ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି
ଟୋକିଓ,୨୭।୯: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ମୋଦିଙ୍କ ବ୍ୟତୀତ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପହଞ୍ଚିଛନ୍ତି।…
ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ଲ୍ୟୁଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିରୋଧରେ ଥିବା ସମସ୍ତ ବିବାଦୀୟ ସୋସିଆଲ ମିଡିଆରୁ ପୋଷ୍ଟ ହଟାଇବାକୁ ହାଇକୋର୍ଟ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲଜି ଦାଖଲ କରିଥିବା ମାନହାନି…
ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ଯାଞ୍ଚ
ଢେଙ୍କାନାଳ ଅଫିସ, ୨୭।୯: ଓଡ଼ିଶା ବିଧାନସଭା ପ୍ରଦୂଷଣ ନିୟନ୍ତ୍ରଣ ସବ୍କମିଟି ସଦସ୍ୟ ସୋମବାର ଢେଙ୍କାନାଳ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ପ୍ରଦୂଷଣ ସ୍ଥିତି ଯାଞ୍ଚ କରିଛନ୍ତି। କମିଟି ଅଧ୍ୟକ୍ଷ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାୟକ ସାରଦା ପ୍ରସାଦ ନାୟକ,…
ମଣିରତ୍ନମଙ୍କ ପାଦ ଛୁଇଁଲେ ନୀଳନୟନା
ବହୁଚର୍ଚ୍ଚିତ ଫିଲ୍ମ ପୋନିୟିନ ସେଲଭମ ୧ ସେପ୍ଟେମ୍ବର ୩୦ ରେ ପ୍ରେକ୍ଷାଳୟକୁ ଆସିବ। ଏହି ବଡ ବଜେଟ୍ର ଫିଲ୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସେ ଆଜିକାଲି ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରମୋଶନ ସମୟରେ…
ନକଲି ନଥି, ନକଲି ସମ୍ପର୍କ
ଢେଙ୍କାନାଳ ଅଫିସ, ୨୭।୯: କାଗଜପତ୍ରଠାରୁ ଆରମ୍ଭ କରି ଆଧାରକାର୍ଡ ସବୁ ନକଲି। ଏହାକୁ ବ୍ୟବହାର କରି ବହୁମୂଲ୍ୟ ଜମି ବିକ୍ରି କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ପୌରସଂସ୍ଥାର ସିଲ୍କୁ କରିଥିଲେ କପି। ଏପରି କି ଜମି କିଣିବାକୁ ଆଗ୍ରହୀ ଆଶାୟୀଙ୍କଠାରୁ ଅଗ୍ରୀମ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଗଞ୍ଜାମ,୨୭।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ୍ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା। ସରପଞ୍ଚ ପ୍ରତିନିଧି ଓ ତାଙ୍କର ଜଣେ ସହଯୋଗୀଙ୍କଠାରୁ ଯନ୍ତ୍ରୀ ବିଲ୍ କରାଇଦେବାକୁ କହି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଡିସିନଲ ଏସ୍ପିଙ୍କ…
ଦୁର୍ବ୍ୟବହାର ନେଇ ସରପଞ୍ଚଙ୍କ ଏତଲା
ଛେଣ୍ଡିପଦା, ୨୬ା୯ (ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ବାଗଡିଆ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପିଅନଙ୍କୁ ଦେହୁରୀସାହି ଗ୍ରାମର ମହିଳାମାନେ ଦୁର୍ବ୍ୟବହାର ସହିତ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିବା ରବିବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା…
ନଦୀର ସୁରକ୍ଷା ଉପରେ ଗୁରୁତ୍ୱ
ଅନୁଗୋଳ ଅଫିସ,୨୭।୯: ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଏବଂ ବଡକେରା ପଞ୍ଚାୟତ ଜୈବବିବିଧତା ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଗୁରଙ୍ଗ ଗ୍ରାମରେ ବିଶ୍ବ ନଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ବୈଠକରେ…
କାଳୁଆ ନଗର, ବାସୁଦେବ ନଗର ପ୍ରତି ପ୍ରଶାସନର ଅଣଦେଖା
ବ୍ରହ୍ମପୁର ଅଫିସ, ୨୭ା୯: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ଲୋଚାପଡା ପଞ୍ଚାୟତ ଅଧୀନ କାଳୁଆନଗର ଓ ବାସୁଦେବନଗର ଅଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରାଯାଉଥିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ…
ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି…
ମା’ଙ୍କ ଲାଗି ବ୍ରହ୍ମପୁର ଉତ୍ସବମୁଖର
ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି। ଦେବୀଙ୍କ ସ୍ବାଗତରେ ଉତ୍ସବ ମୁଖର ହୋଇ ଉଠିଛି ରେଶମ ସହର। ସୋମାବାରରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ…
ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ୍ ଭାଟ୍ଟି ଗିରଫ
ମୁମ୍ବାଇ,୨୭।୯: ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏଇସି (ଆଣ୍ଟି ଏକ୍ସଟୋରସନ ସେଲ) ଅଣ୍ଡରୱାଲର୍ଡ ଡନ୍ ଦାଉଦ ଇବ୍ରାହିମ ସହଯୋଗୀ ତଥା ଗ୍ୟାଙ୍ଗର ସଦସ୍ୟ ରିୟାଜ ଭାଟ୍ଟିଙ୍କୁ ଗିରଫ କରିଛି। ରିୟାଜ ଭାଟ୍ଟି ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ ଫ୍ରୁଟ ଅନ୍ଧେରୀର ଜଣେ…
Archives


