ଟୁଇଟର୍‌ରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରହିବା ଜରୁରୀ: ଜାତିସଂଘ ମହାସଚିବ

ନ୍ୟୁୟର୍କ,୨୦।୧୨: ବିଶ୍ୱ ଖବର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଥିବା ମାଇକ୍ରୋ-ବ୍ଲଗିଂ ସାଇଟ ଟୁଇଟର୍‌ ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍‌ର ନୂତନ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଏବେ ଟୁଇଟର୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ କିଛି ସାମ୍ବାଦିକଙ୍କ ଆକାଉଣ୍ଟ ସସ୍‌ପେଣ୍ଡ ଏବଂ ସମାଲୋଚନା ପରେ ଏହାକୁ ଟୁଇଟର ଦ୍ୱାରା ପ୍ରତ୍ୟାହାର କରାଯିବାକୁ ନେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ଟୁଇଟର ମାଲିକ ଏଲନ ମସ୍କଙ୍କ ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଜାତିସଂଘର ମୁଖ୍ୟ କହିଛନ୍ତି, କାହା ହାତରେ ଟୁଇଟର୍‌ର ପରିଚାଳନା ଅଛି, ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ଘୃଣା ବକ୍ତବ୍ୟ ବନ୍ଦ କରିବା ଏବଂ ଏହି ସାଇଟରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରଖିବା ଜରୁରୀ ଅଟେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ସେ ଏହା କହିଛନ୍ତି।
ନିକଟରେ ମସ୍କ ଏକ ସର୍ଭେରେ ୫୧ ବର୍ଷୀୟ ଏଲନ ମସ୍କ ତାଙ୍କର ୧୨୨ ନିୟୁତ ଫଲୋଅର୍ସଙ୍କୁ ପଚାରିଛନ୍ତି, ସେ ଟୁଇଟର୍‌ର ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି? ସର୍ଭେରେ ୫୭.୫ ପ୍ରତିଶତ ଲୋକ ‘ହଁ’ ଭୋଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି...

ଉତ୍ସବରେ ନାଚି ନାଚି ଗୁଳି ଚଲାଉଥିଲେ, ଚାଲିଗଲା ୧୭ ଜୀବନ

କାବୁଲ,୪।୯: ପଞ୍ଜଶିର ପ୍ରଦେଶକୁ ଦଖଲ କରିବା ସହ ପୂରା ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ଏଥି ଲାଗି ଦେଶର ବିଭିନ୍ନ ପ୍ରଦେଶରେ ଉତ୍ସବର ମାହୋଲ।...

ଲାପିଡ ଇସ୍ରାଏଲର ୧୪ତମ ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଅଭିନନ୍ଦନ…

ଜେରୁଜେଲମ୍‌/ନୂଆଦିଲ୍ଲୀ, ୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟେର ଲାପିଡଙ୍କୁ ଇସ୍ରାଏଲର ୧୪ ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଲାପିଡ...

ଇଣ୍ଡୋସେନିଆ କୋଇଲା ଖଣିରେ ବିସ୍ଫୋରଣ: ୯ ମୃତ

ଜାକର୍ତ୍ତା,୧୦ା୧୨: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ନିଖୋଜ...

ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା କଲା ରୁଷିଆ…

ମସ୍କୋ, ୨୬।୬ : ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରାଯାଇଛି। ଏହାଯୋଗୁ ପୂର୍ବ ଲୁହାନସ୍କ ଅଞ୍ଚଳର ସେଭେରୋଡୋନସ୍କ ଏବଂ ଲିସିଚସ୍କ...

ଚାଇନାକୁ ବାଇଡେନ୍‌ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍‌

ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ସେ...

ଇରାନ୍‌ରେ ଭୂକମ୍ପ

ତେହେରାନ୍‌, ୮।୭: ଇରାନ୍‌ର ପଶ୍ଚିମ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ଅହଭାଜ୍‌ ଅଞ୍ଚଳରେ ଏହା ହୋଇଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ...

Advertisement
Archives

Model This Week