ଭାରିଯାନ ଚଳାଚଳରେ ରୋକ୍
ଆନନ୍ଦପୁର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ଉପରେ ଭାରିଯାନ ଚଳାଚଳ ଉପରେ ରୋକ୍ ଲାଗିଛି। ଘଟଗାଁସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସୁପରିଣ୍ଟେଣ୍ଡେଣ୍ଡ ଅଫ ଇଞ୍ଜିନିୟର୍ଙ୍କ ଚିଠି ନଂ. ୬୭୮୦/୧୪ ନଭେମ୍ବର ୨୦୨୨ରେ ଏ ଦିଗରେ ପଦକ୍ଷେପ ଗ୍ରହଣ…
ଜଙ୍ଗଲରୁ ଗଛ କାଟି ବନ୍ଧରେ ଲଗାଯାଇଛିି
ପଟ୍ଟାମୁଣ୍ଡାଇ,୧୯ା୧୧(ସ୍ବ.ପ୍ର.): ତଟାଞ୍ଚଳକୁ ସୁରକ୍ଷା ଦେବାକୁ ସରକାର ଲୁଣା ନଦୀ ବନ୍ଧଗୁଡ଼ିକର ମରାମତି, ପଥର ପ୍ୟାକିଂ ଓ ପ୍ରଶସ୍ତୀକରଣ ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଯେଉଁ କାର୍ଯ୍ୟ ହେଉଛି ତାହା ୨ରୁ ୩ ମାସ ଭିତରେ ଖରାପ ହୋଇପଡୁଛି। ଏପରି ଏକ…
ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି
କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ହାଲ୍କା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା ା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କଂସାର ପଞ୍ଚାୟତର ୨…
ଜନ କେରି କରୋନା ସଂକ୍ରମିତ, ଅନୁଭବ କରୁଛନ୍ତି ସାମାନ୍ୟ ଲକ୍ଷଣ
ମିଶ୍ର.୧୯ ।୧୧: ଆମେରିକାର ଜଳବାୟୁ ଦୂତ ଜନ କେରି ଶର୍ମ ଅଲ-ଶେଖ, ମିଶ୍ରରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ରର କପ-୨୭ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେଠାରେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବ ଜଣାପଡିଛି । ତାଙ୍କ…
ମରୁଡ଼ି ଅଞ୍ଚଳ ଘୋଷଣା ଦାବି ନେଇ ରାସ୍ତାରେ ଚାଷୀ
ନୀଳଗିରି,୧୯।୧୧(ସ୍ବ.ପ୍ର.): ମୌସୁମୀ ବର୍ଷା ଅଭାବ ଯୋଗୁ ଆଜି ସାରା ରାଜ୍ୟରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ବିଶେଷ କରି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଏହାର ପ୍ରଭାବ ଅଧିକ। ଏହା ଏକ ପାହାଡ଼ିଆ ଅଞ୍ଚଳ। ଦେବଗିରି ପାହାଡ଼, କୁଲଡ଼ିହା ଅଭୟାରଣ୍ୟ, ବିଜ୍ଞାପିତ ଅଞ୍ଚଳକୁ…
ଖରିଫ ଧାନ ଫସଲ ଉଜୁଡ଼ିବା ଆଶଙ୍କା
ରାଜନଗର, ୧୯ା୧୧(ଡି.ଏନ.ଏ.): ରାଜନଗର ବ୍ଲକ ଏକ ନଦୀ ଘେରା ଅଞ୍ଚଳ। ଅଞ୍ଚଳବାସୀଙ୍କର ଏକମାତ୍ର ଖରିଫ ଧାନ ଫସଲ ଆଶା ଓ ଭରସା ହୋଇଥିଲା। ହେଲେ କ୍ଷେତରେ ପାଣି ନ ଥିବାରୁ ଏହା ଉଜୁଡିବ ଆଶଙ୍କା ପ୍ରକାଶ ପଶଛି। ୨ ବର୍ଷ ହେଲା…
ଡିସେମ୍ବର ୨୮ରୁ ଧାନମଣ୍ଡି, ପରେ ମୁଗ ସଂଗ୍ରହ
କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ଚଳିତ ଖରିଫ ଋତୁରେ ୪୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୮୪,୮୦୮.୮୨ ମେଟ୍ରିକ ଟନ ବଳକା ଧାନ ଚାଷୀଙ୍କଠାରୁ କ୍ରୟ ହେବ। ଏଥିପାଇଁ ଆସନ୍ତା ଡିସେମ୍ବର…
ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ପାନୀୟ ଜଳ ପ୍ରକଳ୍ପ
ନାଉଗଁା,୧୯ା୧୧(ସ୍ବ.ପ୍ର): ବିଶୁଦ୍ଧ ପାନୀୟ ଜଳ ଜନସାଧାରଣଙ୍କୁ ସୁବିଧାରେ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ମାଧ୍ୟମରେ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ସହ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ପ୍ରକଳ୍ପରୁ ଗ୍ରାମର ପ୍ରତି…
‘କଳା,ସଂସ୍କୃତିର ପରିଚୟ ମୟୂରଭଞ୍ଜ ମହୋତ୍ସବ’
ବାରିପଦା ଅଫିସ,୧୯ା୧୧: ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ପ୍ରସିଦ୍ଧ। ଜିଲାର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଏହାର ବିକାଶ ପାଇଁ ୫ବର୍ଷ ଧରି ପ୍ରୟାସ ଚାଲି…
ନୂଆବର୍ଷ ଅଧରାତିରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତିକୁ ବିରୋଧ
ପୁରୀ ଅଫିସ,୧୯ା୧୧: ଇଂଲିଶ୍ ନବବର୍ଷରେ ଶ୍ରୀମନ୍ଦିରର ରୀତିନୀତିକୁ ଉପେକ୍ଷା କରି ଅର୍ଦ୍ଧରାତ୍ରରେ ଦ୍ୱାରଫିଟା ନୀତିକୁ ବିରୋଧ କରିଛନ୍ତି ସୂଚନାଧିକାର କର୍ମୀ ଜୟନ୍ତ ଦାଶ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରଦାନ କରିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି, ସେ…
ନଗଦ ୩୩ ଲକ୍ଷ ଦେଇ କାର୍ କିଣିଥିଲେ ଅର୍ଚ୍ଚନା
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ବିଜ୍ନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗତ ୧୧ ତାରିଖରୁ ୧୦ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଇତିମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି। ଖଗେଶ୍ୱରଙ୍କ ରିମାଣ୍ଡ…
ବାଘ ପାଇଁ ବନ ବିଭାଗ ନାକେଦମ୍
ଖୋର୍ଦ୍ଧା ଅଫିସ,୧୯ା୧୧: ଖୋର୍ଦ୍ଧା ବନାଞ୍ଚଳରେ ବାଘ ବୁଲୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଶରଧାପୁର, ଜରିପୁଟ, ତୋଟାପଡା, ବେରୁଅଁ ଆଦି ଜଙ୍ଗଲରେ…

