ବଡିଗାର୍ଡ ଶେରାଙ୍କ ପୁଅକୁ ଲଞ୍ଚ କରିବେ ସଲମାନ

ମୁମ୍ବାଇ: ବଲିଉଡ ସୁପର ଷ୍ଟାର ସଲମାନ ଖାଁ ତାଙ୍କ ଫିଲ୍ମ ସହ ପର୍ସନାଲ ଲାଇଫକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ସୋସିଆଲ ମିଡିଆରେ ସେ ପାଆନ୍ତି ବହୁତ ପ୍ରଶଂସା । ସଲମାନଙ୍କ ପାଇଁ ବଲିଉଡରେ ଅନେକ କଳାକାରଙ୍କୁ ସ୍ଥାନ ମିଳିଛି । କେତେକଙ୍କୁ ସଲମାନ ବଲିଉଡରେ ଲଞ୍ଚ କରିଥିବା ବେଳେ ଆଉ କେତେକ କଳାକାରଙ୍କୁ ସହଯୋଗ କରିଛନ୍ତି କିଙ୍ଗ ଖାଁ । ଏବେ ମିଳିଥିବା ଏକ ଖବରରୁ ଜଣାପଡିଛି କି ସଲମାନ ତାଙ୍କ ବଡିଗାର୍ଡ ଶେରାଙ୍କ ପୁଅକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । ଏବେ ଏହି ଖବରକୁ ନେଇ ବଲିଉଡରେ ଖୁବ୍ ଚର୍ଚ୍ଚା ହେଉଛି ।
ସଲମାନ ଖାଁ ସେହିଭଳି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏ ଅନ୍ୟ କଳାକାରଙ୍କ ଲାଇଫ ବନେଇ ଦେଇଛନ୍ତି । ଏବେ ସଲମାନ ତାଙ୍କ ବଡିଗାର୍ଡ ଶେରାଙ୍କୁ ଦେଇଥିବା କଥା ପୂରଣ କରିବାକୁ ଯାଉଛନ୍ତି । ସଲମାନ ଖୁବଶୀଘ୍ର ଶେରାଙ୍କ ପୁଅ ଟାଇଗରକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିବା ବେଳେ ଟାଇଗରଙ୍କ ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶନା ଦେବେ ସତିଶ କୌଶିକ ବୋଲି ଜଣାପଡିଛି ।
ଫିଲ୍ମର ସ୍କ୍ରିପ୍ଟ ଓ ବାକି ସବୁ କାମ ସରିଥିବା ବେଳେ ଏବେ ଲିଡ ଅଭିନେତ୍ରୀଙ୍କୁ ଖୋଜା ଚାଲିଛି । ତେବେ ଫିଲ୍ମଟି ୨୦୨୩ରେ ଶୁଟିଂ ଆରମ୍ଭ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ ‘କୁଛ୍‌ କୁଛ୍‌ ହେତା ହୈ’ର ଛୋଟ ସର୍ଦ୍ଦାର: ଜାଣନ୍ତୁ କାହାକୁ…

ଫିଲ୍ମ ‘କୁଛ୍‌ କୁଛ୍‌ ହେତା ହୈ’ରେ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିବା ସେଇ ଛୋଟ କ୍ୟୁଟ୍‌ ପିଲାଟିକୁ ସମସ୍ତେ ମନେ ରଖିଥିବେ ନିଶ୍ଚୟ। ଫିଲ୍ମରେ ସେ...

ଜେଲରୁ ମୁକୁଳିଲେ ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ ମାମଲାରେ ପ୍ରାୟ ମାସେ ହେବ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏଥିରୁ ମୁକ୍ତି ପାଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପରେ...

ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ...

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ...

କ୍ଷମା ମାଗିଲେ ବିଗ୍‌ ବି

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ...

ବିବାହ ପରେ ଅଧିକ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ବିବାହ ପରେ ସୋସିଆଲ ମିଡିଆରେ ଏବେ ବହୁତ ରୋମାଣ୍ଟିକ୍‌ ଫଟୋ ଶେୟାର କରୁଛନ୍ତି। ସୁରଜ ନାମ୍ବିଆରଙ୍କ ସହ...

ବୋଲ୍ଡ ହେବାର ରାଜ୍‌ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡ ଫଟୋ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିକି ଏହି ବୋଲ୍ଡନେସକୁ ନେଇ ସେ...

୬ ବର୍ଷରେ ଏତେ ବଦଳିଗଲେଣି ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନୀ: ଏହି କାରଣ ପାଇଁ ତାଙ୍କର ମଜାକ୍‌ ଉଡ଼ାଇଲେ ଲୋକେ

୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ସଲମାନ୍‌ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଏବେ ବହୁତ...

Advertisement
Archives

Model This Week