ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା: ଟି୨୦ ବିଶ୍ୱକପ୍ ପୂର୍ବରୁ…
ଟାଉନ୍ସଭିଲ,୩୦।୮: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ଲାଗିଛି ବଡ଼ ଝଟ୍କା। ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଏବଂ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଦଳର ଚିନ୍ତା ବଢ଼ିଛି।…
ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ
ନୂଆଦିଲ୍ଲୀ,୩୦।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ଦୃଷ୍ଟିରେ ରଖି…
ମାଛଧରା ହେଲା କାଳ: ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା
ଚାନ୍ଦବାଲି,୩୦।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, କରଞ୍ଜମାଳ ପଞ୍ଚାୟତ ଅଧୀନ ଧାନକୁଟା ଗ୍ରାମର…
ସରକାର ବଞ୍ଚାଇବାକୁ ଉଦ୍ୟମ: ରାୟପୁର ଗସ୍ତରେ ବିଧାୟକ
ରାଞ୍ଚି,୩୦।୮: ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ସ୍ବୀକୃତି ଦେଇନାହାଁନ୍ତି। ଇତିମଧ୍ୟରେ ନିଜ ସରକାରକୁ ବଞ୍ଚାଇବା…
୯ କୋଟିର ବିଜ୍ଞାପନକୁ କାର୍ତ୍ତିକ କଲେ ନା
ବମ୍ବେ: ଫିଲ୍ମ ବ୍ୟତିତ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍ କଳାକାର। ହେଲେ ଅନେକ ସମୟରେ ବିଜ୍ଞାପନ ଲାଗି ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ। ଯେମିତିକି କିଛି ଦିନ ତଳେ ଖିଲାଡି କିଙ୍ଗ ଅକ୍ଷୟ କୁମାର ପାନମସଲା ବିଜ୍ଞାପନ…
ଏଥର ୨ଦିନ ନୂଆଁଖାଇ ଛୁଟି : ଦାବି ମାନିଲେ ରାଜ୍ୟ ସରକାର
ବରଗଡ଼ ଅଫିସ,୩୦।୮: ସେପ୍ଟେମ୍ବର ୧ତାରିଖ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏ ନେଇ ରାଜ୍ୟ ସରକାର ପୂର୍ବବର୍ଷ ଭଳି ଛୁଟି ଘୋଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଗଡ଼ିକୁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । କିନ୍ତୁ…
ଗଣେଶ ଯାତ୍ରା ସମୟରେ ହିଂସା ପରେ ପଥରମାଡ଼: ୧୩ ଗିରଫ
ବଡୋଦରା,୩୦।୮: ଗୁଜରାଟ ବଡୋଦରାରେ ଗଣେଶ ଯାତ୍ରା ସମୟରେ ହିଂସାକାଣ୍ଡ ଘଟିଛି। ସୋମବାର ରାତିରେ ଏକ ସମ୍ବେଦନଶୀଳ ଅଞ୍ଚଳରୁ ଗଣେଶ ଯାତ୍ରା ବାହାରୁଥିବା ବେଳେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ୨ଗୋଷ୍ଠୀ ମଧ୍ୟରେ ହିଂସା ଘଟିବା ପରେ ପଥରମାଡ଼ ହୋଇଥିଲା। ତେବେ…
କାନାଡାରେ ରେହମାନଙ୍କୁ ସମ୍ମାନ: ଗାୟକଙ୍କ ନାମରେ ରଖାଗଲା ଏକ ରାସ୍ତାର ନାମ…
ବମ୍ବେ: ଖ୍ୟାତନାମା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଏଆର୍ ରେହମାନଙ୍କ ନାଁ ଦେଶବିଦେଶରେ କାହିଁରେ କେତେ। ଏଇଥିପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏବେ ରେହମାନଙ୍କୁ ସମ୍ମାନିତ କରିବା ଲାଗି କାନାଡ଼ା ବଡ଼ ନିଷ୍ପତ୍ତି ନେଇଛି। କାନାଡାର ଆଉ ଏକ…
ହ୍ବିଲ୍ ଚେୟାର୍ରେ ବସି ବ୍ୟାୟାମ କରୁଛନ୍ତି ଶିଳ୍ପା, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍ନେସ୍କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହେବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା। ଏପରିକି…
ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି
କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚତ୍ଛି। ଫ୍ୟାମିଲି କୋର୍ଟର ନିର୍ଦ୍ଦେଶକୁ ନେଇ ବର୍ଷା ହାଇକୋର୍ଟରେ ପହଞ୍ଚତ୍ଛନ୍ତି।…
ବିବାହ ପରେ ପ୍ରଥମଥର ଏକାଠି କାମ କରିବେ ଏହି ଷ୍ଟାର ଦମ୍ପତି
ମୁମ୍ବଇ; ବଲିଉଡର ସବୁଠାରୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଏହି ଷ୍ଟାର କପୁଲଙ୍କୁ ନେଇ ରହିଛି ଜବରଦସ୍ତ କ୍ରେଜ୍ । ବେଶ କିଛିିଦିନ ଉଭୟ ଡେଟ କରିବା…
‘ବୟକଟ ଟ୍ରେଣ୍ଡ’କୁ ଡରୁଛନ୍ତି କିଙ୍ଗ ଖାନ, ‘ଡନ ୩’କୁ କଲେ ନା
ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଏବେ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏବେ ଏହି ଫିଲ୍ମ ବୟକଟ ହୋଇପାରେ ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ ବଲିଉଡରେ କିଛି ଫିଲ୍ମ ଲଗାତାର ଭାବେ ଫ୍ଲପ…
Archives


