Posted inଜାତୀୟ

୧୧ ବିଦେଶୀ ନାଗରିକଙ୍କଠାରେ ଓମିକ୍ରନର ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୫।୧: ଭାରତରେ ବିଦେଶୀ ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଓମିକ୍ରନର ୧୧ଟି ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା ୧୯,୨୨୭ ବିଦେଶୀ ଯାତ୍ରୀଙ୍କର ଟେଷ୍ଟିଂ ଡିସେମ୍ବର୨୪ରୁ ଜାନୁୟାରୀ ୩ ମଧ୍ୟରେ କରାଯାଇଥିଲା। ସେଥିମଧ୍ୟରୁ ୧୨୪ଟି ମାମଲା ପଜିଟିଭ୍‌ ଆସିଥିଲା। ଏହାପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ତେବେ ୧୨୪ଟି ମାମଲା ଭିତରୁ ଓମିକ୍ରନର ୧୧ଟି ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…

ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି।...

ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର...

ପବିତ୍ର କାଲି ବେନ୍‌ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ

ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍‌ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ...

ମୋଦିଙ୍କୁ ଘେରିଲେ ରାହୁଲ, ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ, ନେହେରୁ ନା ଜନତାଙ୍କୁ…

ନୂଆଦିଲ୍ଲୀ, ୩୦।୪ : ଦେଶରେ ବଢୂଥିବା ବିଦ୍ୟୁତ ସଙ୍କଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ...

ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୨: ପଦ୍ମଶ୍ରୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ୧୯୫୪ ମାର୍ଚ୍ଚ ୧୧ରେ ସେ ଜନ୍ମଗ୍ରହଣ...

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…

ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା...

Advertisement
Archives

Model This Week