ଉଠାଜଳସେଚନ ପ୍ରକଳ୍ପର ୨ ଅଧିକାରୀଙ୍କୁ ଅଟକ ରଖିଲେ ଚାଷୀ
କୋକସରା,୨୧ା୯(ଡି.ଏନ୍.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ ଅଭିଯୋଗ…
ପଦରପଡ଼ାକୁ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା
କୋକସରା,୨୧ା୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ପଞ୍ଚାୟତର ନେଗିଗୁଡ଼ାର ପଦରପଡ଼ାକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ରାଜ୍ୟ ସରକାର ନେଗିଗୁଡ଼ାର…
ଏବିଜି ଗ୍ରୁପ୍ର ଚେୟାରମ୍ୟାନ୍ ରିଷି ଅଗ୍ରଓ୍ବାଲ ଗିରଫ
ନୂଆଦିଲ୍ଲୀ,୨୧।୯: ଏବିଜି ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରିଷି ଅଗ୍ରୱାଲଙ୍କୁ ୨୨,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଏବିଜି ସିପିୟାର୍ଡ ଲିମିଟେଡ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ଗୁଜରାଟର ଡାହେଜ ଏବଂ ସୁରଟରେ କମ୍ପାନୀ ଜଳ…
କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ
ବମ୍ବେ: ଏକଦା ବଲିଉଡ୍ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍ରୁ ଉଭୟଙ୍କ ମଧ୍ୟରେ ନୀବିଡ଼ତା ବୃଦ୍ଧି ପାଇଥିଲା। ସେତେବେଳେ କରିନା ବଲିଉଡ୍ର ଟପ୍ ଅଭିନେତ୍ରୀ ମଧ୍ୟରୁ ଜଣେ…
ପଦୋନ୍ନତି ନ ମିଳିବାରୁ ବସ୍ଙ୍କ ସମେତ ୪ ଜଣଙ୍କୁ କରିଥିଲେ ହତ୍ୟା, ୮ ବର୍ଷ ପରେ ଧରାପଡିଲେ
ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ଫାଙ୍ଗ…
ରାଜନୈତିକ ଫାଇଦା ଲାଗି ଇତିହାସ, ଭୂଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରାଯାଉଛି: ମମତା ବାନାର୍ଜୀ
କୋଲକାତା,୨୧।୯: ଏକ ରାଜନୈତିକ ଉଦ୍ଦେଶ୍ୟ ଲାଗି ବାସ୍ତବିକ ଦୁନିଆ, ଐତିହାସିକ ଘଟଣାବଳୀ, ଭୁଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରିବା ଲାଗି ନୂତନ ଧାରଣା ଏବଂ ମିଶନ ଆସିଛି, ଯାହାଦ୍ୱାରା ନୂତନ ପିଢ଼ୀ ଦେଶର ସତ୍ୟ ଏବଂ ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣିପାରିବେ ନାହିଁ।…
ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ
ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ…
ବାବରଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର
ଦୁବାଇ, ୨୧।୯:ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ର ବ୍ୟାଟର ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମୋହାଲିରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲେ ହେଁ…
ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ
କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ବସନ୍ତପୁର ନିକଟ ଉକୁଚାବେଡ଼ାଠାରେ ଏକ ୧୧ ଟିକିଆ ହାତୀ ମଙ୍ଗଳବାର ରାତିରେ ଜଙ୍ଗଲରୁ ଆସି ଭୋର୍ ସମୟରେ ଜଙ୍ଗଲକୁ ଫେରି ନ ପାରି ଉକୁଚାବେଡ଼ା ଅଟକି ରହିଛନ୍ତି। ଏହି ୧୧ ଟିକିଆ ଦଳରେ ୩ଟି ଦନ୍ତା…
ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମର ହିରୋ ବିନାୟକ…
ଆକ୍ରମଣକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ
କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସ୍ଥାନୀୟ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ବୁଧବାର ଏକ ମାମଲାର ବିଚାର କରି ହରିଚନ୍ଦନପୁର ବ୍ଲକର ଖେଦପଡ଼ା ଗ୍ରାମର କୀର୍ତ୍ତନ ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ଓ ଦୁଇ ହଜାର ଟଙ୍କା ଜରିମାନା ଆଦାୟ…
ଆଇସିସିର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୧।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଏକ ବଡ଼ ଘୋଷଣା କରିଛି। ୨୦୨୩ ଏବଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲ ଯଥାକ୍ରମେ ‘ଦ ଓଭାଲ’ ଏବଂ ‘ଲର୍ଡସ’ ଗ୍ରାଉଣ୍ଡରେ ଖେଲାଯିବ। ଏନେଇ ଆଇସିସି ପକ୍ଷରୁ…
Archives


