ବର୍ଷାଦିନେ ପୋଖରୀ ଖୋଳା
କେନ୍ଦୁଝର,୯।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ପୋଖରୀ ଖୋଳାରେ ମେଶିନ ବ୍ୟବହାର କରାଯିବା ସହ ବର୍ଷା ଦିନରେ ପୋଖରୀ ଖୋଳା ନେଇ ଅସନ୍ତୋଷ ଦେଖାଦେଇଛି। ଫଳରେ ବ୍ୟାପକ ଦୁର୍ନୀତି ଓ ଅନିୟିତତା ହୋଇଥିବା ଅଭିଯୋଗ ହେଉଛି। ଯେ, ଏମ୍ଜିଏନ୍ଆର୍ଇଜିଏସ୍…
ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ପିହୁଙ୍କ ମା’
ଯାଜପୁର ଟାଉନ,୯ା୮(ଡି.ଏନ.ଏ.):୪ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହେବାର ୨ବର୍ଷ ବିତି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ପିହୁଙ୍କ ମା’ ମୋନାଲିସା ସିବିଆଇ ତଦନ୍ତ ଦାବିରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବିଂଝାରପୁର ଥାନା…
୬ ମୌଜାର ଚାଷୀ ଖୁସି
ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ,…
ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ
ଓ୍ବାଶିଂଟନ୍,୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ବାସଭବନରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏନେଇ ନିଜେ ଟ୍ରମ୍ପ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫ୍ଲୋରିଡାର ପାଲମ ବିଚରେ ଥିବା ମୋର…
ବିହନ, ବର୍ଷା ପରେ ସାର ଚିନ୍ତାରେ ଚାଷୀ
କେନ୍ଦ୍ରାପଡ଼ା ଅଫିସ, ୯ା୮:୨୦୨୧ ଅର୍ଥନୈତିକ ସର୍ଭେରେ ରାଜ୍ୟର ୨୯ତମ ଖରିଫ ଧାନ ଉପତ୍ାଦନକାରୀ ଭାବେ କେନ୍ଦ୍ରାପଡ଼ା ଜିଲା ଅଛି। ଜଳ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଚଳିତ ଖରିଫ ଋତୁରେ ପ୍ରଥମେ ବିହନ ଓ ବର୍ଷା ସମସ୍ୟା ହୋଇଥିଲା।…
ଗାଁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ
ଭୁବନେଶ୍ୱର, ୯ା୮(ବ୍ୟୁରୋ): ସାରା ଦେଶରେ ଏବେ ମାଗଣା ବୁଷ୍ଟର ଡୋଜ୍ ଟିକାକରଣ ଚାଲିଛି। ଓଡ଼ିଶାରେ ବି ଏହି ଟିକାକରଣ ଚାଲିଥିବାବେଳେ ବହୁ ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ…
ବର୍ଷାଙ୍କ ଅନ୍ତରୀଣ ଜାମିନ ୧୭ ଯାଏ ବୃଦ୍ଧି
କଟକ ଅଫିସ, ୯ା୮:ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ସୋମବାର ହାଇକୋର୍ଟ ଆଗାମୀ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସ ଏସ୍ସି-ଏସ୍ଟି ଆକ୍ଟରେ ରୁଜୁ କରିଥିବା ଏହି ମାମଲାରେ ବର୍ଷା, ତାଙ୍କ…
ପାକିସ୍ତାନ ରାୱଲପିଣ୍ଡିରେ ବଢୁଥିବା ଡେଙ୍ଗୁକୁ ଦେଖି ଘୋଷଣା ହେଲା ହେଲ୍ଥ ଏମରଜେନ୍ସି
ପଞ୍ଜାବ,୯ ।୮: ପାକିସ୍ତାନର ରାୱଲିଣ୍ଡିରେ ବେଳକୁ ବେଳ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ରାୱଲପିଣ୍ଡି ଜିଲାକୁ ସର୍ବାଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ପଞ୍ଜାବ…
ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ
ଭୁବନେଶ୍ୱର, ୯ା୮ (ବ୍ୟୁରୋ):ଆଜାଦୀ କା ଅମୃତ ମହୋତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଦେଶର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ଏହି…
ଦିନେ ଖାଇବାକୁ ମିଳୁ ନ ଥିଲା, ଏବେ ସଫଳ ଅଭିନେତ୍ରୀ
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ନିକଟରେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା…
ସହର ଭିତରେ ବଜ୍ରକାପ୍ତା ବିଚରଣ
ଭୁବନେଶ୍ୱର, ୯ା୮(ବ୍ୟୁରୋ):ଭୁବନେଶ୍ୱର କଲୋନୀରେ ବୁଲୁଛନ୍ତି ବଜ୍ରକାପ୍ତା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀରେ ଏକ ବଜ୍ରକାପ୍ତା ଶନିବାର ରାତି ପ୍ରାୟ ୧୧ଟାରେ ବୁଲୁଥିବାବେଳେ ଅମିତ ରଞ୍ଜନ ଦାସ ତାକୁ ଧରି ଘରେ ରଖିଥିଲେ। ଖବର ପାଇ ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ୍ର…
ଜେଇଇ(ମେନ୍)-୧: ଦିବ୍ୟାଂଶୁ ରାଜ୍ୟ ଟପ୍ପର
ଭୁବନେଶ୍ୱର, ୮।୮(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୋମବାର ଜେଇଇ(ମେନ୍) ପେପର-୧ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୮୯ ପର୍ସେଣ୍ଟାଇଲ…
Archives


