‘କେବେ ଭାବି ନ ଥିଲି ପୁଣି ଥରେ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବ’
ଲଣ୍ଡନ,୧୭।୯: ପୁଣି ଥରେ ନିଜ ଦେଶର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବି ବୋଲି କେବେ ବି ଭାବି ନ ଥିଲି। କିଛି ଏଭଳି କହି ଚର୍ଚ୍ଚାରେ ଇଂଲଣ୍ଡ ଓପନର୍ ଆଲେକ୍ସ ହାଲ୍ସ। ୨୦୧୯ ରେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ…
ଟି୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ୟୁଏଇ
ନୂଆଦିଲ୍ଲୀ,୧୭।୯: ଏମିରେଟ୍ସ କ୍ରିକେଟ ବୋର୍ଡ ଆଗାମୀ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଶନିବାର ଦଳ ଘୋଷଣା କରିଛି। ୟୁଏଇର ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଦଳରେ ସବୁଠୁ ଅଭିଜ୍ଞ ଖେଳାଳି ରୋହନ ମୁସ୍ତାଫାଙ୍କ ନାମ ନ ଥିବା ଦେଖାଯାଇଛି।…
ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା
କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। ମାତ୍ର ଖଣିଖାଦାନ ଓ ଶିଳ୍ପ ବନ୍ଦ…
ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ
କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଆଗୁଆ ସୂଚନା ଦେବା ପାଇଁ ଆରମ୍ଭ ହୋଇଛି ଭଏସ୍ ଓ ଟେକ୍ଷ୍ଟ ମେସେଜ…
କମ୍ପାନୀ ବସ୍-ହାଇଓ୍ବା ଧକ୍କା: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି
ଝାରସୁଗୁଡ଼ା ଅଫିସ,୧୭ା୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ ପାଓ୍ବାର ହାଉସ୍ ନିକଟରେ ଶୁକ୍ରବାର ସମ୍ବଲପୁର ଜିଲା ଠେଲକୁଲିସ୍ଥିତ ଭୂଷଣ ଜେଏସ୍ଡବ୍ଲ୍ୟୁ କମ୍ପାନୀର ୧୫ ନଂ ବସ୍କୁ ଏକ କୋଇଲା ବୋଝେଇ ହାଇଓ୍ବା ଧକ୍କା ଦେଇଥିଲା। ଏହି ବସ୍ରେ ୫୦ରୁ ଅଧିକ…
ସ୍ଲାଇଡ୍ ଚଢ଼ି ମଜା ନେଉଛି ଭାଲୁ, ଭିଡିଓ ଦେଖିଲେ…
ପଶୁମାନେ ପ୍ରାୟତଃ ପିଲାମାନଙ୍କ ପରି ବ୍ୟବହାର ଦେଖାଇଥାନ୍ତି। ପିଲାଙ୍କ ପରି ଏମାନେ ଥଟ୍ଟମଜା କରୁଥିବା ଦେଖିବାକୁ ମିଳେ। ବେଳେବେଳେ ସେମାନେ ପିଲାମାନଙ୍କର ଦୋଳି ଉପଭୋଗ କରିବାକୁ ଚାହିଁଥାନ୍ତି। ଲୋକମାନେ ଏହି ପଶୁମାନଙ୍କର ଶୈଳୀକୁ ବହୁତ ପସନ୍ଦ କରନ୍ତି, ଯେଉଁଥିପାଇଁ ଆନିମଲ ଓ୍ବାଲର୍ଡ…
ବାପାଙ୍କୁ ହରାଇଲେ ଏହି ବଲିଉଡ୍ ଅଭିନେତା
ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଶନିବାର ସେ ଟୁଇଟ୍ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ରଣବୀର ଲେଖିଛନ୍ତି, ‘ମୋ ପ୍ରିୟର ବାପା,…
ବଲିଉଡରେ ଧମାଲ କରିବେ ସାମନ୍ଥା
ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ଅଭିନେତ୍ରୀ ଧମାଲ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସାମନ୍ଥା ଏବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ…
‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି
ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି। ଚଳିତ ସିଜନରେ ପ୍ରଥମ ପ୍ରତିଯୋଗୀ ଭାବେ ସେ ୧ କୋଟି ଟଙ୍କା ଜିତିବାରେ ସଫଳ…
ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ଲାଗି କାଜୁଗଛ ନଷ୍ଟ: କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତାରୋକୋ
ଛତ୍ରପୁର,୧୭।୯(ଡି.ଏନ୍.ଏ.): ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଲାଗି ଲକ୍ଷ ଲକ୍ଷ ଟଙ୍କାର କାଜୁଗଛ ନଷ୍ଟ ହୋଇଛି । ଏହାର କ୍ଷତିପୂରଣ ଦାବିରେ ଶନିବାର ପୋଟଲାମପୁର ଜଳସେଚନ କାର୍ଯ୍ୟାଳୟ ଆଗରେ ଚାଷୀମନେ ଧାରଣା ଦେଇ ରାସ୍ତାରୋକୋ କରିଛନ୍ତି। ପୋଟଲାମପୁର ପାଣି ପଞ୍ଚାୟତ ଅଧୀନ…
ଜେଜେ ମାଆଙ୍କ ବାୟୋପିକରେ ନଜର ଆସିବେ ସାରା!
ମୁମ୍ବାଇ: ମୁଭି ‘କେଦାରନାଥ‘ରେ ବଲିଉଡରେ ଡେବ୍ୟୁ କରିଥିବା ନାୟିକା ସାରା ଅଲି ଖାଁ ପ୍ରାୟ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ସେ ଏବେ ପର୍ଯ୍ୟନ୍ତ କେତେଜଣ ଟ୍ୟାଲେଣ୍ଟେଡ ଷ୍ଟାରଙ୍କ ସହ କାମ କରି ସାରିଛନ୍ତି । ନିକଟରେ ତାଙ୍କୁ ଯେତେବେଳେ ପଚରା…
ଗଳା କାଟି ପଥରରେ ଛେଚିଦେଲେ
ଖୋର୍ଦ୍ଧା ଅଫିସ, ୧୭।୯: ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଗଳା କାଟିବା ପରେ ପଥରରେ ଛେଚି ବୀଭତ୍ସ ହତ୍ୟା କରାଯାଇଛି । ଶନିବାର ଜଟଣୀ ଥାନା ମିଲ୍ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଗଜପତି ନଗର ଅଞ୍ଚଳର ଜି.ଈଶ୍ବର…
Archives


