Advertisement

ବନ୍ଧୁଙ୍କ ସହ ବି ଝିଅର ଫଟୋ ଶେୟାର କରିବେ ନାହିଁ ଆଲିଆ-ରଣବୀର !

ମୁମ୍ବାଇ: ନିକଟରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫ୍ୟାରେଣ୍ଟସ୍ ହୋଇଛନ୍ତି । ଆଲିଆ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏବେ ଏହି କୁନି ଝିଅକୁ ଦେଖିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ଗୋଟିଏ ପଟେ ଆଲିଆ-ରଣବୀରଙ୍କ ଝିଅର ପ୍ରଥମ ଝଲକ ପାଇବାକୁ ପ୍ରଶଂସକ ଏକ୍ସାଇଟେଡ ଥିବା ବେଳେ ଅନ୍ୟପଟେ ଏହି ସିଲିବ୍ରିଟି ଦମ୍ପତି କିନ୍ତୁ ଏହାର ପୂରା ବିପରିତ ହୋଇ ରହିଛନ୍ତି । ଠିକ୍ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଭଳି ଏହି କପୁଲ ତାଙ୍କ ଝିଅ ପାଇଁ ପ୍ରୋଟେକଟିଭ ରହିଛନ୍ତି । ତେଣୁ ସେ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କରିବାକୁ ଆଦୌ ଚାହୁଁ ନାହାନ୍ତି । ଏମିତିକି ବନ୍ଧୁ ପରିଜନକଙ୍କୁ ବି ଝିଅ ନିକଟକୁ ଯିବାକୁ ବାରଣ କରାଯାଉଛି । କାହିଁକିନା କେହି ଯଦି ଝିଅର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଦେବେ ଏହି ଭୟ ରହୁଛନ୍ତି ଆଲିଆ-ରଣବୀରଙ୍କୁ । ଆଉ ପରେ ଏହା ଭାଇରାଲ ହୋଇଯିବ । ତେଣୁ ଝିଅର ଫଟୋ ଶେୟାର କରିବା ବିରୋଧରେ ରହିଛନ୍ତି ଆଲିଆ-ରଣବୀର ।
ସୂଚନାଯୋଗ୍ୟ. ଆଲିଆ-ରଣବୀର ଚଳିତ ବର୍ଷ ଅର୍ଥାତ୍ ଏପ୍ରିଲ ୧୪, ୨୦୨୨ରେ ବିବାହର କରିଥିଲେ । ଆଉ ବିବାହର ଦୁଇମାସ ପର ସେ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ । ତେବେ ବିବାହର ଦୁଇ ମାସ ମଧ୍ୟର ପ୍ରେ୍‌୍‌ଗ୍ନେସିର ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ଏହି ଷ୍ଟାର କପୁଲ ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ମହିଳାଙ୍କ ସପକ୍ଷରେ ବାହାରିଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ୟୁନିସେଫ (ୟୁନିସେଫ) ଗୁଡଓ୍ବିଲ ଆମ୍ବାସାଡାର ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କା...

ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଧୋନୀ

କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଜଗତରେ ପାଦ ଥାପିଛନ୍ତି। ହେଲେ ସେ ଅଭିନେତା ଭାବରେ ନୁହେଁ ବରଂ ନିର୍ମାତା ଭାବେ ଫିଲ୍ମ ଜଗତରେ...

ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି।...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲେୟା-୨’ ଆଜି ହଲ୍‌କୁ ଆସିଛି। ଏହା ସହିତ ‘ଶେହଜାଦ୍‌’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି।...

ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର...

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ...

ମନ୍ଦିର ଯାଇ ଟ୍ରୋଲ ହେଲେ ସାରା

ମୁମ୍ବାଇ: ବଲିଉଡ୍ ବିୟୁଟି ସାରା ଅଲି ଖାଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସେ ଆଜିକାଲି ଭକ୍ତ ଭାବେ ଯେମିତି ଉଭା ହୋଇଛନ୍ତି...

Advertisement
Archives

Model This Week