Home Left

‘ଝଲକ୍‌ ଦିଖ୍‌ଲା ଜା’ରେ ଦମ୍‌ ଦେଖାଇବେ ଧାବିକା ଦୂତି ଚାନ୍ଦ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍‌ ଦିଖ୍‌ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ ସହ ସେ ନୃତ୍ୟକଳାରେ ନିଜର ଦମ୍‌ ଦେଖାଇବେ। ପୂର୍ବରୁ ଧାବିକା ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ…

ବିବାହ ପୂର୍ବରୁ ଅକ୍ଷୟଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ, ରଖିଥିଲେ ଏମିତି ସର୍ତ୍ତ

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ହେଉଛନ୍ତି ଅକ୍ଷୟ କୁମାର। ହିଟ୍‌ ସିନେମା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଅକ୍ଷୟ ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ଖନ୍ନାଙ୍କ ବିବାହକୁ ୨୦ ବର୍ଷ ପୁରିଲାଣି। ହେଲେ ଉଭୟଙ୍କ କେମେଷ୍ଟ୍ରିକୁ ଆଜି…

ଦେଶ ଉପରେ ନିଜ ବିଚାରଧାରାକୁ ଲଦି ଦେଉଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୯ ।୯: କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ଏଥିପାଇଁ ରାହୁଲ ଗାନ୍ଧଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରାଯାଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ଏକ ପ୍ରେସ କନଫରେନ୍ସ କରିଛନ୍ତି…

ମହାପ୍ରଭୁଙ୍କୁ ଅବମାନନା: ପିକ୍‌ଅପ୍‌ରେ ବାନ୍ଧିନେଲେ ଜଗନ୍ନାଥଙ୍କୁ

ରୂପସା,୯।୯(ଡି.ଏନ୍‌.ଏ.): କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାଠାରେ ଏକ ପିକ୍‌ଅପ୍‌ ଭ୍ୟାନରେ ଦୟନୀୟ ଅବସ୍ଥାରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ବାନ୍ଧି ନିଆଯାଉଥିବା ଦୃଶ୍ୟକୁ…

ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ ଶହ ଲୋକ ଏକତ୍ରିତ ହୋଇ ଶୋକ କରିଥିଲେ। ସେଠାରେ ଥିବା ଲୋକେ ଆକାଶରେ ଦୁଇଟି…

ଘରେ ପଶି ବୁଲାଇଲେ କଳାକନା, ନେଇଗଲେ ଝିଅ ବାହାଘର ପାଇଁ ଥିବା ଅଳଙ୍କାର

ଖଇରା,୯।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଗୋଳିହା ଗ୍ରାମର ୨ଟି ପରିବାରୁ ଚୋରି ହୋଇଛି। ଗ୍ରାମର ମହେଶ୍ବର ନାୟକ ଓ ତାଙ୍କ ଭାଇ ଉଦୟ ନାୟକଙ୍କ ସପରିବାର ଘରେ ନ ଥିବା ବେଳେ ଏହାର ସୁଯୋଗ ନେଇ ଚୋର କଳାକନା…

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଶାହାରୁଖଙ୍କ ଝିଅ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଛି। ସେ ଲଣ୍ଡନରୁ ଫେରିଛନ୍ତି। ଏବେ ତାଙ୍କୁ ବହୁତ ଟ୍ରୋଲ୍‌ କରାଯାଉଛି। ସୁହାନା ଏକ ଧଳା ରଙ୍ଗର ଖୋଲା ଏବଂ ଟ୍ରାନ୍ସପରେଣ୍ଟ ପ୍ୟାଣ୍ଟ ପିନ୍ଧିଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ…

ରାଣୀ ଏଲିଜାବେଥଙ୍କ ବିୟୋଗରେ ଦିନିକିଆ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୯।୯: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗୁରୁବାର ପରଲୋକ ଘଟିଛି। ତେବେ ତାଙ୍କ ବିୟୋଗରେ ଆସନ୍ତା ୧୧ ତାରିଖରେ ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବିଟ୍ରେନ ସହ ଭାରତର…

ରୋହିତଙ୍କ ହିନ୍ଦୀ ଶୁଣି ହସିଲେ କୋହଲି

ଦୁବାଇ,୯।୯: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ୧୨୨ ରନର ଚମତ୍କାର ଇନିଂସ ଖେଳି ୭୧ ତମ ଶତକର ଅପେକ୍ଷା ଶେଷ କରିଥିଲେ। ଚମତ୍କାର ଇନିଂସ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ସାକ୍ଷାତକାର ଦେଇଥିଲେ। ରୋହିତ ପ୍ରଥମେ ବିରାଟଙ୍କୁ…

ବିବାହ ମଣ୍ଡପରେ ବନ୍ଧୁ କଲେ ଏମିତି, ଭିଡିଓ ଦେଖିଲେ…

ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ବନ୍ଧୁଟିଏ ବନ୍ଧୁ ପାଖରେ ଠିଆ ହୋଇଥାଏ। ଯେଉଁଠି ସାଙ୍ଗମାନେ ଏକାଠି ହୁଅନ୍ତି ସେଠି ହସଖୁସି, ଥଟ୍ଟାମଜାର ଆସର ଜମେ। ଏସବୁ ଖୁସି ଦ୍ୱିଗୁଣିତ ହୋଇଥାଏ ଜଣେ ବନ୍ଧୁର ବିବାହ ଉତ୍ସବରେ। ଇନଷ୍ଟାଗ୍ରାମ ବ୍ରାଇଡ…

ଅନେକ ରେକର୍ଡର ଅଧିକାରୀ ହେଲେ କୋହଲି

ଦୁବାଇ,୯।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଦଳ ଜବରଦସ୍ତ ବିଜୟ ହାସଲ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଜିତିବା ପାଇଁ ୨୦ ଓଭରରେ ୨୧୩…

ପୁଣି ଏମ୍‌କେସିଜିରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୯।୯: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ଶୁକ୍ରବାର ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସିଲିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri