Home Left

ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁକିଛି ବଦଳି ଯାଇଛି। ସମ୍ପ୍ରତି କମ୍ପାନୀ ନୂଆ ଘୋଷଣା କରିଛି। ତଦନୁଯାୟୀ ଉପଭୋକ୍ତାମାନେ ଏଣିକି…

ମାଲିକଙ୍କ ଉପରେ ଏତେ ରାଗ! ମାତ୍ର ୩ ଶବ୍ଦ ଲେଖି ଇସ୍ତଫା ଦେଲେ କର୍ମଚାରୀ

ପାଠପଢ଼ା ସରିବା ପରେ ଚାକିରିଟିଏ ମିଳିବା ଯେତିକି କଷ୍ଟକର, ସେତିକି କଷ୍ଟକର ହେଉଛି ତାକୁ ଛାଡ଼ିବା। କାରଣ ଏଥିପାଇଁ ଅନେକ ସାହସ ଏକାଠି କରିବାକୁ ପଡେ। ଅଧିକାଂଶ ଲୋକ ଚାକିରି ଛାଡ଼ିବାକୁ ନେଇ ଏତେ ଭାବବିହ୍ବଳ ଥାନ୍ତି ଯେ ସେ ନିଜର…

ନାବାଳିକା ବଳାତ୍କାରୀକୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୨୦।୧୨ (ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ପେଶାଲ ଜଜ (ପୋକ୍ସୋ) କୋର୍ଟ ବିଚାରପତି ଡକ୍ଟର ଅନୀଲ କୁମାର ଦତ୍ତ ମଙ୍ଗଳବାର ଜଣେ ୧୩ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏଥିରେ ଅଭିଯୁକ୍ତ ସୋନୁ ମହାକୁଡ(୩୧)ଙ୍କୁ ବିଭିନ୍ନ…

ଏବେ ଅଭିନୟରେ ଦମ୍‌ ଦେଖାଇବେ ଅଶନୀର

ନୂଆଦିଲ୍ଲୀ,୧୦।୧୨: ବ୍ୟବସାୟୀ ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ର ବିଚାରପତି ଥିବା ଅଶନୀର ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୋ’ର ନୂତନ ସିଜନରେ ତାଙ୍କୁ ଦେଖାଯାଇ ନ ପାରେ, ହେଲେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ…

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଗଠନ…

ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବି ବାଦ୍‌ ପଡ଼ିଲେ ରୋହିତ, ଏହି ଖେଳାଳି ବି ଆହତ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ହିଆକୁ ବଡ଼ ଝଟ୍‌କା ଲାଗିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାହାର ହୋଇଛନ୍ତି। ଡିସେମ୍ବର ୧୧ରୁ ଏହି ମ୍ୟାଚ୍‌ ଖେଳାଯିବ।…

ଶ୍ରଦ୍ଧା ହତ୍ୟାକାଣ୍ଡର ଯାଞ୍ଚ କରିବ ଏସ୍‌ଆଇଟି: ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକରଙ୍କ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ଏକ ଏସ୍‌ଆଇଟି ଗଠନ କରି ଶ୍ରଦ୍ଧା ୱାଲକରଙ୍କ ହତ୍ୟା ମାମଲାରେ ରିପୋର୍ଟ ଟେବୁଲ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ…

ଜନ୍ମଦିନରେ ବଡ଼ ଘୋଷଣା କରିପାରନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ୟଶ ନିଜ ଅଭିନୟ ଏବଂ ଷ୍ଟାଇଲକୁ ନେଇ ବେଶ୍‌ ଜଣା। ନିକଟରେ ଫିଲ୍ମ ‘କେଜିଏଫ୍‌-୨’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ସେବେଠାରୁ ପ୍ରଶଂସକମାନେ ୟଶଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅପେକ୍ଷା କରି ରହିଛନ୍ତି। ଏକ…

ଆମ ଆଦମୀ ପାର୍ଟିକୁ ମୁଁ ଦେଇଛି ୬୦ କୋଟି ଟଙ୍କା: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୨୦ ।୧୨: ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଠକେଇ ଅଭିଯୋଗରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଆମ ଆଦମୀ ପାର୍ଟି(ଏଏପି)କୁ ୬୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି । ଏହି ସମୟରେ…

ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ,୨୦।୧୨(ଡି.ଏନ.ଏ.): ସେଲଫି ନେବା ବେଳେ ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍‌ ଦୀର୍ଘ ସମୟ ପରେ ନିଖୋଜ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ(୨୫)ଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ସୋମେଶ ଗତ ରବିବାର ରାଉରକେଲାରୁ…

ଓଟିଟିରେ ରିଲିଜ୍‌ ହେବ ସାଉଥ୍‌ର ହରର ଫିଲ୍ମ ‘ମସୁଦା’

ମୁମ୍ବାଇ: ହରର ଫିଲ୍ମ ଦେଖୁଥିବା ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର। ସାଉଥର ସବୁଠାରୁ ବଡ଼ ହରର ଫିଲ୍ମ କୁହାଯାଉଥିବା ଫିଲ୍ମ ‘ମସୁଦା’ ହଲ୍‌ ପରେ ବର୍ତ୍ତମାନ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ମସୁଦାର ଅନ୍‌ଲାଇନ ଷ୍ଟ୍ରିମିଂ ଆସନ୍ତା ଡିସେମ୍ବର…

ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ: ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

ପଟ୍ଟାଙ୍ଗି,୨୦।୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ସ୍ଥିତ ଇଡିକଲ କମ୍ପାନୀର କାର୍ଯ୍ୟରତ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଚଢାଉ ଜାରି ରହିଛି। କଟକରୁ ଆସିଥିବା ଦୁଇଟି ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?