Home Left

ବନ୍ୟାରେ ୭ ପଞ୍ଚାୟତ ପ୍ରଭାବିତ: ୩ ଦିନ ରନ୍ଧାଖାଦ୍ୟ ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ

ନିଶ୍ଚିନ୍ତକୋଇଲି,୧୮ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୁରୁବାର ବନ୍ୟା ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ…

ଚହଲ-ଧନଶ୍ରୀଙ୍କ ସମ୍ପର୍କରେ ଫାଟ! ସ୍ବାମୀଙ୍କ ସରନେମ୍‌ ହଟାଇବା ପରେ ଏବେ ଲେଖିଲେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନାମରୁ ଚହଲ ସରନେମ୍‌କୁ ହଟାଇ ଦେଇଛନ୍ତି। ଏଥିସହିତ…

୧୭ ବର୍ଷ ମଧ୍ୟରେ କଲେଣି ୬ ଥର ବିବାହ, ଏମିତି କାହାଣୀ ଶୁଣି ପୋଲିସ ଆଶ୍ଚର୍ଯ୍ୟ

ପାଟନା, ୧୮ା୮: ଫିଲ୍ମରେ ଅଭିନେତା ଅନେକ ମହିଳାଙ୍କୁ ବିବାହ କରୁଥିବା ଦେଖିଥିବେ। ମାତ୍ର ବାସ୍ତବରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏକ କିମ୍ବା ଦୁଇ ନୁହେଁ, ୬ ଥର ବିବାହ କରିଛନ୍ତି। ଏହି ବ୍ୟକ୍ତି ୨୦୦୫ରେ…

‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ ଶିଳ୍ପପତିମାନେ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଜନସାଧାରଣଙ୍କ…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ଆଉ ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ଜଣାପଡିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅଧିକ ଗେଟ୍‌ ଖୋଲାଯାଇଥିଲା।…

୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା

ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଫର୍‌ ଘୋଷଣା କରିଛନ୍ତି। ୧୦ କିମ୍ବା ଅଧିକ ସନ୍ତାନ ଜନ୍ମ କଲେ ମହିଳାମାନଙ୍କୁ…

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ…

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆରଡ଼ି,୧୮ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ଦେଖା ଗୃହ ଛାତରୁ ଗୁରୁବାର ପ୍ଲାଷ୍ଟର ଖସିପଡ଼ିଛି। ସୌଭାଗ୍ୟବଶତଃ ଏଠାରେ ବସିଥିବା ରୋଗୀମାନଙ୍କ ପାଖରେ ପଡ଼ିଥିଲା। ଫଳରେ କୌଣସି ରୋଗୀ ଆହତ ହୋଇନାହାନ୍ତି। ଜିଲାର ପର୍ଯ୍ୟଟନ କେନ୍ଦ୍ର ତଥା ଆଖଣ୍ଡଳମଣିଙ୍କ ପୀଠ…

ରାଘବ ଜୁୟାଲଙ୍କୁ ଡେଟିଂ କଥା ଶୁଣି ରାଗିଗଲେ ଶେହନାଜ

ବମ୍ବେ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଭାଙ୍ଗି ପଡ଼ିଥିଲେ ଶେହନାଜ ଗିଲ୍‌। ବିଗ୍‌ ବସ୍‌ର ଏହି ଚର୍ଚ୍ଚିତ ଯୋଡ଼ିର ବିଚ୍ଛେଦ ଆଜି ବି ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। ହେଲେ ଏବେ ଶେହନାଜ ଜୀବନରେ ଆଗକୁ ବଢ଼ି କାମ ଉପରେ ଧ୍ୟାନ ଦେଉଛନ୍ତି।…

ଏଥର ବିଗ୍‌ ବସ୍‌ ପାଇଁ ସଲମାନ ନେବେ ଏତିକି କୋଟି, ଜାଣିଲେ…

ମୁମ୍ବାଇ: ପ୍ରତିବର୍ଷ ପ୍ରଶଂସକମାନେ ସଲମାନ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’କୁ ଦେଖିବା ପାଇଁ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଶୋ’କୁ ଅନେକ ବିବାଦୀୟ ପ୍ରତିଯୋଗୀ ଆସନ୍ତି, ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରିଥାନ୍ତି, ଯାହା ଶୁଣିବା…

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ କୁମାର…

ଝଲକ୍‌ ଦିଖ୍‌ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଖୁଲାସା ହେଉଛି। ସେମାନଙ୍କ ମଧ୍ୟରେ କପିଲ ଶର୍ମାଙ୍କ ଶୋ’ରେ ଲୋକପ୍ରିୟ ଚରିତ୍ର ‘ଦାଦି’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri