Posted inଜାତୀୟ

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ ଭାରତ ସୀମା ନିକଟରେ ପୁଲମୋରନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଚଳାଇଥିଲେ। ଡ୍ରୋନକୁ ଜବତ କରି ଘଟଣାର ତଦନ୍ତ କରାଯାଉଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଉଛି। ପାକିସ୍ତାନୀ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସୀମାରେ ଚୋରା ଚାଲାଣ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮.୪୫ରେ ପାକିସ୍ତାନୀ ଡ୍ରୋନ ଅମୃତସର ନିକଟ ପୁଲମୋରନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଡ୍ରୋନ ଦେଖିବା ମାତ୍ରେ ବିଏସଏଫ ଯବାନମାନେ ଏହା ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଦିନେ ପୂର୍ବରୁ ପାକିସ୍ତାନୀ ଡ୍ରୋନ ତରନ ଜିଲାର ଫିରୋଜପୁର ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ବିଏସଏଫ ଯବାନମାନେ ଗୁଳି କରି ଏହାକୁ ତଳକୁ ଖସାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌...

ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…

ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।...

ଦରଘା ବୁଲିବା ପରେ ଜୟଶଙ୍କରଙ୍କୁ ଭେଟିଲେ ହାସିନା

ନୂଆଦିଲ୍ଲୀ, ୫ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୟନଶିଳ୍ପ, ରେଳପଥ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ବିକ୍ରମ ଜର୍ଦ୍ଦୋଶ ତାଙ୍କୁ ସ୍ବାଗତ କରିଥିଲେ। ୪...

ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!

ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା...

ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ

ଭିଣ୍ଡ, ୨୦।୫ : କୋଭିଡ୍‌ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ...

ଅକ୍ଟୋବରରେ ୧୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧।୧୧: ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୫।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହା ସର୍ବାଧିକ ରହିଛି। ମହାରାଷ୍ଟ୍ରର ମୁମ୍ବାଇ ମହାନଗରରେ ଏହି ସଂଖ୍ୟା ବେଳକୁ...

Advertisement
Archives

Model This Week