ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା ହୋଇଛି। ଗୁଜରାଟୀ ଭାଷା ‘ଛେଲୋ ଶୋ’କୁ ଜାତୀୟସ୍ତରୀୟ ଫିଚର୍‌ ଫିଲ୍ମ ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏଥିସହ ଭାରତର ୨ଟି ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବର୍ଗରେ ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ’ ଏବଂ ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସ’ ତାଲିକାଭୁକ୍ତ ହୋଇଛି। ଆସନ୍ତା ଜାନୁୟାରୀ ୨୪ରେ ଏକାଡେମୀ ପୁରସ୍କାର ପାଇଁ ନାମ ଘୋଷଣା କରାଯିବ। ଛେଲୋ ଶୋ’ ଜାତୀୟସ୍ତରୀୟ ଫିଚର ଫିଲ୍ମ ବର୍ଗରେ ଅନ୍ୟ ୧୪ଟି ଫିଲ୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ହିନ୍ଦୀ, ତାମିଲ, ତେଲୁଗୁ ଫିଲ୍ମ ସାରା ବିଶ୍ୱରେ ମୁକ୍ତଲାଭ କରିଥିବାବେଳେ ଆର୍‌ଆର୍‌ଆର୍‌ ବିଭିନ୍ନ ଓସ୍କାର ବର୍ଗରେ ବିଚାର ପାଇଁ ନିଜକୁ ଦଖଲ କରିଛି। ଏଥିସହ ଏହା ଗୋଲ୍ଡେନ ଗ୍ଲୋବ୍ସରେ ଅଣଇଂଲିଶ ଏବଂ ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ଭାବେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୯୫ତମ ଏକାଡେମୀ ପୁରସ୍କାର ଆସନ୍ତା ବର୍ଷ ମାର୍ଚ୍ଚ ୧୨ରେ ଲସ୍‌ ଏଞ୍ଜେଲ୍ସର ଡଲି ରଙ୍ଗମଞ୍ଚରେ ଆୟୋଜିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେଶ ବାବୁଙ୍କ ମା ଅଭିନେତ୍ରୀ ଇନ୍ଦିରା ଦେବୀଙ୍କ ପରଲୋକ…

ହାଇଦ୍ରାବାଦ, ୨୮।୯ : ସୁପରଷ୍ଟାର ମହେଶ ବାବୁଙ୍କ ମା ଏବଂ ଅଭିନେତ୍ରୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁପରଷ୍ଟାରଙ୍କ ମା ଗତ...

ଫିଲ୍ମ ‘ଶମ୍‌ଶେରା’ ପାଇଁ ବାଣୀ କପୁର ଚାର୍ଜ କରନ୍ତି ଏତିକି ଟଙ୍କା

ମୁମ୍ବାଇ: ଫିଲ୍ମ ‘ଶମ୍‌ଶେରା’କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଜବରଦସ୍ତ ସିନ୍‌ ସାମ୍ନାକୁ ଆସିବା...

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ...

ଆର୍ୟନଙ୍କୁ ସମର୍ଥନ କଲେ ହ୍ରିତିକ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଏ ନେଇ ଜୋର ଚର୍ଚ୍ଚା ଚାଲିଛି। ଅନେକ ଅଭିନେତା ଆର୍ୟନଙ୍କୁ...

ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଖିଲାଡି କୁମାର

ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ହୋଲି ଯଥା ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି।...

ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ...

‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍‌ ଫିଲ୍ମ ପୁଣିଥରେ ହଲ୍‌ରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ...

ଏତିକି କୋଟି ଟଙ୍କାର ମାଲିକାଣୀ ନେହା କକ୍କର, ଗୋଟିଏ ଗୀତକୁ ନିଅନ୍ତି…

ବଲିଉଡ୍‌ର ଚର୍ଚ୍ଚିତ ଗାୟିକା ନେହା କକ୍କର ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ବଲିଉଡ୍‌ ଫିଲ୍ମ, ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓ ପାଇଁ...

Advertisement
Archives

Model This Week