ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଚିରେ ଜରୁରୀ ଅବତରଣ କଲା ବିମାନ
ନୂଆଦିଲ୍ଲୀ,୧୭।୭: ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଯାତ୍ରୀବାହୀ ବିମାନ ରବିବାର କରାଚିରେ ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟିକୁ କରାଚିରେ ଅବତରଣ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କରାଚି ବିମାନବନ୍ଦରରେ ବିମାନଟିର ଯାଞ୍ଚ କରାଯାଉଛି। ତେବେ ସମସ୍ତ…
କାଶୀପୁରକୁ ଅଭିଜ୍ଞ ଡାକ୍ତର ପଠାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପୀ ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିଗୋଚର ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି। ଏଥିପାଇଁ ମନ୍ତ୍ରୀ ଶନିବାର ରାୟଗଡ଼ା…
କାଶୀପୁରରେ ଝାଡ଼ାବାନ୍ତିମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ରାୟଗଡ଼ା ଅଫିସ,୧୭।୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶନିବାର ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ା(୫୦)ଙ୍କ ମୃତ୍ୟୁ ଘଟିଛି। ଟିକିରି ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ଚିକିତ୍ସାଧୀନ…
ମଣିପୁରରେ ଭୂକମ୍ପ ଝଟକା
ଇମ୍ଫାଲ: ମଣିପୁରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୯୪ କିମି ରହିଥିଲା। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…
ଯଶଓ୍ବନ୍ତଙ୍କୁ ଭୋଟ ଦେବ କଂଗ୍ରେସ
ଭୁବନେଶ୍ବର, ୧୭।୭(ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକ ଏବଂ ଏମ୍ପି ଭୋଟ ଦେବେ। ଏନେଇ ଶନିବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ…
ସଂସଦରେ ଓଡ଼ିଶା ସମସ୍ୟା ଉଠାଅ
ଭୁବନେଶ୍ୱର,୧୭।୭(ବ୍ୟୁରୋ): କିଛିଦିନ ହେଲା ଭାଜପାର କେତେକ ନିଷ୍ପତ୍ତି ଏବଂ ଅନେକ କିଛି ରାଜନୈତିକ ଘଟଣାକ୍ରମ ସହ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଆଦି କଥାକୁ ନେଇ ବିଜେଡି ସହ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ସମ୍ପର୍କ ବାବଦରେ ଭିନ୍ନ ପ୍ରକାର…
ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ୍ ସିଂ ଦେଓ
ରାୟପୁର,୧୭।୭: ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂ ଦେଓ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ…
ମଦ ପିଇ ମରିଛନ୍ତି ୫୦ ଜଣ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ। ବିଧାନସଭାରେ ସାଲୁଜା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଥିଲେ, ୨୦୧୦ରୁ ୨୦୨୨ ମଧ୍ୟରେ…
ଆଉ ୨ଦିନ ବର୍ଷିବ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଯାତାୟାତ ଠପ୍ ହୋଇଯାଇଛି ଓ ନଦୀରେ ପାଣି ମଧ୍ୟ ବଢ଼ିଛି। ଆସନ୍ତା ୨ଦିନ ଏହିଭଳି ବର୍ଷା…
ଆଜି ଆଇସିଏସ୍ଇ ଦଶମ ରେଜଲ୍ଟ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ(ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ପରୀକ୍ଷା ଫଳ ରବିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏ ନେଇ ଶନିବାର ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ରମାନେ ଓ୍ବେବ୍ସାଇଟ୍ www.cisce.orgରେ…
ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ଲାଗି ପୂଜାର୍ଚ୍ଚନା କରିବ ଭାଜପା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ରବିବାର ରାଜ୍ୟର ସମସ୍ତ ମନ୍ଦିରରେ ରାଜ୍ୟ ଭାଜପା ପକ୍ଷରୁ ପୂଜାର୍ଚ୍ଚନା କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପାର ସମସ୍ତ…
ବୀମା କମ୍ପାନୀ ଚକ୍ରବୂ୍ୟହରେ ଚାଷୀ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଉନାହାନ୍ତି। ବୀମା କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଷୀମାନେ ଫସି ଯାଇଛନ୍ତି। ଘରୋଇ କମ୍ପାନୀ ଲାଭ ଖାଉଛନ୍ତି। କେବଳ ବୀମା ନୁହେଁ, ଚାଷୀମାନେ ଋଣ ମଧ୍ୟ ପାଇ ପାରୁନାହାନ୍ତି। ଅଧିକ ସୁଧରେ…
Archives


