ପୁରୁଷୋତ୍ତମପୁର ଏସ୍ଡିପିଓ ଭାବେ ଦାୟିତ୍ୱ ନେଲେ ରଜନୀକାନ୍ତ
ପୁରୁଷୋତ୍ତମପୁର,୨୬।୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଭାବେ ରଜନୀକାନ୍ତ ସାମଲ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଠାରେ ଥିବା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଢେଙ୍କାନାଳ ଜିଲା ସଦର ଏସ୍ଡିପିଓ ଭାବେ ବଦଳି କରାଯାଇଛି। ରଜନୀକାନ୍ତ ସାମଲ ଏହା ପୂର୍ବରୁ ଜଗତସିଂହପୁର ଜିଲାରେ…
କଳାହାଣ୍ଡିରେ ଥମୁନି ଝାଡ଼ାବାନ୍ତି, ଶିରୋଲ ଗାଁରେ ୩୬ ଆକ୍ରାନ୍ତ
କେସିଙ୍ଗା,୨୬।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଶିରୋଲ ଗ୍ରାମରେ ଥମୁନାହିଁ ଝାଡ଼ାବାନ୍ତି। ଗତ ୬ଦିନ ହେଲା ଗ୍ରାମରେ ଝାଡ଼ାବାନ୍ତି ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ୩୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ…
ଜନନୀ ଯନ୍ତ୍ରଣା: ୨ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ
ପାରଳାଖେମୁଣ୍ଡି:୨୬।୯: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ଭଲ ନ ଥିବାରୁ ୨ କି.ମି .ପାହାଡ଼ିଆ ରାସ୍ତାରେ ଖଟିଆରେ ବୁହାହୋଇ ଆସିଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ…
ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି
ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଅନିଲ ଅମ୍ବାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ…
କୁଲୁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
କୁଲୁ,୨୬।୯: ହିମାଚଳ ପ୍ରଦେଶର କୁଲୁରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଆଇଆଇଟି ଛାତ୍ରଙ୍କ ସମେତ ୭ଜଣ ପର୍ଯ୍ୟଟକଙ୍କ ମତ୍ୟୁ ଘଟିଛି। ଅନ୍ୟ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।…
ଆସିଲା ନୂଆ ନିୟମ: ଧାର୍ଯ୍ୟ ସମୟ ପୂର୍ବରୁ ବୁକିଂ କରିଥିଲେ ଦେବାକୁ ପଡିବନି ଫାଇନ୍
ଭୁବନେଶ୍ୱର,୨୬।୯(ବ୍ୟୁରୋ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ରାଜ୍ୟ ସଡ଼କ ପ୍ରାଧିକରଣ ପକ୍ଷରୁ ସୋମବାର ନୂଆ ନିୟମ ଲାଗୁ କରାଯାଇଛି। ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍ ଦେବାକୁ ପଡିବନି। ତେବେ ଅନ୍ଲାଇନ ବୁକିଂ ସ୍ଲିପ ଦେଖାଇଲେ ଚେକିଂରୁ ରକ୍ଷା…
ଗାନ୍ଧୀ ପରିବାର ସମର୍ଥନ ମୋ ସହ ଅଛି: ଶଶୀ ଥରୁର
ନୂଆଦିଲ୍ଲୀ,୨୬।୯: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଚାଲିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲୋକ ସଭା ସଦସ୍ୟ ଶଶୀ ଥରୁରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗାନ୍ଧୀ ପରିବାରର ସମର୍ଥନ ରହିଛି ବୋଲି ଥରୁର ଦାବି କରିଛନ୍ତି।…
୧୨୭ଗ୍ରାମ ବ୍ରାଉନସୁଗାର ଜବତ, ଧରାପଡିଲେ ମହିଳା ବେପାରୀ
ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ନିଶା ବେପାରୀମାନେ ଯୁବବର୍ଗଙ୍କୁ ଟାର୍ଗେଟ କରି ବ୍ରାଉନସୁଗାର କାରବାର ଜାରି ରଖିଛନ୍ତି। ଗତ ଦେଢ଼ମାସ ମଧ୍ୟରେ ଅବକାରୀ ଗୋଇନ୍ଦା ଟିମ୍ ୪ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ମଙ୍ଗଳବାର ପୁଣି ଅବକାରୀ ଗୋଇନ୍ଦା ବିଭାଗ…
ଓଲଟିଲା ସ୍କୁଲ ବସ୍: ମଦ ପିଇ ଗାଡି ଚଳାଉଥିଲେ ଡ୍ରାଇଭର
ପଦ୍ମପୁର,୨୬।୯(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ସହରର ଜେନିଥ ଲାୟନ୍ସ ଗୁରୁକୁଳର ଏକ ବସ୍ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଛାତ୍ରୀଛାତ୍ରଙ୍କୁ ଛାଡିବାକୁ ଯାଉଥିବା ବେଳେ ଝାଙ୍କରପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଫଳରେ ବସ୍ରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର…
ନଭେମ୍ବରରେ ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ
ଗାନ୍ଧିନଗର,୨୬ ।୯: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସରେ ତାରିଖ ଘୋଷଣା ହୋଇପାରେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ଶେଷ ସପ୍ତାହରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଅନୁମାନ କରାଯାଉଛି । ନଭେମ୍ବର ତୃତୀୟ ,…
ଆସିଲା ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ ସୋମବାର ଆସିଛି। ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହେବା ସହ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ…
ଭୂସ୍ଖଳନରେ ୪ ଶିଶୁଙ୍କ ସମେତ ୫ ଜୀବନ ଗଲା
ଶିମଲା,୨୬।୯: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏରାସ୍ତ ପଞ୍ଚାୟତର ରାକ୍ସୋଡି ଗ୍ରାମରେ ଭୂସ୍ଖଳନ ଯୋଗୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ସମସ୍ତ…
Archives


