କ୍ୱାର୍ଟରରେ ଅମିତ ପଙ୍ଘାଲ
ବର୍ମିଂହାମ୍,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା। ସେ ଏକ…
ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ସରିଲା ବଜେଟ ଅଧିବେଶନ
ଭୁବନେଶ୍ବର,୧।୮(ବ୍ୟୁରୋ): ସରିଲା ବିଧାନସଭା ବଜେଟ ଅଧିବେଶନ। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା। ଫଳରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ ଘୋଷଣା…
ୟୁକେରେ ଚିକିତ୍ସିତ ହେବେ ସଙ୍କେତ
ବର୍ମିଂହାମ୍,୧ା୮: ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍ଗର୍ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ ହାସଲ କରିବା ପରେ ତାଙ୍କର ୟୁସିଏଲ୍ରେ (ଅଲନାର କୋଲାଟରାଲ ଲିଗାମେଣ୍ଟ) ଆଘାତ ଲାଗିଛି। ଏଥିରୁ…
ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’: ସତର୍କ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ବର,୧।୮(ବ୍ୟୁରୋ): ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ ମାମଲା। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ମିଳିମିଳା ଓ ହାଡଫୁଟିଠାରୁ ମଙ୍କିପକ୍ସର…
ଜଙ୍ଗଲରେ ଲଜ୍, ଘେରିଲେ ଗ୍ରାମବାସୀ
ଫୁଲବାଣୀ ଅଫିସ,୧।୮: କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଡଗାପାଙ୍ଗା ଗ୍ରାମ ନିକଟବର୍ତ୍ତୀ ସାଡ୍ରାପ୍ଲିଉ ସରଂକ୍ଷିତ ଜଙ୍ଗଲରେ ଜଣେ ବ୍ୟକ୍ତି ବେଆଇନ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜଙ୍ଗଲରେ ବେଆଇନ…
ରିଲିଜ୍ ପୂର୍ବରୁ ବୟକଟ୍ ଦାବି
ବଲିଉଡ୍ ଅଭିନେତା ଅମିର ଖାନ୍ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ସହ ପ୍ରାୟ ୪ ବର୍ଷ ପରେ ସିନେମା ଜଗତକୁ ଫେରୁଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ହେଲେ ଫିଲ୍ମଟି…
ଯୁବକ କାଟିଦେଲେ ନିଜ ବେକ, ହାତ
ଭଞ୍ଜନଗର,୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଲଗୁଣ୍ଠା ପେଣ୍ଠ ସାହିରେ ସୋମବାର ଜଣେ ଯୁବକ ଏକ କାତିରେ ବେକ ଓ ଦୁଇ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ତାରସିଙ୍ଗି ଥାନା ଅଧୀନ ଜଡ଼ାହାଟୁଣୀର ବିଦୁର ଗୌଡ଼। ବେଲଗୁଣ୍ଠା ପୋଲିସ ଗୁରୁତର…
ସିସିଟିଭି ଖୋଲି ନେଇ ପଶିଲେ ବ୍ୟାଙ୍କରେ
ଲୋଇସିଂହା,୧।୮(ଡି.ଏନ୍.ଏ.):ବଲାଙ୍ଗୀର ଜିଲା ଲୋସିଂହା ଥାନା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ବ୍ୟାଙ୍କ କର୍ମଚରୀ ସୋମବାର ବ୍ୟାଙ୍କକୁ ଆସି ବିଦ୍ୟୁତ୍ ସରବରାହ କଟିଯାଇଥିବା ଏବଂ ଅଫିସ ଝରକା ଗ୍ରିଲ୍ କଟା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ…
ମୃତ ଅବସ୍ଥାରେ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଟି ରାମାରାଓଙ୍କ ଝିଅ
ହାଇଦ୍ରାବାଦ,୧ ।୮: ତେଲେଙ୍ଗାନାର ଟିଡିପି ସଂସ୍ଥାପକ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ୱରିଙ୍କ ପରଲୋକ ହୋଇଛି । ହାଇଦ୍ରାବଦରେ ସେ ତାଙ୍କ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣା ସମ୍ପର୍କରେ…
ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଶାହା
ନୂଆଦିଲ୍ଲୀ,୧।୮: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ବିଭିନ୍ନ ରାଜ୍ୟରେ ଗଡ଼ ଆହୁରି ମଜଭୁତ କରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏହାପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପାର ପ୍ରଧାନମନ୍ତ୍ରୀ…
ବାଲୁକାକଳାରେ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈଙ୍କୁ ଶୁଭେଚ୍ଛା
ଗଞ୍ଜାମ,୧ା୮(ଡି.ଏନ୍.ଏ.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମର ଯୁବ ପ୍ରତିଭା ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକାକଳା ମାଧ୍ୟମରେ ମୀରାବାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…
ବେୟର ଗ୍ରିସ୍ଲ୍ଙ୍କ ସହ ଆଡଭେଞ୍ଚର ମିଶନରେ ଯିବେ ପ୍ରିୟଙ୍କା!
ମୁମ୍ବାଇ: ବେୟର ଗ୍ରିଲ୍ସ ତାଙ୍କ ଆଡଭେଞ୍ଚର ମିଶନ ପାଇଁ ବେଶ ଜଣାଶୁଣା । ସେ ଏମିତି କିଛି ଖରତନାକ ସଫର କରିଛନ୍ତି ଯାହାକୁ ଦେଖିଲେ ଆଉ ଶୁଣିଲେ ଲୋକଙ୍କ ହୋସ ଉଡିଯାଇଥାଏ । ତାଙ୍କର ଏହି ଯାତ୍ରାରେ କେତେଜଣ ବଡ ବଡ…
Archives


