‘କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନ ଥିଲା’
ନୂଆଦିଲ୍ଲୀ,୮।୮: ଆସନ୍ତା ୧୦ ତାରିଖରେ କାର୍ଯ୍ୟକାଳ ଶେଷ ହେଉଥିବା ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁଙ୍କୁ ସୋମବାର ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଭେଙ୍କାୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର…
ଅସରାଏ ବର୍ଷାରେ ସ୍ମାର୍ଟ ସିଟିର ଦୃଶ୍ୟ
ଭୁବନେଶ୍ୱର,୮।୮(ବ୍ୟୁରୋ): ଲଗାଣ ବର୍ଷାରେ ସୋମବାର ରାଜଧାନୀରେ ପୁଣି ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଇସ୍କନ ମନ୍ଦିର ସାମ୍ନାରେ ପାଣି ଲହଡ଼ି ଭାଙ୍ଗୁଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଗାଡ଼ି ଫଶି ରହିଥିବା ଦେଖିବାକୁ…
‘ଗାଁରେ ବୁଲିବ ବୁଷ୍ଟର ଟିକା ଭ୍ୟାନ୍’
ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ମାଗଣା ବୁଷ୍ଟର ଡୋଜ୍ ଟିକାକରଣ। ତେବେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟିକାକରଣକୁ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ଏହା…
ଏସିଆ କପ୍ ଟି୨୦ରେ ଖେଳିବେ ନାହିଁ ବୁମ୍ରା
ନୂଆଦିଲ୍ଲୀ,୮ା୮: ଭାରତର ସିନିୟର ଫାଷ୍ଟ ବୋଲର ଯଶପ୍ରୀତ୍ ବୁମ୍ରା ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଲାଗିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ ବରିଷ୍ଠ…
ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ
ପୋଲସରା,୮ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗାଁର ପଞ୍ଚୁ ସାହୁ (୫୫)। ମୃତକଙ୍କ ଭାଇ ବିଦ୍ୟାଧରଙ୍କ କହିବା ମୁତାବକ, ପଞ୍ଚୁଙ୍କ…
ପ୍ରଥମ ଥର ସ୍କ୍ରିନ୍ ଶେୟାର କରିବେ ନାଗା-ମନ୍ଦାନା!
ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ରେ ନାଗାଙ୍କୁ ଦେଖିବାକୁ ମିଳିବ। ବର୍ତ୍ତମାନ ସେ ଫିଲ୍ମ ପ୍ରମୋଶନରେ ଲାଗି…
ଟ୍ରାକ୍ଟରରେ କରୁଥିଲେ ହଳ, ପଡ଼ିଗଲେ କୂଅରେ
ଟିଟିଲାଗଡ଼,୮ା୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଧୀନ ଦେସିଲଠାରେ ସୋମବାର ଏକ ଅଘଟଣ ଘଟିଛି। ଜମିରେ ହଳ କରୁଥିବା ବେଳେ ଏକ ଟ୍ରାକ୍ଟର ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଗଳି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ…
୧୧ରୁ ୟୁଜି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୮।୮(ବ୍ୟୁରୋ): ଚଳିତ ବର୍ଷର ୟୁଜି ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ। www.samsodisha.gov.in ୱେବ୍ସାଇଟ ମାଧ୍ୟମରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହାପରେ ଅଗଷ୍ଟ…
ପୁଣି ଥାନାର ଦ୍ୱାରସ୍ଥ ହେଲେ ବିଦୁସ୍ମିତା
ଭୁବନେଶ୍ୱର,୮।୮(ବ୍ୟୁରୋ): ଠକେଇ ଅଭିଯୋଗ ନେଇ ପୁଣି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ। ତାଙ୍କୁ ଏକ ରିଅଲ ଇଷ୍ଟେଟ କମ୍ପାନୀ ୨୫ ଲକ୍ଷ ଟଙ୍କା ଠକିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ବିଦୁସ୍ମିତା…
ଅସ୍ତ୍ରୋପଚାର ପାଇଁ ପଶ୍ଚିମବଙ୍ଗ ଗଲେ ୭ ଶିଶୁ
କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦ୍ରୋଗରେ ପୀଡିତ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ରବିବାର ରାତିରେ ଜିଲାର ୭ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର ନିମନ୍ତେ ପଶ୍ଚିମବଙ୍ଗର ହାୱଡା…
ତଳି ପାଇଁ ନଦୀରେ ଫସିଲେ ଚାଷୀ
ଭବାନୀପାଟଣା,୮।୮(ସ୍ବ.ପ୍ର.): ଧାନ ତଳି ସୁରକ୍ଷିତ ସ୍ଥାନରେ ରଖିବାକୁ ଯାଇ ନଦୀରେ ଜଳବନ୍ଦୀ ହେଲେ ୨ ଚାଷୀ। ଦୀର୍ଘ ସମୟ ଧରି ଜଳରେ ଫଶି ରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି ଜିଲାରେ ଏଭଳି ଏକ ଘଟଣା ସାମାନାକୁ…
ଓଡ଼ିଶାରେ ବି ଆମ ଦଳ ସରକାର ଗଢିବ: ଶାହା
ଭୁବନେଶ୍ୱର,୮।୮(ବ୍ୟୁରୋ): ଓଡ଼ିଶାରେ ବି ଆମ ଦଳ ସରକାର ଗଢିବାକୁୁ ଯାଉଛି। ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ଦଳ ସରକାର ଗଢିବା ସହ ଗୁଜରାଟ, କର୍ନାଟକ, ମହାରାଷ୍ଟ୍ରରେ ମଧ୍ୟ ଆମ ଦଳର ସରକାର ଅଛି। ଆଉ ଓଡ଼ିଶାରେ ବି ଆମ ସରକାର…
Archives


