୁ ୨ ଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସେ ଥାନାରେ ଅଭିଯୋଗ କରିବା…
ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ ଜିଲାବାସୀ
କେନ୍ଦ୍ରାପଡ଼ା ଅଫିସ,୩।୧।୭: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକାରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଦୀ ଧରି ଏହାର ସୁଯୋଗ ନେଉଛନ୍ତି। ନିର୍ବାଚନ…
ଇଡିର ଯାଞ୍ଚ ଭିତରେ ଟୁଇଟ କଲେ ସଞ୍ଜୟ, ଶିବସେନା ଛାଡିବି ନାହିଁ
ମୁମ୍ବାଇ,୩୧ ।୭: ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି…
ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ଡିଆଇଇଟି
ଖୋର୍ଦ୍ଧା ଅଫିସ,୩୧।୭: ଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ଲାଗି ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ଯୋଜନା ଅନ୍ତର୍ଗତ ସ୍କୁଲ ରୂପାନ୍ତରଣରେ ସ୍ମାର୍ଟ ସ୍କୁଲ ନିର୍ମାଣ ଚାଲିଛି। ତେବେ ଦୀପ ତଳ ଅନ୍ଧାର ଭଳି ଖୋର୍ଦ୍ଧା ଜିଲା ଶିକ୍ଷକ…
ବାରାମୂଳା ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ
ଜମ୍ମୁ,୩୧ ।୭: ବାରାମୂଳାର ବିନେର ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା…
Archives


