Posted inଜାତୀୟ

ଦେଶରେ ଆଜି ୧୩୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୭୮,୯୫୬ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୧,୪୫,୬୬୭ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୨,୫୮୨ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୭୦୭କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷା କୁକୁରକୁ ଛାଡ଼ନ୍ତୁ ନାହିଁ ବାହାରକୁ

କୋଲକାତା, ୨୧।୨: ଗତ ଦୁଇ ସପ୍ତାହରେ କୋଲକାତାରେ ମଲେଣି ୬୦ ବୁଲା କୁକୁର ଓ ୧୨ରୁ ଅଧିକ ପୋଷା କୁକୁର। ଗ୍ୟାଷ୍ଟ୍ରୋଏଣ୍ଟରାଇଟିସ ପୀଡ଼ିତ ହୋଇ ଏତେ...

ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍‌ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା

କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ...

ବିପଦ ଉପରେ ବିପଦ: ତଉକ୍‌ତାଏ ପରେ ଏବେ ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ବିପଦ ଉପରେ ବିପଦ ମାଡ଼ି ଆସୁଛି। ସମ୍ପ୍ରତି ବାତ୍ୟା ତଉକ୍‌ତାଏ ଯୋଗୁ ଗୁଜରାଟ,କରେଳ,...

କରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗଦେଲେ ୩୧ ଆର୍‌ପିଏଫ୍‌ ଯବାନ

ଚେନ୍ନାଇ,୨୨।୬: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁସ୍ଥତା ହାର ମଧ୍ୟ ଅନ୍ୟଦେଶ ଅପେକ୍ଷା ଭଲ ରହିଛି। ସୋମବାର ଚେନ୍ନାଇର ୩୧...

ଉପବାସରେ ପ୍ରିୟଙ୍କା

ଲକ୍ଷ୍ନୌ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ କୃଷକ ଓ ପ୍ରଶାସନ ମଧ୍ୟରେ ସୋମବାର କଥାବାର୍ତ୍ତା ହୋଇଯାଇଛି । କେବଳ ଏତିକି ନୁହେଁ ଗିରଫ କରାଯାଇଥିବା ନେତାଙ୍କୁ...

ସଂକ୍ରମଣର ସୁନାମୀ ଆସିଲେ ବି ଆମେ ପ୍ରସ୍ତୁତ

ମୁମ୍ବାଇ,୪।୧: କୋଭିଡ୍‌-୧୯ର ତୃତୀୟ ଲହର ପାଇଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏପରି କି ସଂକ୍ରମଣର ସୁନାମୀ ଆସିଲେ ବି ଆମେ ସଫଳତାର...

ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ

ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏହି ମହିଳା...

ରାହୁଲଙ୍କ ସହ ମିଶିଲା ନାହିଁ ଅମରିନ୍ଦରଙ୍କ ବୟାନ

ନୂଆଦିଲ୍ଲୀ,୩୧ ।୮: ଜାଲିଆନାୱାଲାବାଗ ନବୀକରଣକୁ ନେଇ ବିବାଦ ଉପୁଜିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଏହାକୁ ଶହୀଦଙ୍କ ପ୍ରତି ଅପମାନ ବୋଲି...

Advertisement
Archives

Model This Week