Advertisement
Posted inଜାତୀୟ

ଜନଗଣନା ଆହୁରି ବିଳମ୍ବିତ ହେବ

ନୂଆଦିଲ୍ଲୀ,୭ା୧(ପି.ଟି.): ପ୍ରତି ଦଶବର୍ଷରେ ହେଉଥିବା ଜନଗଣନା ବିଳମ୍ବିତ ହୋଇଥିବାବେଳେ ଏହା ପୁଣିଥରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡ଼ିଛି। ଜନଗଣନାର ଘର ତାଲିକା ପର୍ଯ୍ୟାୟ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ସଂଶୋଧନ ସାରା ଦେଶରେ ୨୦୨୦ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବାର ଥିଲା। କୋଭିଡ୍‌ ମହାମାରୀ ଯୋଗୁ ଏହା ସ୍ଥଗିତ ରହିଥିଲା। ଏବେ ଜନଗଣନା ହେବାକୁ ଥିବାବେଳେ ଏଥିପାଇଁ ପ୍ରଶାସନିକ ଫ୍ରିଜିଂ ସୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଜଣାଇଦିଆଯାଇଛି। ନିୟମ ଅନୁଯାୟୀ ଜିଲା, ସବ୍‌ଡିଭିଜନ, ତହସିଲ, ତାଲୁକ ଓ ଥାନାଗୁଡ଼ିକର ସୀମା ଫ୍ରିଜିଂର ୩ ମାସ ପରେ ଜନଗଣନା ଆରମ୍ଭ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏସ୍‌ ଖଣ୍ଡେରୀ ନୌସେନାରେ ସାମିଲ୍‌: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ

ମୁମ୍ବାଇ,୨୮।୯: ଆଇଏନ୍‌ଏସ୍‌ ଖଣ୍ଡେରୀକୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଖଣ୍ଡେରୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ମମତାଙ୍କୁ ‘ରିୟଲ ବେଙ୍ଗଲ ଟାଇଗ୍ରେସ୍‌’ କହିଲେ ସଞ୍ଜୟ

ମୁମ୍ବାଇ,୪ ।୩: ଶିବଶେନା ସ୍ଥିର କରିଛି ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ । ଶିବସେନା ନେତା ତଥା ଏମ୍‌ପି...

ଆସାମରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାବେଳେ ମୋଦି ଟୁଇଟ୍‌ କରିଛନ୍ତି କାହା ପାଇଁ: କଂଗ୍ରେସ

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ...

ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା...

ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରାୟ ୧୮ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ...

ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି...

ବ୍ୟାଙ୍କରେ ନକଲି ସୁନା ରଖି ୨ କୋଟି ଋଣ ନେଇଥିଲେ ଦମ୍ପତି

ଥାଣେ, ୪।୨: ବ୍ୟାଙ୍କରେ ସୁନା ଅଳଙ୍କାର ରଖି ଲୋକେ ଋଣ ନେଇଥାନ୍ତି। ତେବେ ମହାରାଷ୍ଟ୍ର ଥାଣେ ଜିଲାରେ ଥିବା ସମବାୟ ବ୍ୟାଙ୍କରେ ନକଲି ସୁନା ବନ୍ଧକ...

ମଦ ହୋମ୍‌ ଡେଲିଭରି ପାଇଁ ବିଚାର କର

ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦...

Advertisement
Archives

Model This Week