ପୁରସ୍କୃତ ହେବେ ରାଜ୍ୟର ୧୧ ସହର
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ପହିଲାରେ ନୂଆଦିଲ୍ଲୀସ୍ଥିତ ତାଲ୍କାତୋରା ଷ୍ଟାଡିୟମ୍ଠାରେ ସ୍ବଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଏହି ସର୍ବେକ୍ଷଣରେ ରାଜ୍ୟର ୧୧ଟି ସହର ପୁରସ୍କୃତ ହେବେ। ସେହି ସହରଗୁଡ଼ିକ ହେଲା, ବ୍ରହ୍ମପୁର, ଭୁବନେଶ୍ୱର, ବରଗଡ଼, ବାସୁଦେବପୁର, ପାରାଦୀପ,…
ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୯(ପି.ଟି.): ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍)ଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଲାଗି ସମ୍ବିଧାନର ୧୦୩ତମ ସଂଶୋଧନର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କିତ ଏକାଧିକ ପିଟିଶନ୍ର…
ଚାଷୀଙ୍କୁ ସହଯୋଗ କରୁନି ବୀମା କମ୍ପାନୀ
ନୟାଗଡ଼ ଅଫିସ,୨୮।୯: ଜିଲା ପରିଷଦର ସମ୍ମିଳନୀ କକ୍ଷ ସୃଜନରେ ମଙ୍ଗଳବାର ଜିଲା ଉନ୍ନୟନ କୋର୍ଡିନେଶନ ଆଣ୍ଡ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ କଟକ ଏମ୍ପି ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା…
କୋଭିଡ୍ ଭାରିଆଣ୍ଟ ବିରୋଧରେ ସ୍ପାଇକ୍ ପ୍ରୋଟିନ୍ ଟିକା ଫଳପ୍ରଦ
ଚେନ୍ନାଇ,୨୮।୯(ଆଇଏଏନ୍ଏସ୍): କୋଭିଡ୍-୧୯ର ବିଭିନ୍ନ ଭାରିଆଣ୍ଟ ବିରୋଧରେ ସ୍ପାଇକ୍ ପ୍ରୋଟିନ୍ ଟିକା ଫଳପ୍ରଦ ପ୍ରତିଷେଧକ ହୋଇପାରିବ ବୋଲି ଆଇଆଇଟି ମାଡ୍ରାସ୍ର ଏକ ଗବେଷକ ଟିମ୍ ଅଧ୍ୟୟନରୁ ଜାଣିପାରିଛନ୍ତି। ଟିକାଦ୍ୱାରା ଉତ୍ପ୍ରେରିତ ଟି-ସେଲ୍ କୋଭିଡ୍ର ଡେଲ୍ଟା ପ୍ଲସ୍, ଗାମା, ଜେଟା, ମିଙ୍କ୍ ଏବଂ ଓମିକ୍ରନ୍…
ମୋ ବସ୍ ସେବା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ବର,୨୮।୯(ବ୍ୟୁରୋ): ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ କଟକକୁ ଯିବା ଆସିବା କରିବା ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ବସ୍ ସେବାରେ ଅଭାବ ରହିଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବର୍ତ୍ତମାନ ଚଳାଚଳ କରୁଥିବା ମୋ…
ମନଛୁଇଁବ ମେଲୋଡି
ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା ସାନହୁଲା ପୂଜା କମିଟି ପକ୍ଷରୁ ଜାରିରହିଛି ବ୍ୟାପକ ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ…
ରିସର୍ଟରେ ନିୟମିତ ଡ୍ରଗ୍ସ, ଗଣିକା ବୃତ୍ତି ଚାଲିଥିଲା
ଋଷିକେଶ,୨୮।୯: ଉତ୍ତରାଖଣ୍ଡର ବହିଷ୍କୃତ ଭାଜପା ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ୧୯ ବର୍ଷୀୟା ରିସିପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଜଣେ ପୂର୍ବତନ କର୍ମଚାରୀ ମୁହଁ ଖୋଲିଛନ୍ତି। ପୁଲକିତଙ୍କ ରିସର୍ଟରେ ନିୟମିତ ଡ୍ରଗ୍ସ କାରବାର ଓ ଗଣିକା ବୃତ୍ତି ଚାଲିଥିଲା।…
ତପୋବନ ରାସ୍ତା ଶୋଚନୀୟ
ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଯାତାୟାତ ତ ଦୂରର କଥା ପାଦରେ ଚାଲିକରି ଯିବା ବି…
ନିମ୍ନମାନର ଖାଦ୍ୟକୁ ନା
ଢେଙ୍କାନାଳ ଅଫିସ, ୨୮।୯: ପାର୍ବଣ ଋତୁ ହେଉଛି ବ୍ୟବସାୟର ସମୟ। ବ୍ୟବସାୟୀମାନେ ଏହି ଦୁଇମାସକୁ କରିଥାଆନ୍ତ ଅପେକ୍ଷା। ଅଧିକ ଲାଭ ମନାଭାବ ହେଉ କି ସଚେତନତାର ଅଭାବ ଅନେକ ସମୟରେ ସେମାନେ ଭୁଲିଯାଆନ୍ତି ଖାଦ୍ୟ ନିରାପତ୍ତା। ପାଟିକୁ ସ୍ବାଦିଷ୍ଟ ଲାଗୁଥିଲେ ମଧ୍ୟ…
ଭିଜିଲାନ୍ସ ଜାଲରେ ଜିଆର୍ଏସ୍
ଗୋପାଳପୁର,୨୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଜିଆର୍ଏସ୍ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜିଆର୍ଏସ୍ ସି.ଏଚ. ଚାନ୍ଦ୍ରେୟା ଏକ ପୋଖରୀ କାମର ବିଲ ପାସ୍ କରାଇବା ପାଇଁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ…
ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଶା ସେବନ ଭିଡିଓ ଭାଇରାଲ
ବ୍ରହ୍ମପୁର ଅଫିସ,୨୮।୯: ସରକାର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଅନେକ ବିଭାଗ ଖୋଲିଛନ୍ତି। ହେଲେ ହସ୍ପିଟାଲ ଭିତରେ ଥିବା ନିଜ କାର୍ଯ୍ୟାଳୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀ ନିଶା ସେବନ କରୁଥିବା ଭିଡିଓ ଭାଇରାଲ ହୋଇଛି। ପରେ ଜଣେ…
ପୋଲିସ, ଅବକାରୀ କର୍ମଚାରୀଙ୍କୁ ପନିକି ଦେଖାଇଲେ ମହିଳା
ପାରଳାଖେମୁଣ୍ଡି,୨୮ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ମଙ୍ଗଳବାର ମଦ ଚଢ଼ାଉ କରିବାକୁ ଯାଇଥିବା ଅବକାରୀ କର୍ମଚାରୀ ଓ ପୋଲିସକୁ ଜଣେ ମହିଳା ପନିକି ଦେଖାଇଛନ୍ତି। ଘର ଭିତରେ ରହି ମହିଳା ଜଣକ ଗେଟ୍କୁ ବନ୍ଦ କରିବା ସହ…
Archives


