ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ…
ହୃଦୟ ଜିତିଲେ ସୂର୍ଯ୍ୟକୁମାର
ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ ଦଳ ବିମାନ ବନ୍ଦରରୁ ହୋଟେଲ ଅଭିମୁଖେ ଯାତ୍ରା କରିବାବେଳେ କ୍ରିକେଟ ପ୍ରଶଂସକମାନେ ରାସ୍ତାରେ କଡରେ…
ପାକିସ୍ତାନରେ ଭୂକମ୍ପ ଝଟକା
ଇସଲାମାବାଦ,୨୭।୯: ପାକିସ୍ତାନରେ ମଙ୍ଗଳବାର ୬ଟା ୩୫ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଥିବା ବେଳେ ଏହାର ଅକ୍ଷାଂଶ ୩୨.୯୭ ଏବଂ ଦ୍ରାଘିମା ୭୩.୬୧ ରହିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର…
ଘରର ମୁଖ୍ୟଦ୍ୱାର ଓ ବାସ୍ତୁଶାସ୍ତ୍ର
ଘରକୁ ବହୁ କଷ୍ଟରେ ତିଆରି କରାଯାଏ। କିନ୍ତୁ ଯେଉଁ ଘରେ ବାସ୍ତୁଦୋଷ ରହିଯାଏ ସେହି ଘରର ଖୁସି ଉପରେ ଯେମିତି କାହାର ନଜର ଲାଗିଯାଇଛି ପରି ମନେହୁଏ। ଏଥିପାଇଁ କେତୋଟି କଥା ପ୍ରତି ଦୃଷ୍ଟିଦିଅନ୍ତୁ । ଜାଣନ୍ତୁ ଏମିତି କେତୋଟି ଟିପ୍ସ……
ମେଡିକ୍ଲେମ୍ ପ୍ଲାନ୍
ଆଜିର ଲାଇଫ୍ଷ୍ଟାଇଲ ଏମିତି ହୋଇଗଲାଣି କାହାର କେତେବେଳେ ଶରୀର ଅସୁସ୍ଥ ହେବ ତାହା କେହି ଜାଣି ନ ଥାନ୍ତି। ଏସବୁ ଦିଗକୁ ଲକ୍ଷ୍ୟ କରି ଭବିଷ୍ୟତରେ କିଛି ମେଡିକାଲ୍ ଖର୍ଚ୍ଚରୁ ନିଜକୁ ରକ୍ଷା କରିବାକୁ ହେଲେ ମେଡିକ୍ଲେମ୍ ପ୍ଲାନ ନେବା ନିହାତି…
ଧର୍ମେନ୍ଦ୍ରଙ୍କ ଘଣ୍ଟା, ସିସିଟିଭି ହାର୍ଡଡିସ୍କ ହେବ ଯାଞ୍ଚ
ଭୁବନେଶ୍ବର,୨୭।୯(ବ୍ୟୁରୋ): ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ…
ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ
ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍ଆଇ ଉପରେ ଏନ୍ଆଇଏର ଏହା ଦ୍ୱିତୀୟ…
ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ
ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ…
ଫିଲ୍ମ ‘ବିକ୍ରମ ଭେଧା’କୁ ନେଇ ଏଭଳି କହିଲେ କରୀନା
ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍ ଏବଂ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ଆସନ୍ତା ୩୦ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାରି ମଧ୍ୟରୁ ଫିଲ୍ମର ପ୍ରଥମ ସମୀକ୍ଷା ମଧ୍ୟରୁ ଅଭିନେତ୍ରୀ କରୀନା…
୭୫ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ
ମସ୍କୋ,୨୭।୯: ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆମେରିକା ହ୍ବିସିଲ୍ବ୍ଲୋୟର ଏଡ୍ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରାଯାଇଛି। ୨୦୧୩ରେ ସ୍ନୋଡେନ୍ କେତେକ ଗୋପନ ଫାଇଲ୍ ପ୍ରଘଟ କରିବା ଫଳରେ ଆମେରିକାର…
ହାତୀ ଶାବକର ମୃତଦେହ ଉଦ୍ଧାର
ବାରିପଦା ଅଫିସ,୨୭।୯: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଞ୍ଜ ନାଫ୍ରି ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହକୁ ମଙ୍ଗଳବାର ବନବିଭାଗ ଉଦ୍ଧାର କରିଛି । ବନବିଭାଗର ଅଧିକାରୀ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ପରେ ବ୍ୟବଚ୍ଛେଦ…
୧୧ କେଭି ବିଦ୍ୟୁତ୍ ତାରରେ ଷ୍ଟଣ୍ଟ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶର ପିଲିଭିଟ୍ର ଜଣେ ବ୍ୟକ୍ତି ଇଲେକ୍ଟ୍ରିକ୍ ତାରରେ ଷ୍ଟଣ୍ଟ…
Archives


