କୁକୁରକୁ ଏମିତି ବୁଝାଉଥିଲେ ମହିଳା, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ଲୋକଙ୍କୁ ଭାବପ୍ରବଣ କରିଦିଏ। ସେହିଭଳି ଇନ୍ଷ୍ଟାଗ୍ରାମ୍ରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…
ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ
କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ହାଇକୋର୍ଟଙ୍କୁ ମିଳିପାରିନାହିଁ। ଏନେଇ ବନ ବିଭାଗର କାର୍ଯ୍ୟରେ ହାଇକୋର୍ଟ ସୋମବାର ଘୋର…
ମାର୍କେଟ ବିଲ୍ଡିଂ ମନା, ଦୁର୍ଦ୍ଦିନରେ ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ବ୍ୟବସାୟୀ ପରିବାର
ଭୁବନେଶ୍ୱର,୯।୮(ବ୍ୟୁରୋ):ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରି ବ୍ୟବସାୟ କରୁଥିଲୁ। ଖେଳନା ଏବଂ ଅନ୍ୟାନ୍ୟ ଛୋଟମୋଟ ସାମଗ୍ରୀ ବିକ୍ରି କରି ସେଥିରେ ପରିବାର ଚଳୁଥିଲା। ମାତ୍ର ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍ର ଦାବି ଏବଂ ଦାଦାଗିରି…
‘ପଞ୍ଚାୟତ ସ୍ତରରେ ମହିଳା ପଛରେ’
ଭୁବନେଶ୍ୱର,୯।୮(ବ୍ୟୁରୋ):ଓଡ଼ିଆ ଦୈନିକ ପ୍ରଗତିବାଦୀ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଓ ପ୍ରଗତିବାଦୀର ୫୦ତମ ଜୟନ୍ତୀ ଅବସରରେ ସୋମବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଉଦ୍ଘାଟନୀ ଉତ୍ସବର ପ୍ରସଙ୍ଗ ରହିଥିଲା ‘ସ୍ବାଧୀନତାରେ…
ମୁଣ୍ଡ ନ ପୂରାଉ ଭାରତ
ବେଜିଂ, ୯ା୮: ରଣନୈତିକ ଦୃଷ୍ଟିକୋଣaରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ଏହାର ଗବେଷଣା ଏବଂ ସର୍ଭେ ଜାହାଜ ‘ୟୁଆନ୍ ଓ୍ବାଙ୍ଗ୍ ୫’ ନିୟୋଜିତ ନ କରିବାକୁ କଲମ୍ବୋ କହିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଭାରତ ପକ୍ଷରୁ କୂଟନୈତିକ…
ମହାତ୍ମା ଗାନ୍ଧୀ ଯେଉଁଠି ଯାତ୍ରା କରିଥିଲେ ସେହିଠାରୁ ହିଁ ତ୍ରିରଙ୍ଗା ଯାତ୍ରାରେ ବାହାରିବ ଭାଜପା
ନୂଆଦିଲ୍ଲୀ,୯ ।୮: ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମଙ୍ଗଳବାର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ଲାଲକିଲାରୁ ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର…
କ’ଣ କରିପାରିବ ତାଇଓ୍ବାନ
ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ଏହାର ୩ ସେନାକୁ ହାଇ ଆଲର୍ଟରେ ରଖିଛି। ରାଜଧାନୀ ତାଇପେଇ ସମେତ ଅନେକ ସହରରେ…
ଗରଡ଼ମା ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଆର.ଉଦୟଗିରି,୮ା୮(ଡି.ଏନ.ଏ.):ମୋହନା ବ୍ଲକ ଗରଡ଼ମା ପଞ୍ଚାୟତର କିଛି ଗାଁ ରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଗରଡ଼ମା ପଞ୍ଚାୟତରେ ରହିଥିବା ଲିମବାଡ, ନାକେଜୁ, ମାତାକୁପା, କାମ୍ବୁଜ ପ୍ରଭୃତି ଗାଁ। ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନକୁ ପାଣି…
ଥମୁନି ଚାଇନା ଆକ୍ରୋଶ
ବେଜିଂ/ତାଇପେଇ, ୯ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି। ଏହି ଦ୍ୱୀପରାଷ୍ଟ୍ର ସୀମା ନିକଟରେ ରବିବାର ୪ ଦିନିଆ ସମରାଭ୍ୟାସ ଶେଷ କରିବା ପରେ ମଧ୍ୟ ଚାଇନା ସୋମବାର ସେଠାରେ…
ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଲେ ରାଜନେତା
ବାରାବଙ୍କି,୯ ।୮: ଉତ୍ତର ପ୍ରଦେଶର ବାରାବଙ୍କିରେ ଜଣେ ଦବଙ୍ଗ ନେତା ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଇଥିବା ଜଣାପଡିଛି । କେବଳ ସେତିକି ନୁହେଁ କନଷ୍ଟେବଳଙ୍କ ଗୋଡରେ ଗାଡି ଚଢାଇ ଦେବା ପରେ ନେତା ଜଣଙ୍କ ଓଲଟା କନଷ୍ଟେବଳଙ୍କୁ ଦୋଷ…
ଗତ ୫ ବର୍ଷରେ ୯୪୬ ଡେଙ୍ଗୁ ପଜିଟିଭ୍
ବ୍ରହ୍ମପୁର ଅଫିସ,୯ା୮:ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ। ଜିଲାବାସୀଙ୍କୁ ଏହାକୁ ନେଇ ଘାରିଛି ଚିନ୍ତା। ବ୍ରହ୍ମପୁର ସହରର ପରିମଳ ଅବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢ଼ିଯାଇଛି। କେଉଁଠି ନାଳ ଚୋକ୍ ହୋଇ ରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନା ପଡ଼ିରହି ନାନା…
ନିଷ୍କାସନ ହେଉନି, ଘରେ ପଶିଲା ବର୍ଷାପାଣି
ବାସୁଦେବପୁର,୯।୮(ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି ବର୍ଷା କେତେଜଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଖାଲୁଆ ଅଞ୍ଚଳ ତଥା କେତେକ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ନରସିଂହପୁର ବଜାର ତଥା…
Archives


