Home Left

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ବ୍ଳକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ା(ଡାଙ୍ଗ) ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସୋମବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଲିଙ୍ଗରାଜ ଦାଶ, ପଞ୍ଚାନନ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ ।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଗୋଟିଏ ବି ଘରୋଇ ସିରିଜରେ ବିଜେତା ହୋଇନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୯: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏବେ ଦଳର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଉପରେ। ସେପ୍ଟେମ୍ବର ୨୮ରୁ ସିରିଜର ଆରମ୍ଭ ହେବାକୁ ଯାଉଛି। ଭାରତ-ଦକ୍ଷିଣ…

ବୀମା ପ୍ରଦାନରେ ଅନିୟମିତା ଅଭିଯୋଗ

ବରଗଡ଼ ଅଫିସ୍‌,୨୭।୯: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ଥମୁ ନାହିଁ । ବୀମା ପାଇବା ଲୋଭରେ ଜମି ଜାଲିଆତି ଯୋଗୁ ଅନେକ ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ବୀମ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି…

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୨୭।୯: ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ର ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମରୁ ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦୀପକ ହୁଡାଙ୍କ ନାମ। ହୁଡାଙ୍କ ପିଠିରେ ସମସ୍ୟା…

ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍‌ରେ ୭ପେଟିରେ ରହିଥିବା ୭୯୮ବୋତଲ…

ପ୍ରଥମେ ଶୋ’ରୁ କଲେ ବାହାର, ଏବେ ଦେଲେ ଖାସ୍‌ ଅଫର୍‌; ଭତ୍ସନା କରୁଛନ୍ତି ପ୍ରଶଂସକ

ବମ୍ବେ: ଲୋକପ୍ରିୟତା ଅପେକ୍ଷା ଏବେ ବିବାଦରେ ଅଧିକ ରହୁଛି ସିଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’। ଦେଶର ସବୁଠାରୁ ବଡ ଶୋ’ ହୋଇଥିଲେ ହେଁ ଏହା ଏବେ ପ୍ରଶଂସକଙ୍କୁ ନିରାଶ କରୁଛି। ବିଗତ କିଛି ବର୍ଷ ଧରି କିଛି ନା କିଛି…

ବାଲିଘାଟ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍‌ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ବାଲିଘାଟ ଲିଜ୍‌କୁ ତୁରନ୍ତ…

ବରଗଡ଼ରେ ଲୁଟେରାଙ୍କ ରାଜ୍‌, ଦିନ ଦ୍ୱିପ୍ରହରରେ ଟଙ୍କା, ଗହଣା ଲୁଟ୍‌

ବରଗଡ଼ ଅଫିସ,୨୭।୯: ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍‌ପାଟ୍‌ କରିଛନ୍ତି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା ଗହଣା,…

ନା ଜେନିଫର, ନା ଶ୍ରଦ୍ଧା; କାର୍ତ୍ତିକଙ୍କ ନାୟିକାକୁ ନେଇ ବଢ଼ିଲା ଚିନ୍ତା

ବମ୍ବେ: ଫିଲ୍ମ ଘୋଷଣା ସିନା ହେଲା, ହେଲେ ନାୟିକା କିଏ ହେବ ସେ ଚିନ୍ତାରେ ଏବେ ନିର୍ମାତା। ଆମେ କହୁଛୁ ଫିଲ୍ମ ‘ଆଶିକି-୩’ ବିଷୟରେ। ନିକଟରେ ଆଶିକିର ତୃତୀୟ ସିକୁଏଲ ଆସିବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି…

ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ ବି ସାମିଲ ହୋଇଛନ୍ତି । ତାଙ୍କ ସହ ବି ଏମିତି କିଛି ହୋଇଥିବା…

ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର ଶିକାର ହୋଇଛନ୍ତି । ସିଙ୍ଗର ନେହା ଏବେ ତାଙ୍କ ଲାଟେଷ୍ଟ ସଙ୍ଗ ‘ଓ…

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, ୨୭।୯(ଡି.ଏନ୍‌.ଏ.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଔଷଧ ବିତରଣ କେନ୍ଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବହୁ ଔଷଧପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri