ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍
ନୀଳଗିରି,୫ା୧(ସ୍ବ.ପ୍ର.): ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଗୁରୁବାର ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ନୀଳଗିରି – କପ୍ତିପଦା ରାସ୍ତା…
୧୧ ବିଦେଶୀ ନାଗରିକଙ୍କଠାରେ ଓମିକ୍ରନର ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ
ନୂଆଦିଲ୍ଲୀ,୫।୧: ଭାରତରେ ବିଦେଶୀ ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଓମିକ୍ରନର ୧୧ଟି ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା ୧୯,୨୨୭ ବିଦେଶୀ ଯାତ୍ରୀଙ୍କର ଟେଷ୍ଟିଂ ଡିସେମ୍ବର୨୪ରୁ ଜାନୁୟାରୀ ୩ ମଧ୍ୟରେ କରାଯାଇଥିଲା। ସେଥିମଧ୍ୟରୁ ୧୨୪ଟି…
ଓଡ଼ିଶା ବିକାଶ ପଥରେ ମୋଦିଜୀଙ୍କ ୫ଜି ରଥ
ନୂଆବର୍ଷ ଦିନ ମୁଁ ଜଣେ ବନ୍ଧୁଙ୍କୁ ଦେଖାକରିବା ପାଇଁ ନିଜ ଗାଡ଼ିରେ ଯାଉଥାଏ। ଦେଖିଲି, ମୁଖ୍ୟ ରାସ୍ତାରେ ଅସମ୍ଭବ ଟ୍ରାଫିକ୍ ଭିଡ଼। ଭିଡ଼ରୁ ବର୍ତ୍ତିବା ପାଇ ମୁଁ ଗାଡ଼ିରୁ ଓହ୍ଲାଇ ପଡ଼ି ଅଟୋରିକ୍ସା କରିବି ବୋଲି ସ୍ଥିର କଲି। ଅଟୋ ଡ୍ରାଇଭରଙ୍କୁ…
ସାମନ୍ଥାଙ୍କ ସହ ଡେବ୍ୟୁ କରିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ପ୍ରଭୁଙ୍କ ସହ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଆର୍ହା ଡେବ୍ୟୁ କରିବେ। ଆର୍ହା ଲୋକପ୍ରିୟ ଷ୍ଟାର୍ କିଡ୍ଙ୍କ ମଧ୍ୟରୁ ଜଣେ। ‘ପୁଷ୍ପା ଦ ରାଇଜ୍’ରୁ ଅଲ୍ଲୁ ଅର୍ଜୁନ କେବଳ ବକ୍ସ ଅଫିସରେ ହିଟ୍ ହୋଇନାହାନ୍ତି ବରଂ ଲୋକଙ୍କ…
ଭିତରକନିକାରେ ଡଲ୍ଫିନ୍ ସଂଖ୍ୟା ବୃଦ୍ଧି
ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍ଫିନ୍ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ ଭିତରକନିକା…
ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ଯ୍ୟନ୍ ଖାନ୍!
ମୁମ୍ବାଇ: ବଲିଉଡ୍ରେ ବେଶ୍ କିଛିଦିନ ହେବ ବ୍ରେକ୍ଅପ-ପ୍ୟାଚ୍ଅପ୍କୁ ନେଇ ଖବର ଶୁଣିବାକୁ ମିଳୁଛି। ସେଲିବ୍ରିଟିମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପକକୁ ନେଇ ପ୍ରାୟତଃ ଗୁଜବ ସୃଷ୍ଟି ହୁଏ। ତେବେ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ନୋରା ଫତେହି ଏବଂ ଆର୍ଯ୍ୟନ୍…
ଶୀତରେ ଥରୁଛି ରାଜଧାନୀ
ନୂଆଦିଲ୍ଲୀ,୫।୧: ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ଲୋଧି ରୋଡରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ରାଜଧାନୀରେ ଚଳିତ…
ଦୁଇ ଷଣ୍ଢ କରୁଥିଲେ ଲଢେଇ, ଜଣେ ବ୍ୟକ୍ତି ମଝିରେ ପଶିଯିବା ପରେ ଘଟିଲା ଏମିତି
ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବାକୁ ବେଶ୍ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସେଭଳି ଭିଡିଓକୁ ଦେଖିଲେ ମଧ୍ୟ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,…
ଏହି ଦେଶରେ ମଦ ପିଇଲେ ଷ୍ଟାର୍ଟ ହୁଏନି ଗାଡି
ଭାରତରେ ମଦ ପିଇ ଡ୍ରାଇଭିଂ ଘଟଣା ପ୍ରାୟତଃ ଉତ୍ସବ ଋତୁରେ ବଢିଥାଏ। ମଦ ପିଇ ଗାଡି ଚଲାଇବା ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଅନେକ ଲୋକ ଏହାକୁ ମାନନ୍ତି ନାହିଁ। ସେମାନେ ନିଜ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ…
ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର
ଦେବଗଡ଼,୫ା୧(ଡି.ଏନ୍.ଏ.): ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇଛନ୍ତି। ଦେବଗଡ଼ ବନାଞ୍ଚଳ ବଞ୍ଜାରୀ ନିକଟ ବରହାମୂଷା ଜଙ୍ଗଲରେ ଏହି ଅଘଟଣ ଘଟିଛି। ଗୁରୁବାର ଟ୍ରାକିଂ ସମୟରେ ଦନ୍ତାହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି। କଂସର ଫରେଷ୍ଟର ବାଣେଶ୍ୱର ପରିଡ଼ା ଗୁରୁତର ଗୁରୁତର ହୋଇଥିବା…
ଭାରତୀୟମାନେ କାହିଁକି ପ୍ରତି କଥାରେ ମୁଣ୍ଡ ହଲାଇବା ଅଭ୍ୟାସ ରଖିଥାନ୍ତି, ଜାଣନ୍ତୁ ଏହା ପଛର କାରଣ…
ଆମ ସଂସ୍କୃତିରେ ଏପରି ଅନେକ କଥା ଅଛି, ଯାହାକୁ କେବଳ ଭାରତୀୟମାନେ ହିଁ ବୁଝି ପାରିଥାନ୍ତି। ଅନ୍ୟ ଦେଶର ଲୋକଙ୍କୁ ଏହା ବୁଝିବା ପାଇଁ ଅନେକ ସମୟ ଲାଗିଥାଏ। ଆମ ଭାରତୀୟମାନଙ୍କ ମଧ୍ୟରେ ଏପରି ଏକ ସଙ୍କେତ ହେଉଛି ମୁଣ୍ଡ ହଲାଇ…
ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ
ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି ଶୋ’ରେ…

