‘ମାଇଁ ହୋମ୍’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ବାସୋପଯୋଗୀ ସାମାଧନଭିତ୍ତିକ ଘରୋଇ ସଂସ୍ଥା ସେଣ୍ଟ-ଗୋବାଇନ ପକ୍ଷରୁ ଭୁବନେଶ୍ୱରରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଗୋଟିଏ ଛାତ ତଳେ ସହରବାସୀଙ୍କୁ ଏକ ସୁଲଭ ଓ ଗୁଣାତ୍ମକ ସେବା ଯୋଗାଇବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ…
କୁକୁରକୁ ଫିଙ୍ଗୁଥିଲେ ପଥର, ପାଇଲେ ପାନେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମାନହାନି ମାମଲାରେ ସିସୋଡିଆଙ୍କୁ କୋର୍ଟ ସମନ
ଗୁଆହାଟୀ,୨୪।୮: ଏକ ମାନହାନି ମାମଲାରେ ଆସାମର ଏକ ଅଦାଲତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରି ସେପ୍ଟେମ୍ବର ୨୯ରେ ହାଜର ହେବାକୁ କହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିନିକି ଭୂୟାଁ ଶର୍ମା ଦୁର୍ନୀତି ମାମଲାରେ…
ୟୁକ୍ରେନ୍ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ
କିଭ୍/ଓ୍ବାଶିଂଟନ୍, ୨୪।୮: ସୋଭିଏଟ୍ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା ରହିଛି। ସାଧାରଣ ନାଗରିକ ଏବଂ ସରକାରୀ…
କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟ୍କୁ ଅନୁମତି
କେନ୍ଦୁଝର,୨୪।୮(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ସହର ନିକଟ କବିତାଠାରେ ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷଠାରୁ ୧୦୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖିବା ନେଇ ଅନୁମତି ମିଳିିଛି। ୨୦୨୨-୨୩ ଆର୍ଥିକ ବର୍ଷରୁ ଏଠାରେ ପିଲା ପାଠ ପଢ଼ିବେ। ଏଥିପାଇଁ ଜାତୀୟ…
ଉପକୂଳରେ ଝିପିଝିପି ବର୍ଷା
ଭୁବନେଶ୍ୱର,୨୪।୮(ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ବୁଧବାର ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି l ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କି.ମି. ଉଚ୍ଚତା ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଝିପିଝିପି ବର୍ଷା…
ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ସହ ନୀତୀଶ
ପାଟନା,୨୪।୮: ଗୟାର ବିଶ୍ୱ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବାରଣ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ କ୍ୟାବିନେଟରେ ଜଣେ ମୁସଲମାନ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସେଠାରେ ପ୍ରବେଶ କରିବା ଘଟଣାରେ ବିବାଦ ଦେଖାଦେଇଛି। ମନ୍ଦିରରେ ମୁସଲମାନ…
ଡ୍ରଗ୍ସ ଟେଷ୍ଟରେ ପ୍ରଧାନମନ୍ତ୍ରୀ ପାସ୍
ହେଲସିଙ୍କି,୨୪।୮: ଏକ ପାର୍ଟିରେ ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ୍ ନାଚଗୀତ କରୁଥିବାର ଫଟୋ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଡ୍ରଗ୍ସ ନେଇ ପାର୍ଟି କରିଥିବା ବିରୋଧୀ ଅଭିଯୋଗ ଆଣିବା ପରେ ଏହା ଗୁରୁତ୍ୱର…
ଭିନ୍ନକ୍ଷମ ନାବାଳିକାଙ୍କୁ ୮ବର୍ଷ ଧରି ନିର୍ଯାତନା ଦେଉଥିଲେ ଭାଜପା ନେତ୍ରୀ
ରାଞ୍ଚି,୨୪।୮: ଭାଜପାର ଜଣେ ନେତ୍ରୀଙ୍କ ଘରେ ଦୀର୍ଘବର୍ଷ ଧରି ବନ୍ଧକ ଥିବା ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୁନୀତା ନାମ୍ନୀ ଉକ୍ତ ନାବାଳିକାଙ୍କୁ ସୀମା ପାତ୍ରଙ୍କ ଘରେ ଘରୋଇ ଚାକର ଭାବେ ରଖାଯାଇ ଶାରୀରିକ ଓ ମାନସିକ ନିର୍ଯାତନା…
୪ ଆଧାର କାର୍ଡରେ ବସ୍ତାଏ ୟୁରିଆ
ନୟାଗଡ଼ ଅଫିସ,୨୪।୮: ନୟାଗଡ଼ ଜିଲାରେ ସରକାରୀ ଦରରେ ୟୁରିଆ ସାର ମିଳୁନି । ଜାଣି ଶୁଣି ୟୁରିଆ ସାରର କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି। ୨ରୁ ୪ଜଣ ଚାଷୀଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଦେଇ ସେମାନଙ୍କଠାରୁ ୨ରୁ ୪ଟି ଆଧାର…
କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ
ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳର ନୁହନ୍ତି ବୋଲି କହି କଥାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି।…
ଟାଙ୍ଗର ପଡ଼ିଆରେ ହେବ ଖଣି ଅଞ୍ଚଳର ଟ୍ରକ୍ ପାର୍କିଂ
କାଳିଆପାଣି,୨୪ା୮(ଡି.ଏନ.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଆସୁଥିବା ଟ୍ରକ୍ଗୁଡ଼ିକ ପାଇଁ ଟାଙ୍ଗର ପଡ଼ିଆରେ ହେବ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ସମସ୍ୟା ଦୂର କରିବା ସହ ଟ୍ରକ୍ଗୁଡ଼ିକୁ ଶୃଙ୍ଖଳିତ ଭାବେ ପରିବହନ ସୁବିଧା ଦେବା ପାଇଁ ସ୍ଥାନୀୟ କୁସୁମୁଣ୍ଡିଆଠାରେ ଥିବା…
Archives


