Home Left

ଓଡ଼ିଶାରେ ବି ଆମ ଦଳ ସରକାର ଗଢିବ: ଶାହା

ଭୁବନେଶ୍ୱର,୮।୮(ବ୍ୟୁରୋ): ଓଡ଼ିଶାରେ ବି ଆମ ଦଳ ସରକାର ଗଢିବାକୁୁ ଯାଉଛି। ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ଦଳ ସରକାର ଗଢିବା ସହ ଗୁଜରାଟ, କର୍ନାଟକ, ମହାରାଷ୍ଟ୍ରରେ ମଧ୍ୟ ଆମ ଦଳର ସରକାର ଅଛି। ଆଉ ଓଡ଼ିଶାରେ ବି ଆମ ସରକାର…

ଜେଇଇ ମେନ୍‌ରେ ଓଡ଼ିଶାର ସ୍ଥିତିଙ୍କ କମାଲ

ଭୁବନେଶ୍ୱର,୮।୮(ବ୍ୟୁରୋ): ଜେଇଇ ମେନ୍‌ ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରୀଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା କରାଯାଇଥିବା ବେଳେ ୧୩ଟି ଭାଷାରେ ୫ ଲକ୍ଷ ୪୦…

ମଙ୍ଗଳବାରଠୁ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର,୮।୮(ବ୍ୟୁରୋ): ଦେଶ ସ୍ବାଧୀନତାର ୭୫ବର୍ଷ ପୂରୁଥିବାରୁ ମଙ୍ଗଳବାରଠାରୁ କଂଗ୍ରେସ ପ୍ରତି ଜିଲାରେ ୭୫ କିଲୋମିଟର ପଦଯାତ୍ରା କରିବ। ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି। ଭୁବନେଶ୍ବର ପଟିଆରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ…

ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) କର୍ମଚାରୀ ନିଖୋଜ ଥିଲେ ।…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଚଢ଼ାଉ

କଟକ ଅଫିସ,୮।୮: କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର ପୀୟୂଷ କାନ୍ତ ପାଣି ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି…

ହାତୀନଦୀରେ ବଡ଼ ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

ଭବାନୀପାଟଣା,୮।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ମୁଖ୍ୟ ରାସ୍ତାରେ ବନ୍ୟା ପାଣି…

ନୃସିଂହନାଥ ଝରଣାରେ ଫଶିଗଲେ କାଉଡ଼ିଆ

ବରଗଡ଼ ଅଫିସ,୮।୮: ଶ୍ରାବଣର ଶେଷ ସୋମବାରରେ ଆଜି ଶୈବପୀଠ ଗୁଡିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ ଜିଲାର ନୃସିଂହନାଥ ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସିଥିଲେ।…

ସିନ୍ଧୁଙ୍କ ପରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ

ବର୍ମିଂହାମ, ୮।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ପି.ଭି ସିନ୍ଧୁଙ୍କ ପରେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ସ୍ବର୍ଣ୍ଣ ଜିତିଛନ୍ତି। ସେ ମାଲେସିଆର ଟିଜେ ୟୋଙ୍ଗକୁ ପରାସ୍ତ କରିଥିଲେ। ତାଙ୍କର ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ। ତେବେ ଭାରତର ରାଜ୍ୟଗୋଷ୍ଠୀ…

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର…

ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ଲକ୍ଷ୍ନୌ,୮ ।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ଏହି ଯୋଜନାର ଷଷ୍ଠ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ପ୍ରାୟ ୪୪.୬୧ ଲକ୍ଷ ମେଟ୍ରିକ ଟନ…

‘କଫି ୱିଥ କରନ’ ଶୋ’କୁ ନ ଆସିବାର କାରଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ ନାୟିକା ତାପସୀ ପନ୍ନୁ ତାଙ୍କ ଅଭିନୀତ ଫିଲ୍ମ ‘ଦୋବାର’ର ରିଲିଜକୁ ନେଇ ପ୍ରସ୍ତୁତ ହୋଇଗଲେଣି । ଏଥିରେ ତାପସୀ ତାଙ୍କ ଦମଦାର ଅନ୍ଦାଜରେ ପୁଣିଥରେ ଦର୍ଶକଙ୍କ ଦିଲ୍ ଜିତିବେ ବୋଲି କୁହାଯାଉଛି । ଏପଟେ ଟେଲିଭିଜନରେ ଆରମ୍ଭ ହୋଇଥିବା…

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି ତଥାପି ଏଯାଏ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇନାହିଁ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକନାଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri