ନିଆରା ରେକର୍ଡ ହାସଲ କଲେ ଅନୁପମ

ବଲିଉଡର ଅଭିନେତା ଅନୁପମ ଖେର ଇଣ୍ଡଷ୍ଟ୍ରିର ଜଣେ ଦମ୍‌ଦାର୍‌ ଅଭିନେତା ଭାବେ ଜଣାଶୁଣା। ୮୦ ଦଶକରୁ ନିଜର ଦୃଢ ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅନୁପମ ଖେର ତାଙ୍କ କ୍ୟାରିୟରର ୫୩୪ ତମ ଫିଲ୍ମ ସାଇନ୍‌ କରିଛନ୍ତି। ଗତ ବର୍ଷର ସୁପରହିଟ ଫିଲ୍ମ ‘କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ଓ୍ବାର୍‌’ରେ ଅନୁପମ ଖେରଙ୍କୁ ଦେଖିବାକୁ ମିଳିବ। ଏହାସହ ଅନୁପମ ଏକ ନିଆରା ରେକର୍ଡ ହାସଲ କରିଛନ୍ତି।
ହିନ୍ଦୀ ସିନେମାରେ ସର୍ବାଧିକ ସଂଖ୍ୟକ ଫିଲ୍ମ କରିବାରେ ଅନୁପମ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅଭିନେତ୍ରୀ ଲଲିତା ପାୱାର ଏବଂ ଶକ୍ତି କପୁରଙ୍କ ନାମ ଶୀର୍ଷ ତାଲିକାରେ ରହିଛି। ଅନୁପମ ଏହି ୫୩୪ଟି ଫିଲ୍ମ ଦେଶର ଅଧିକାଂଶ ଭାଷାରେ କରିଛନ୍ତି। ଏଥିରେ କ୍ଷୁଦ୍ର ଫିଲ୍ମ, କେମୋ, ଡକ୍ୟୁମେଣ୍ଟାରୀ ସାମିଲ ଅଛି। ଅନୁପମଙ୍କ ବ୍ୟତୀତ ଅଭିନେତ୍ରୀ ଅରୁଣା ଇରାନୀ ଏବଂ ଅଭିନେତା ଅମରେଶ ପୁରୀ ୪୫୦ରୁ ଅଧିକ ଫିଲ୍ମ କରିଛନ୍ତି।
ଭାରତରେ କରୋନା ଟିକା ତିଆରି କରିବାର କାହାଣୀ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ୍‌ ଓ୍ବାର’ରେ ପ୍ରଦର୍ଶିତ ହେବ। ଏହି ଫିଲ୍ମରେ ଅନୁପମ ଖେର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Anupam Kher (@anupampkher)


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ...

ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କେମିତି ଗଣିବେ ନାହିଁ କହୁନାହାନ୍ତି ? ତାକୁ ନେଇ ତାଙ୍କ ମନରେ କେତେ ଆଶା।...

୧୧ ବର୍ଷର ଡେଟିଂ ପରେ ବଧୂ ସାଜିବେ ‘ଚକ ଦେ’ ଫେମ ଚିତ୍ରାଶି ରାୱତ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ‘ଚକ ଦେ’ରେ କୋମଲ ଚୌଟାଲା ଭୁମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚିତ୍ରାଶି ରାୱତ ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି ।...

ଅକ୍ଟୋବର ୭ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତରେ ଆର‌୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ହେପାଜତରେ...

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ...

ରାଜଙ୍କ ପାଇଁ କରଓ୍ବାଚୌଥ ବ୍ରତ କଲେ ଶିଳ୍ପା

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ କରଓ୍ବାଚୌଥ ବ୍ରତ ପାଳନ...

ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅମିର, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କର ବଳିଷ୍ଠ ଅଭିନୟ ଆଜି ବି ଲୋକଙ୍କ ମନରୁ ଲିଭୁନି। ସାଧାରଣତଃ ଯୁବଷ୍ଟାରମାନେ ଶ୍ରୀଦେବୀଙ୍କ...

ପ୍ରଥମ ଦିନରେ ଭଲ ବିଜନେସ୍‌ କଲା ସିଦ୍ଧାର୍ଥଙ୍କ ଫିଲ୍ମ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମରଜାଓ୍ବା’ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି। ପ୍ରଥମ ଦିନରେ ହିଁ ସେ କମାଲ୍‌...

Advertisement
Archives

Model This Week