Posted inଖେଳ

ଆଇପିଏଲ୍‌ ନିଲାମି: କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍‌, ଦେଖନ୍ତୁ ପୁରା ତାଲିକା…

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ମିନି ଅକ୍ସନ(ନିଲାମି) ଏଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ଦାମ୍‌ ଲଗାଉଛନ୍ତି ସମସ୍ତ ୧୦ ଫ୍ରାଞ୍ଚାଇଜ୍‌। ବିଶେଷକରି ବିଦେଶୀ ଖେଳାଳିଙ୍କ ଉପରେ ମୋଟା ଅଙ୍କର ମୂଲ୍ୟ ଲାଗୁଥିବା ବେଳେ କିଛି ଭାରତୀୟ ଖେଳାଳିଙ୍କୁ ବେସ୍‌ ପ୍ରାଇସ୍‌ରେ କିଣାଯାଇଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା:-

-କେନ୍‌ ଓ୍ବିଲିୟମସନ୍‌(ନ୍ୟୁଜିଲାଣ୍ଡ)-୨ କୋଟି ଟଙ୍କା-ଗୁଜରାଟ ଟାଇଟନ୍ସ
-ହ୍ୟାରି ବ୍ରୁକ୍‌(ଇଂଲଣ୍ଡ)-୧୩.୨୫ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ମୟଙ୍କ ଅଗ୍ରଓ୍ବାଲ(ଭାରତ)-୮.୨୫ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ଅଜିଙ୍କ୍ୟ ରାହାନେ(ଭାରତ)-୫୦ ଲକ୍ଷ-ଚେନ୍ନାଇ ସୁପର କିଙ୍ଗ୍ସ
-ସାମ୍‌ କୁରାନ(ଇଂଲଣ୍ଡ)-୧୮.୫୦ କୋଟି-ପଞ୍ଜାବ କିଙ୍ଗ୍ସ
-ଓଡିଅନ୍‌ ସ୍ମିଥ(ଓ୍ବେଷ୍ଟଇଣ୍ଡିଜ୍‌)-୫୦ ଲକ୍ଷ-ଗୁଜରାଟ ଟାଇଟନ୍ସ
-ସିକନ୍ଦର ରଜା(ଜିମ୍ବାଓ୍ବେ)-୫୦ ଲକ୍ଷ- ପଞ୍ଜାବ କିଙ୍ଗ୍ସ
-ଜାସନ ହୋଲ୍ଡର(ଓ୍ବେଷ୍ଟଇଣ୍ଡିଜ)-୫.୭୫ କୋଟି-ରାଜସ୍ଥାନ ରୟାଲ୍ସ
-କାମେରନ ଗ୍ରିନ(ଅଷ୍ଟ୍ରେଲିଆ)-୧୭.୫୦ କୋଟି-ମୁମ୍ବାଇ ଇଣ୍ଡିଆନ୍ସ
-ବେନ ଷ୍ଟୋକ୍ସ(ଇଂଲଣ୍ଡ)-୧୬.୨୫ କୋଟି-ଚେନ୍ନାଇ ସୁପର କିଙ୍ଗ୍ସ
-ନିକୋଲାସ ପୁରନ(ଓ୍ବେଷ୍ଟଇଣ୍ଡିଜ)-୧୬ କୋଟି-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
-ହେନ୍ରିଚ୍‌ କ୍ଲାସେନ୍‌(ଦକ୍ଷିଣ ଆଫ୍ରିକା)-୫.୨୫ କୋଟି- ସନରାଇଜର୍ସ ହାଇଦ୍ରାବାଦ
-ଫିଲ୍‌ ସଲ୍ଟ(ଇଂଲଣ୍ଡ)-୨ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ
-ଜୟଦେବ ଉନାଦକଟ(ଭାରତ)-୫୦ ଲକ୍ଷ-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
-ରାଇସ୍‌ ଟୋପଲି(ଇଂଲଣ୍ଡ)-୧.୯୦ କୋଟି-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
-ଗାଇଲ ରିଚାର୍ଡସନ(ଅଷ୍ଟ୍ରେଲିଆ)-୧.୫୦ କୋଟି-ମୁମ୍ବାଇ ଇଣ୍ଡିଆନ୍ସ
-ଇଶାନ୍ତ ଶର୍ମା(ଭାରତ)-୫୦ ଲକ୍ଷ-ଦିଲ୍ଲୀ କ୍ୟାପିଟାଲ୍ସ
-ଆଦିଲ ରଶିଦ(ଇଂଲଣ୍ଡ)-୨ କୋଟି- ସନରାଇଜର୍ସ ହାଇଦ୍ରାବାଦ
-ମୟଙ୍କ ମାର୍କଣ୍ଡେୟ(ଭାରତ)-୫୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ଶେଖ ରସିଦ(ଭାରତ)-୨୦ ଲକ୍ଷ- ଚେନ୍ନାଇ ସୁପର କିଙ୍ଗ୍ସ
-ବିବ୍ରାନ୍ତ ଶର୍ମା(ଭାରତ)-୨.୬୦ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ସମର୍ଥ ବ୍ୟାସ(ଭାରତ)-୨୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ସାନଭିର୍‌ ସିଂ(ଭାରତ)-୨୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ନିଶାନ୍ତ ସିନ୍ଧୁ(ଭାରତ)-୬୦ ଲକ୍ଷ-ଚେନ୍ନାଇ ସୁପର କିଙ୍ଗ୍ସ
-ଏନ୍‌.ଜଗଦିଶନ(ଭାରତ)-୯୦ ଲକ୍ଷ-କୋଲକାତା ନାଇଟ ରାଇଡର୍ସ
-ଶ୍ରୀକର ଭରତ(ଭାରତ)-୧.୨୦ କୋଟି-ଗୁଜରାଟ ଟାଇଟନ୍ସ
-ଉପେନ୍ଦ୍ର ଯାଦବ(ଭାରତ)-୨୫ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?