Advertisement

ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ

ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ । ଫେଥଲେସ ବ୍ୟାଣ୍ଡ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଘୋଷଣା କରିଛି । ମ୍ୟାକ୍ସି ଜାଜ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫେଥଲେସର ଟୁଇଟର ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଜାଜ ଶୋଇଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।
ଫେଥଲେସ ବ୍ୟାଣ୍ଡ ଶନିବାର ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଖବର ଦେଇଥିଲା । ଏହାସହ କୁହାଯାଇଥିଲା କି ଶୁକ୍ରବାର ରାତିରେ ସେ ଶୋଇଥିବା ସମୟରେ ତାଙ୍କର ପରଲୋକ ହୋଇଛି । ବ୍ୟାଣ୍ଡର ଅଫିସିୟାଲ ଫେସବୁକ ଆକାଉଣ୍ଟରେ ଲେଖାଯାଇଛି ଆମର ହୃଦୟ ଭାଙ୍ଗିଯାଇଛି । ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ଆମ ଜୀବନର ଶୈଳିକୁ ବିଭିନ୍ନ ଢଙ୍ଗରେ ବଦଳାଇ ଦେଇଥିଲେ । ସେ ଆମ ସଙ୍ଗିତକୁ ଉଚିତ ଅର୍ଥ ଓ ବାର୍ତ୍ତା ଦେଇଥିଲେ । ସମୟ ସହ ସେ ସମସ୍ତଙ୍କ ପାଇଁ ଜଣେ ଭଲ ମଣିଷ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲୋମନ ଆଇଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି

ହୋନିଆରା,୨୨।୧୧: ସୋଲୋମନ ଆଇଲାଣ୍ଡ ନିକଟରେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ୭.୩୩ରେ ଏହି ଭୂକମ୍ପ ହୋଇଥିଲା। ଭକମ୍ପ ପରେ...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ...

୭୦ ବର୍ଷ ଧରି ଟ୍ରାଫିକ୍‌ ଜାମ୍‌

ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍‌ ଜାମ୍‌ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି...

‘ଜାତିସଂଘରେ ଭାରତର ନିର୍ଣ୍ଣାୟକ ଭୂମିକା କେବେ’

ନ୍ୟୁୟର୍କ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ପରିଷଦ(ୟୁଏନ୍‌ଜିଏ)ର ୭୫ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ବିଶ୍ୱବାସୀଙ୍କୁ ଚମକାଇ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେ...

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ...

ଏକ ଘରିକିଆ ହୋଇଯାଇଛନ୍ତି ପୁଟିନ୍‌

ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର...

ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ

ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର...

ବାଇଡେନଙ୍କ ଟିମ୍‌ରେ ବେଦାନ୍ତ

ଓ୍ବାଶିଂଟନ୍‌, ୨୦ା୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ବାଇଟ ହାଉସ୍‌ କମ୍ୟୁନିକେଶନ ଓ ପ୍ରେସ ଷ୍ଟାଫଙ୍କ ନାଁ ଘୋଷଣା କରିଛନ୍ତି। ଏହି...

Advertisement
Archives

Model This Week