Home Left

୫ ହଜାର ଲେଖାଏ ଜରିମାନା ଦେବେ ବର୍ଷା-ଅନୁଭବ

କଟକ ଅଫିସ,୯ା୯: କୋର୍ଟ କାର୍ଯ୍ୟରେ ଅଯଥା ବିଳମ୍ବ କରୁଥିବା କାରଣରୁ କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ପରିବାର ଅଦାଲତ ୫ ହଜାର ଟଙ୍କା ଲେଖାଏ ଜରିମାନା ଦାଖଲ କରିବା ପାଇଁ ଶୁକ୍ରବାର…

ମଦ ପିଆଇ ଗୁପ୍ତାଙ୍ଗ କାଟିଥିଲେ ମହିଳା: ୭ ବର୍ଷ ଜେଲ

କେନ୍ଦୁଝର,୯ା୯(ସ୍ବ.ପ୍ର.): ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟିଦେବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ମହିଳା କମଳା ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏପରିକି ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…

ଅଣ୍ଟାରେ ଲାଗିଛି ଆଘାତ: ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେନି ନୀରଜ

ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣ ଚର୍ଚ୍ଚାରେ ରହିଛି। ଏଥିଯୋଗୁ ସେ ଆଗାମୀ ଜାତୀୟ ଗେମ୍ସରେ ଅଂଶଗ୍ରହଣ…

ପାର୍ବଣ ପୂର୍ବରୁ ନକଲି ବିଦେଶୀ ମଦ ପ୍ରସ୍ତୁତି: ଠାବ ହେଲା କାରଖାନା

ବ୍ରହ୍ମପୁର ଅଫିସ,୯ା୯: ବଡବଜାର ଥାନା ଅଧୀନ ଓମ୍‌ ନଗରରେ ଚାଲିଥିବା ଏକ ନକଲି ମଦ କାରଖାନାରେ ଶୁକ୍ରବାର ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୧୭ପେଟି ନକଲି ବିଦେଶୀ ମଦ ସହ ବିପୁଳ ପରିମାଣରେ କଞ୍ଚାମାଲ…

୫ ହଜାର ତଣ୍ଡ ଗଣିବେ ବର୍ଷା-ଅନୁଭବ

କଟକ ଅଫିସ୍‌,୯।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ…

ଫିଲ୍ମ ‘ଯଶୋଦା’ରେ ଆକ୍ସନ ଅବତାରରେ ଦେଖାଯିବେ ସାମନ୍ଥା, ପ୍ୟାନ ଇଣ୍ଡିଆରେ କରିବେ ଡେବ୍ୟୁ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ସାମନ୍ଥା ରୁଥ ପ୍ରଭୁ ଏବେ ଏକ ଦମଦାର ଫିଲ୍ମ ସହ ଫେରୁଛନ୍ତି । ଶୁକ୍ରବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ସାମନ୍ଥା ଏକ ଶକ୍ତିଶାଳୀ ଚରିତ୍ରରେ ଫେରୁଛନ୍ତି, ଯାହା…

ଆର.ଉଦୟଗିରିରେ ରେକର୍ଡ ବର୍ଷା

ଆର.ଉଦୟଗିରି,୯ା୯(ଡି.ଏନ.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ହାରାହାରି ୧୯୧.୮ ମିମି ବର୍ଷା ହୋଇଛି। ଆର.ଉଦୟଗିରି ବ୍ଲକରେ ସର୍ବାଧିକ ୪୩.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆଗଡ଼ ବ୍ଲକରେ ୨୮.୪ ମିମି ବର୍ଷା ହୋଇଛି। ମୋହନା…

ପାକିସ୍ତାନୀଙ୍କ ସହ ମାର୍‌ପିଟ; ହେଲେ ଭାରତୀୟଙ୍କୁ ଆଲିଙ୍ଗନ କରି ଆଫଗାନ ପ୍ରଶଂସକ ଦେଲେ ସ୍ଲୋଗାନ୍‌

ଦୁବାଇ,୯।୯: ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଦୁଇ ଦଳର ଖେଳାଳିଙ୍କ ବ୍ୟତିତ ପ୍ରଶଂସକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଇଦାନରେ ଖେଳାଳିମାନେ ମୁହାଁମୁହିଁ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ଏବଂ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମଧ୍ୟରେ…

କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏପରି କହିଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର,୯।୯(ବ୍ୟୁରୋ): ୫ କେନ୍ଦ୍ରମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା ଆସିବାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିଜେଡି କହିଛି,…

ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ଏବେ ଓଟିଟିକୁ ନେଇ ଦର୍ଶକଙ୍କ ଧାରଣା ବଦଳି ଯାଇଛି । ଆଉ ଏବେ ଓଟିଟି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟି ଯାଇଛି । ଦର୍ଶକେ ଏବେ ଥିଏଟର ଯିବା ବଦଳରେ ଓଟିଟିକୁ ବେଶି ପସନ୍ଦ କରୁଥିବା ଦେଖାଯାଇଛି । ସେଥିପାଇଁ…

ବିଶ୍ୱକପ୍‌ ପ୍ରସ୍ତୁତି: ପାକିସ୍ତାନ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍‌

ନୂଆଦିଲ୍ଲୀ,୯।୯: ଏସିଆ କପ୍‌ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍‌ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍‌ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍‌ ମାଥ୍ୟୁ ହେଡେନ୍‌ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ…

କାଦୁଅ ପଡ଼ିବାକୁ କେନ୍ଦ୍ର କରି ଆକ୍ରମଣ, ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୯।୯: ଗାଡ଼ି ଚଳାଇବା ବେଳେ କାଦୁଅ ପଡିବାକୁ ନେଇ ବଚସା ଓ ଆକ୍ରମଣ ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହରିଡାଖଣ୍ଡି ନୂଆ ସାହିର କେ. ଶିବା ରେଡି। ଏନେଇ ପୋଲିସ ଏକ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri