ଇରାକ-ସିରିଆ ଉପରେ ଆକ୍ରମଣ କରିପାରେ ତୁର୍କି, ରାଷ୍ଟ୍ରପତି ଦେଲେ ସୂଚନା

ଅଙ୍କାରା,୨୨ ।୧୧: ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ସୋମବାର ସୂଚନା ଦେଇଛନ୍ତି କି ସେ ବିମାନ ଆକ୍ରମଣ ପରେ ବି ଅଧିକ ପଦକ୍ଷେପ ନେଇପାରନ୍ତି । ସମାଚାର ଏଜେନ୍ସି ଆନାଦୋଲ ଅନୁଯାୟୀ, ଉତ୍ତର ଇରାକ ଓ ଉତ୍ତର ସିରିଆରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ଏର୍ଦୋଗନ ଗ୍ରାଉଣ୍ଡ ମିଲିଟାରୀ ଅପରେଶନ ଆରମ୍ଭ କରିପାରନ୍ତି ।
କତରରୁ ତୁର୍କି ଫେରିବା ପରେ ଖବରଦାତାଙ୍କ ସହ କଥା ହୋଇ ରାଷ୍ଟ୍ରପତି ଏର୍ଦୋଗନ କହିଛନ୍ତି ସେ କେବଳ ଏକ ବିମାନ ଆକ୍ରମଣରେ ସୀମିତ ନାହାନ୍ତି । ଯାହା ସେ ପୂର୍ବରୁ କହିଥିଲେ ଯେ, ଯଦି କେହି ଆମ ଦେଶ ଓ ମାଟିର ଶାନ୍ତିି ଭଙ୍ଗ କରୁଛି, ତେବେ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ । ଏହା ଏଇଥିପାଇଁ କାରଣ ଆମର ଦକ୍ଷିଣ ଭାଗରେ ଆତଙ୍କବାଦୀ ସଙ୍ଗଠନ ରହିଛି, ଯେଉଁମାନେ ଅନେକ ଆକ୍ରମଣର ଯୋଜନା କରୁଛନ୍ତି ଅଥବା ଏଭଳି ଆକ୍ରମଣକୁ ସଫଳ କରୁଛନ୍ତି ଓ ବିପଦ ସୃଷ୍ଟି କରୁଛନ୍ତି ।
ଆନାଦୋଲ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ତୁର୍କିର ରାଷ୍ଟ୍ରପତିଙ୍କ ଏହି ଟିପ୍ପଣି ଇରାକ ଓ ସିରିଆ ସୀମାରେ ଅବୈଧ ଭାବେ ରହୁଥିବା ତୁର୍କିସ୍ତାନ ୱାର୍କର୍ସ ପାର୍ଟି(ପିକେକ)/ୱାଇପିପି ବିରୋଧରେ ଅପରେଶନ କ୍ଲା-ସ୍ୱାର୍ଡ, ଏକ କ୍ରସ-ବର୍ଡର ବିମାନ ଅଭିଯାନ ଆରମ୍ଭ କରିବା ପରେ ଆସିଛି । ତୁର୍କିର ବିମାନ ଆକ୍ରମଣ ଗତ ରବିବାର ହୋଇଥିଲା, ଆତଙ୍କବାଦୀ ଆକ୍ରମଣ ପରେ ଏହା ହୋଇଥିଲା ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଆହତ ହୋଇଥିଲେ । ଏହା ଇସ୍ତାନବୁଲର ଭିଡ ସ୍ଥାନ ଇସ୍ତିକଲାଲ ଏଭେନ୍ୟୁକୁ ଦୋହଲାଇ ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri