ଇଣ୍ଡିଆ କ୍ୟାପିଟାଲ୍ସର ପ୍ରଥମ ବିଜୟ
ଲକ୍ଷ୍ନୌ,୨୨ା୯ : ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଭିଲଓ୍ବାରା କିଙ୍ଗ୍ସକୁ ୭୮ ରନରେ ପରାସ୍ତ କରି ଦଳ ପଏଣ୍ଟ ଟେବୁଲରେ ତୃତୀୟ…
ହାରିବାନି ହରାଇବା
କର୍କଟ ପରି ସ୍ବାସ୍ଥ୍ୟ ସମସ୍ୟାକୁ ଭୟ ନ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୨ ସେପ୍ଟେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ରୋଜ ଦିବସ ସମସ୍ତ…
ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ପ୍ରିମିୟମ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା ଏବଂ ବିକ୍ରେତା କମ୍ପାନୀ ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ନିକଟରେ ନୂତନ ପ୍ରିମିୟମ ଉତ୍ପାଦ ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ପକ୍ଷରୁ ‘ଦିଲ୍ ବୋଲେ…
ଟେରର ଫଣ୍ଡିଂକୁ ନେଇ ଏନଆଇଏର କଡା କାର୍ଯ୍ୟାନୁଷ୍ଠାନ, ୧୦ ରାଜ୍ୟରେ ଚଢାଉ, ପିଏଫଆଇର ଶହେରୁ ଅଧିକ ଲୋକ ଗିରଫ
ନୂଆଦିଲ୍ଲୀ,୨୨ ।୯: ଏନଆଇଏର ଟିମ ସାରା ଦେଶରେ ଚଢାଉ ଆରମ୍ଭ କରିଛନ୍ତି । କୁହାଯାଉଛି କି କେରଳରେ ପ୍ରାୟ ୫୦ଟି ସ୍ଥାନରେ ଏନଆଇଏ ଟିମ ଚଢାଉ କରୁଛି । ଏହା ବ୍ୟତୀତ ଦେଶର ଆଉ କିଛି ରାଜ୍ୟରେ ବି ରେଡ କରାଯାଉଛି…
ଭାରତରେ ଇଭି ଚାର୍ଜିଂ ଇନ୍ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ
ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ୍) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ବିଶେଷକରି ଭାରତ ବଜାରରେ ଇଲେକ୍ଟ୍ରିକ ଯାନ(ଇଭି) ପାଇଁ ଚାର୍ଜିଂ…
ମ୍ୟାନ୍କାଇଣ୍ଡ ଫାର୍ମା ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଔଷଧ କମ୍ପାନୀ ମ୍ୟାନ୍କାଇଣ୍ଡ ଫାର୍ମା ଲିମିଟେଡ୍ ପକ୍ଷରୁ ବୁଧବାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ତା’ର ଇନିସିଆଲ୍ ପବ୍ଲିକ୍ ଅଫର…
ଗୌତମଙ୍କ ଦୈନିକ ଆୟ ୧୬୧୨ କୋଟି
ନୂଆଦିଲ୍ଲୀ,୨୨।୯: ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୧-୨୨ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣରେ ପ୍ରାୟ ୧୦.୯୪ ଟ୍ରିଲିୟନ ଡଲାର ବା ୧୫ ପ୍ରତିଶତରୁ ଅଧିକ ଯୋଗଦାନ କରିଛନ୍ତି। ଏପରିକି ବୁଧବାର ଆଇଆଇଏଫ୍ଏଲ୍ ଓ୍ବେଲ୍ଥ ହୁରୁନ୍ ଇଣ୍ଡିଆ ଧନୀ ତାଲିକା-୨୨ ଅନୁସାରେ…
କଟକରେ ଜାଓ୍ବା-ୟେଜ୍ଦିର ନୂତନ ଶୋ’ରୁମ୍
କଟକ,୨୨।୯: ଦେଶର ପ୍ରମୁଖ ପ୍ରିମିୟମ ବାଇକ ନିର୍ମାତା ‘କ୍ଲାସିକ୍ ଲିଜେଣ୍ଡ ପ୍ରା.ଲି’ର ପ୍ରମୁଖ ବ୍ରାଣ୍ଡ୍ ଜାଓ୍ବା ଏବଂ ୟେଜ୍ଦିର ସ୍ବୀକୃତିପ୍ରାପ୍ତ ଡିଲର ‘ପିଏମ୍ଜି ଅଟୋମୋଟିଭ’ ଆନୁକୂଲ୍ୟରେ ଏହି ନୂତନ ଶୋ’ରୁମ୍ର ଶୁଭାରମ୍ଭ କରାଯାଇଛି। ବୁଧବାର ସ୍ଥାନୀୟ ସତୀଚଉରାଠାରେ ‘ପିଏମ୍ଜି ଅଟୋମୋଟିଭ’ ଉଦ୍ଘାଟିତ…
୨୩ରୁ ଜିଓ ମାର୍ଟରେ ପାର୍ବଣ ସେଲ୍
ନୂଆଦିଲ୍ଲୀ,୨୨।୯: ରିଲାଏନ୍ସ ଗ୍ରୁପ୍ର ରିଟେଲ ଚେନ୍ ଜିଓ ମାର୍ଟ ଏବଂ ସ୍ମାର୍ଟ ବଜାରରେ ପାର୍ବଣ ସେଲ୍ ‘ତ୍ୟୋହାର ରେଡି ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ (ନବରାତ୍ରି, ଦଶହରା, ଦୀପାବଳି) ଅବସରରେ ଉଭୟ ଜିଓ ମାର୍ଟ…
ଫ୍ରିଡମ୍ ହେଲ୍ଦି କୁକିଂ ଅଏଲକୁ ବ୍ରାଣ୍ଡ୍ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଖାଇବାତେଲ କମ୍ପାନୀ ତଥା ଜେମିନି ଏଡିବଲସ ଆଣ୍ଡ ଫ୍ୟାଟ୍ ଇଣ୍ଡିଆ ଲିମିଟେଡ୍ (ଜିଏଫ୍ ଇଣ୍ଡିଆ) ର ଫ୍ଲାଗଶିପ୍ ବ୍ରାଣ୍ଡ ଫ୍ରିଡମ୍ ହେଲ୍ଦି କୁକିଂ ଅଏଲକୁ ସମ୍ମାନଜନକ ‘ଏଆଇଏମ୍ଏ-ଆର୍କେ ସ୍ବାମୀ ଉଚ୍ଚ ପ୍ରଦର୍ଶନକାରୀ ବ୍ରାଣ୍ଡ୍ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନିତ…
ଇରାନରେ ହିଂସକ ହେଲା ହିଜାବ ବିରୋଧୀ ପ୍ରଦର୍ଶନ, କିଛି ସ୍ଥାନରେ ପୋଡାଜଳା, କିଛି ସହରରେ ଇଣ୍ଟରନେଟ ସେବା ବନ୍ଦ
ତେହେରାନ,୨୨ ।୯: ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ଏବେ ବିରୋଧର ନିଆଁ ଜଳୁଛି । ହିଜାବ ବିରୋଧରେ ଏବେ ଇରାନରେ ଉଗ୍ର ପ୍ରଦର୍ଶନ ହିଂସାର ରୂପ ନେଲାଣି । ହିଜାବକୁ ଜଳାଇଥିବା ନିଆଁ ଏବେ କିଛି ସହରକୁ ବି ଜଳାଇ…
ପୁଣିଥରେ ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୨ ।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ ଭ୍ରଷ୍ଟାଚାରକୁ ନେଇ ପାକିସ୍ତାନ ମୁସଲିମ ଲିଗ(ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ସହ ତୁଳନା କରି ମୋଦିଙ୍କର ପ୍ରଶଂସା କରିଛନ୍ତି…
Archives


