ଇଡିରେ ହାଜର ହେବେ ସୋନିଆ
ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି।…
କନ୍ଷ୍ଟେବଳଙ୍କ ଗୁଳିରେ ୨ ମୃତ
କୋଲକାତା,୧୧।୬: କୋଲକାତାସ୍ଥିତ ବାଂଲାଦେଶ ଉପଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପୋଲିସ କନ୍ଷ୍ଟେବଳ ଶୁକ୍ରବାର ନିଜ ସର୍ଭିସ ରାଇଫଲରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ…
ଏନ୍ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ
ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍ ପୂରଣ ଲାଗି ଏନ୍ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏନ୍ଇଇଟି-ପିଜିରେ ସର୍ବଭାରତୀୟ କୋଟା ପୂରଣ ଲାଗି ସ୍ବତନ୍ତ୍ର…
କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।…
ଟ୍ରମ୍ପ୍ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର
ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍ କ୍ଷମତାରେ ରହିବା ପାଇଁ ଏହି ବିଦ୍ରୋହ ଲାଗି ନିଜର ହଜାର ହଜାର ସମର୍ଥକଙ୍କୁ ଉତ୍ତେଜକ ଭାଷଣ ଦେଇ…
ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ
ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ ଗଣନା ହେବାରୁ ଶନିବାର ଭୋର ସମୟରେ କିଛି ଫଳାଫଳ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…
‘ହାର୍ ମାନିବା ବିକଳ୍ପ ନୁହେଁ’
ଓ୍ବେଲିଂଟନ: ନ୍ୟୁଜିଲାଣ୍ଡର ହ୍ବାଇଟ୍ ଆଇଲାଣ୍ଡରେ ୨୦୧୯ ଡିସେମ୍ବର ୯ରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା। ଏଥିରେ ୨୨ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୫ ଗୁରୁତର ଭାବେ ଆହତ ହୋଇଥିଲେ। ବିସ୍ଫୋରଣ ସମୟରେ ଷ୍ଟିଫେନ୍ କୋରାଲ ବ୍ରୋଭିଟ ତାଙ୍କ ବାପା ଓ ଭଉଣୀଙ୍କ ସହ ଘଟଣାସ୍ଥଳରେ…
ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ
ଦିସ୍ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ ନାଜମା ଖାନମଏବଂ ତାଙ୍କ ପରିବାରକୁ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ଆସାମ ବରାପେଟା…
ଖେଳ ଶେଷ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
କଟକ ଅଫିସ, ୧୧ା୬: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏନେଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ…
୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ
ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ଆଉ ୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ ବ୍ୟବସ୍ଥା ହେବ। ୩୧ ଡିଏଚ୍ଏଚ୍, ୧୧ ଏମ୍ସିଏଚ୍ ଓ ୧୦୬ ୟୁପିଏଚ୍ସିଠାରେ କଷ୍ଟୋମାଇଜ୍ଡ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନ୍ଫରମେଶନ୍ ସିଷ୍ଟମ୍ ଲାଗୁ କରାଯିବ। ଏଥିପାଇଁ ଶୁକ୍ରବାର ରାଜ୍ୟ ସରକାର ଓ ସେଣ୍ଟର…
ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ
ଭୁବନେଶ୍ୱର, ୧୧।୬ (ବ୍ୟୁରୋ): ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ମାତ୍ର ଏଠାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଚେଷ୍ଟା କରୁନାହାନ୍ତି। ରାଜ୍ୟ ସରକାର ବଜେଟକୁ ମନଇଚ୍ଛା ଗୋଷ୍ଠୀଖଳା, ମଶାଣି, ଗାଧୁଆଘର, କଲ୍ୟାଣ ମଣ୍ଡପ ଭଳି ଅଣ ଉତ୍ପାଦନ ଭିତ୍ତିକ…
ଗଞ୍ଜାମରୁ ଷଷ୍ଠ ବାଚସ୍ପତି ବିକ୍ରମ ଆରୁଖ
ବ୍ରହ୍ମପୁର ଅଫିସ,୧୧ା୬: ଗଞ୍ଜାମରୁ ବିକ୍ରମ କେଶରୀ ଆରୁଖ ୬ଷ୍ଠ ବାଚସ୍ପତି। ଅପରପକ୍ଷରେ ଭଞ୍ଜନଗର ବିଧାୟକ ଓଡ଼ିଶା ବିଧାନସଭା ବାଚସ୍ପତି ହେବା ଦ୍ୱିତୀୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଠାରୁ ଏଯାବତ୍ ଏହି ଜିଲାରୁ ଜଣେ ମହିଳାଙ୍କ ସମେତ ୩ ଜଣ ହୋଇଛନ୍ତି ଉପବାଚସ୍ପତି।…
Archives


