ଶାସ୍ତ୍ରୀ କହିଲେ, ‘ନା..ଏବେ ନୁହେଁ’
ନୂଆଦିଲ୍ଲୀ,୧୧।୬: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଦ୍ରୁତ ବୋଲର୍ ଉମ୍ରାନ ମଲିକଙ୍କୁ ନେଇ ଏବ ବଡ଼ ବୟାନ ଦେଇଛନ୍ତି। ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ରେ ତାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯିବା ଉଚିତ ନୁହେଁ। ତାଙ୍କୁ…
ତୁରନ୍ତ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ
ବରଗଡ଼ ଅଫିସ,୧୧।୬: ବରଗଡ଼ ସହରରେ ବାରମ୍ବାର ବିଦ୍ୟୁତ୍ ସେବା ବ୍ୟାହତ ହେଉଛି। ବରଗଡ଼ ୱାର୍ଡ ନଂ-୧ ନିଗମାନନ୍ଦ ବିହାର ପଡ଼ାବାସୀ ବିଦ୍ୟୁତ୍ ସମସ୍ୟା ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଡାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ…
ବଜ୍ରାଘାତରେ ମହିଳା ଗୁରୁତର
ହିଞ୍ଜିଳିକାଟୁ,୧୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଧୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗାଁର କାଳିଆ ରାଉତ(୪୦)। ମହିଳା ଜଣଙ୍କ ଚାଷଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତରେ ହେବାରୁ…
ତାରାତାରିଣୀଙ୍କୁ ଦର୍ଶନ କରି ମଙ୍ଗଳକାମନା କଲେ ମନ୍ତ୍ରୀ
ପୁରୁଷୋତ୍ତମପୁର, ୧୧।୬(ଡି.ଏନ୍.ଏ.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ବିକାଶ ଲାଗି କାମ କରିବେ ବୋଲି ଗଣମଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ବେଳେ…
୫୧ ଟ୍ରାକ୍ଟରରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲେ ବର, ଭିଡିଓ ଦେଖିଲେ…
ଆଜିକାଲି ବିବାହରେ କିଛି ଅଲଗା କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ବର-କନ୍ୟାଙ୍କଠାରୁ ଆରମ୍ଭ କରି ବିବାହ ଶୋଭାଯାତ୍ରା ପର୍ଯ୍ୟନ୍ତ ସବୁକିଛି ଅଲଗା କରିବାକୁ ଚେଷ୍ଟା କରାଯାଉଛି। ଏହି କ୍ରମରେ ରାଜସ୍ଥାନର ଏକ ବିବାହର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବର…
ହଦଗଡ଼ ଅଭୟାରଣ୍ୟରୁ ମିଳିଲା ହାତୀ ମୃତଦେହ
କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ରେଞ୍ଜର କାଠକଟା ଜଙ୍ଗଲରୁ ଏକ ଅଣ୍ଡିରା ହାତୀର ମୃତଦେହ ଜବତ ହୋଇଛି। ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ। ଏହା ହଦଗଡ ଅଭୟାରଣ୍ୟ ମଧ୍ୟରେ ରହିଛି। ଦୁଇ ଅଣ୍ଡିରା…
ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସରକାରୀ ସହାୟତା ଦାବି
ନୂଆପଡ଼ା ଅଫିସ,୧୧ା୬: ତେଲଙ୍ଗାନାକୁ କାମ କରିବାକୁ ଯାଇଥିବା ନୂଆପଡ଼ା ସଦର ମହୁହାଭଟା ଗ୍ରାମର ଶମ୍ଭୁ ରଣା(୨୪)ଙ୍କ ଗତ ୮ ତାରିଖରେ ମୃତ୍ୟୁ ଘଟିଥିଲା। ତିନି ଦିନ ପରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଗ୍ରାମରେ ମୃତଦେହ ପହଞ୍ଚତ୍ବା ପରେ ଏକ ଶୋକାକୁଳ…
କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ
ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି…
ନସିରୁଦ୍ଦିନଙ୍କ ବିବାଦୀୟ ବୟାନ
ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ୨୪୬ କୋଟି ବିଜନେସ କରିଥିବା ବେଳେ, ଏବେ ପର୍ଯ୍ୟନ୍ତ…
ବାରବାଟୀ ମାଚ୍ ଦେଖିବାକୁ ଯାଉଥିଲେ ସାଙ୍ଗରେ ନେବେନାହିଁ ଏସବୁ…
କଟକ ଅଫିସ,୧୧।୬: ରବିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି।…
ଝିଅର ବିବାହ ଠିକ୍ କରି ଫେରୁଥିବା ବେଳେ ଚାଲିଗଲା ୮ଜୀବନ
ପାଟନା,୧୧।୬: ବିହାରର ପୁର୍ନିଆ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି। ପୋଖରୀରେ ଏକ କାର ଖସିଯିବାରୁ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ୧୦ଜଣ ବ୍ୟକ୍ତି ଏକ ବୋଲେରୋରେ ପୁର୍ନିଆ ଜଲାର ତରବାଡିରୁ କିଷନଗଞ୍ଜକୁ ଯାଉଥିଲେ। କୁହାଯାଉଛି,…
ଏହି ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା
ବେଙ୍ଗାଲୁରୁ,୧୧।୬: ଦେଶରେ ଏବେ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ସଂକ୍ରମଣ ରୋକିବାକୁ କଟକଣା ଲାଗୁ କରାଯାଇଛି। ରାଜ୍ୟରେ ସରକାର ପୁଣିଥରେ ମାସ୍କ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନଗଡ଼ିକରେ ସାମାଜିକ ଦୂରତା ନିୟମ…
Archives


