Advertisement

ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହେଲେ ଅର୍ଚ୍ଚନା !

ବମ୍ବେ: ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହୋଇଛନ୍ତି ସାଉଥ୍‌ର ସନି ଲିଓନି ଓରଫ ଅର୍ଚ୍ଚନା ଗୌତମ। ବିଗ୍‌ବସ୍‌ ସିଜନ-୧୬ର ସବୁଠାରୁ ଏଣ୍ଟରଟେନିଂ ପ୍ରତିଯୋଗୀ ଥିଲେ ସେ। ଶୋ’ରେ ସେ ଅଧିକ ଆକ୍ଟିଭ ମଧ୍ୟ ରହୁଥିଲେ। ହେଲେ ଏବେ ସେ ଅନ୍ୟତମ ପ୍ରତିଯୋଗୀ ଶିବ ଠାକ୍‌ରେଙ୍କ ସହ ଝଗଡ଼ା କରି ବାହାର ହୋଇଛନ୍ତି। ଅର୍ଚ୍ଚନା ରାଗରେ ସନ୍ତୁଳନ ହରାଇ ବସି ଶିବଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ତାଙ୍କୁ ବାହାର କରାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ ମୁତାବକ, ଅର୍ଚ୍ଚନା-ଶିବଙ୍କ ମଧ୍ୟରେ ରାତିରେ ଝଗଡ଼ଶ ହୋଇଥିଲା। ଏଥିରେ ଅର୍ଚ୍ଚନା କଥା କହିବା ବଦଳରେ ଶାରୀରିକ ଭାବେ ଆକ୍ରମଣ କରିଥିଲେ। ଏହାକୁ ନେଇ ୩ଟା ରାତିରେ ତାଙ୍କୁ ବାହାର କରିଦିଆଯାଇଛି। ଏହି ଖବର ଜଣାପଡ଼ିବା ପରେ ଅର୍ଚ୍ଚନାଙ୍କ ପ୍ରଶଂସକ ଦୁଃଖି ହୋଇଛନ୍ତି। କିଛି ତାଙ୍କ ସମର୍ଥନରେ ତାଙ୍କୁ ରାଣୀ କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପାଇଁ ବାରମ୍ବାର ଅତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ, ହେଲେ ଭାଗ୍ୟରେ ଲେଖାଥିଲା ଆଉ କିଛି

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଭିନେତ୍ରୀ ଶାମା ସିକନ୍ଦରଙ୍କ ଜୀବନରେ ଏପରି କିଛି ଖରାପ ସମୟ...

‘ମନ୍ନତ’ ଭିତର ଫଟୋ ଶେୟାର କଲେ ଗୌରୀ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ହୁଏତ ଫିଲ୍ମ ନ କରିଥାଇ ପାରନ୍ତି କିନ୍ତୁ ସେ ବଲିଉଡ୍‌ର ଜଣେ ଜଣାଶୁଣା ଇଣ୍ଟରିୟର ଡିଜାଇନର।...

୫୫ ବର୍ଷରେ ଫରହା ଖାଁ: ଶିରିଶ କୁନ୍ଦର ମଦ୍ୟପାନ କରି ତାଙ୍କୁ ଭଲ ପାଉଥିବା କହିଥିଲେ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁ ଗୁରୁବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା...

୨୨ ବର୍ଷରେ ୭୨ କୋଟି ଟଙ୍କାର ମାଲିକାଣୀ ଅନନ୍ୟା

ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଅଢେଇ ଘଣ୍ଟା ପଚରାଉଚରା କରିବା ପରେ ଏନସିବି ଆଜି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି। ଅନନ୍ୟାଙ୍କୁ...

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ...

କିଏ ସେହି ଧନଶ୍ରୀ, ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ଚହଲ

ବମ୍ବେ: ଚର୍ଚ୍ଚାରେ ୟୁଟ୍ୟୁବର୍‌ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା। କାରଣଟି ହେଉଛି ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ନିର୍ବନ୍ଧ। ନିକଟରେ ନିଜର...

ଏହି ଦିନ ଆମେରିକାରେ ରିଲିଜ୍‌ ହେବ ‘ଆର୍‌ଆର୍‌ଆର୍‌’

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ୧୧୦୦ କୋଟିରୁ ଅଧିକ ଆୟ କରିଛି। ତେବେ ଏହାର ଅରିଜିନାଲ ଅନ୍‌କଟ...

ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ...

Advertisement
Archives

Model This Week