ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଥରୁର
ନୂଆଦିଲ୍ଲୀ,୨୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ଏମ୍ପି ଶଶି ଥରୁର ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ। ସେପ୍ଟେମ୍ବର ୩୦ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ପଦ ପାଇଁ ଶଶି ଥରୁର ନାମାଙ୍କନ ଦାଖଲ କରିବେ ବୋଲି ତାଙ୍କର…
୫ ଷ୍ଟାର୍ ହୋଟେଲରେ ନୁହଁ,ବରଂ ୧୭୬ ବର୍ଷ ପୁରୁଣା ମିଲ୍ରେ ହେବ ରିସେପ୍ସନ୍
ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା। ଉଭୟଙ୍କ ବିବାହ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି। ଦୁହିଁଙ୍କର ବିବାହ ସମ୍ପର୍କିତ ଖବର ଜାଣିବା…
ଜେଲରେ ବିତିବ ସଞ୍ଜୟଙ୍କ ଦଶହରା…
ମୁମ୍ବାଇ, ୨୭।୯ : ମୁମ୍ବାଇର ପ୍ରସିଦ୍ଧ ପାତ୍ରା ଚୌଲ ସ୍କାମରେ ପ୍ରାୟ ଦୁଇମାସ ଧରି ଜେଲରେ ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅନୁଷ୍ଠିତ ଶୁଣାଣିରେ ସଞ୍ଜୟଙ୍କୁ ଝଟ୍କା…
ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା
ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି କି ଡାକ୍ତରଙ୍କ ପ୍ରେମିକା ତାଙ୍କ ସହ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ…
ଏସ୍ସିବିରୁ ପିଲାଚୋରି: ୩ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ
କଟକ ଅଫିସ,୨୭।୯: କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା ଘଟଣାର ତଦନ୍ତ ଚାଲିଛି…
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ…
ବ୍ଲକ୍ ହେଲା ୪୫ ଭିଡିଓ
ନୂଆଦିଲ୍ଲୀ, ୨୭ା୯: ଘୃଣା ମନ୍ତବ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ଉସୁକାଉଥିବା ଭଳି ୪୫ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ୍ କରିଛି। ଏହି ଭିଡିଓଗୁଡ଼ିକ ୧୦ଟି ୟୁଟ୍ୟୁବ୍ ଚ୍ୟାନେଲରେ ଅପ୍ଲୋଡ ହୋଇଥିଲା। ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଘୃଣା ବିସ୍ତାର କଲା…
ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ
ବରୀ,୨୭।୯(ଡି.ଏନ୍.ଏ.): ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ ଆକ୍ରମଣ…
ପୂଜାରେ ଭିଜିବ ଓଡ଼ିଶା
ଭୁବନେଶ୍ବର,୨୭।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅକ୍ଟୋବର ୨ ଓ ୩ ତାରିଖରେ ବର୍ଷାର…
ମା’ଙ୍କ ଆଗମନରେ ଝଲସୁଛି ସହର
ଭବାନୀପାଟଣା,୨୭।୯(ସ୍ବ.ପ୍ର.): ଆସିଛି ପାର୍ବଣ। ଧରା ପୃଷ୍ଟରେ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା। ଏବେ ଚାରିଆଡେ ଉତ୍ସବମୁଖର। ଚଳିତବର୍ଷ କଟକଣାମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର। ଆକର୍ଷଣୀୟ…
ଶିରୋଲ ଗାଁରେ ପହଞ୍ଚି ପାନୀୟ ଜଳ ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ
କେସିଙ୍ଗା,୨୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଶିରୋଲ ଗାଁରେ ଗତ ୭ ଦିନ ହେଲା ଛାଡାବାନ୍ତି ଲାଗିରହିଛି। ଦୂଷିତ ପାନୀୟ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା…
ଏଫ୍-୧୬ ଯୁଦ୍ଧ ବିମାନ ପ୍ୟାକେଜ ଉପରେ ପ୍ରଶ୍ନ ଉଠାଇଲେ ଜୟଶଙ୍କର
ନ୍ୟୁୟର୍କ,୨୭ା୯: ପାକିସ୍ତାନକୁ ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ପ୍ୟାକେଜ ପ୍ରଦାନ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଶ୍ନ ଉଠାଇଛନ୍ତି। ନ୍ୟୁୟର୍କରେ ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ଆମେରିକା ଓ ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ ଅଛି ସେଥିରେ…
Archives


