Home Left

ନସିମ ଶାହା କୋଭିଡ୍‌ ପଜିଟିଭ: ଖେଳିପାରିବେନି ଟି୨୦ ମ୍ୟାଚ

ଲାହୋର,୨୯ା୯: ପାକିସ୍ତାନ ଫାଷ୍ଟ ବୋଲର ନସିମ ଶାହା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ଦୁଇ ଟି-୨୦ ମ୍ୟାଚ ଖେଳିପାରିବେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଶାହାଙ୍କୁ…

ରାଜଧାନୀରେ ବଢ଼ୁଛି ମଙ୍କିପକ୍ସ ମାମଲା: ପୁଣି ୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୯: କରୋନା ପରେ ଏବେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ କାୟା ମେଲାଇଲାଣି। ଗୁରୁବାର ନୂଆ ୩ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ…

ବାପାଙ୍କ ମୃତଦେହ ଦେଖି ଚାଲିଗଲା ଝିଅର ଜୀବନ

ବ୍ରହ୍ମପୁର ଅଫିସ,୨୯।୯: ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଶେଷରେ ଝିଅଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ସହରରେ ଏଭଳି ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ପ୍ରେମନଗର ପଞ୍ଚୁଦେଉଳ ସାହିର ଭିକାରୀ ମାଦଳା(୮୨)ଙ୍କ ଝିଅ ମମିତା କୁମାରୀ ପଣ୍ଡା(୪୬)…

ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ କରିବେ ବୋଲି ଆଶା କରାଯାଉଛି। ସେଦିନ ଟିଆର୍‌ସି ବିଧାୟକ ଦଳ ବୈଠକ ବସି କେସିଆର୍‌ଙ୍କୁ…

୬୭ ପର୍ନ ଓ୍ବେବ୍‌ସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ୬୭ଟି ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବାକୁ ଇଣ୍ଟରନେଟ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାରି କରାଯାଇଥିବା ନୂଆ ଆଇଟି ନିୟମକୁ ଉଲ୍ଲଂଘନ ଓ କୋର୍ଟ ରାୟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଣେ ସ୍ଥିତ ଏକ କୋର୍ଟ…

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

କୋକସରା,୨୯।୯(ଡି.ଏନ୍‌.ଏ.): କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ନେଗିଗୁଡ଼ା ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ଭଣାଡୋଙ୍ଗରି ଅଞ୍ଚଳରୁ ଗୁରବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ଉପରୁ ମୁଣ୍ଡରୁ ମୃତଦେହ ଭାସି ଆସି ଚେନାଲ ଗେଟରେ ଲାଗିଥିଲା। ତେବେ ମୃତ ମହିଳାଙ୍କ ପରିଚୟ…

ଜଷ୍ଟିସ୍‌ ମୁରଲୀଧରଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି ନେଇ ସୁପାରିସ

ନୂଆଦିଲ୍ଲୀ,୨୯ା୯: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇ ଯିବେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କ ବଦଳି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା…

ଜେଲ୍‌ ଦଣ୍ଡାଦେଶ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ମୋକିମ

କଟକ ଅଫିସ,୨୯।୯: ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବଲ୍ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହାକୁ ନେଇ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି…

ଗୋଟବାୟାଙ୍କୁ ଭେଟିଲେ ସୁବ୍ରମଣ୍ୟମ

କଲମ୍ବୋ,୨୯।୯: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ବର୍ତ୍ତମାନ ଶ୍ରୀଲଙ୍କା ଗତି କରୁଛି। ଫଳରେ ଦେଶବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜନସାଧାରଣଙ୍କ ତୀବ୍ର ବିରୋଧ ପରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଦେଶ ଛାଡ଼ିବାକୁ…

ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୨୯ା୯: ଝାରସୁଗୁଡ଼ା ଜିଲା ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ଗୁରୁବାର ଏକ ବଳାତ୍କାର ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ସନାତନ କିଷାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ଆର୍ଥତ୍କ…

ଏଣିକି ସିଟ୍‌ ବେଲ୍ଟ ନ ପିନ୍ଧିଲେ ଦେବାକୁ ପଡିବ ଜରିମାନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଏଣିକି କାର୍‌ରେ ବସୁଥିବା ଲୋକଙ୍କ ପାଇଁ ସିଟ୍‌ ବେଲ୍ଟ ବାଧ୍ୟତାମୂଳକ ହେବ। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି । ସିଟ୍‌ ବେଲ୍ଟ ନ ପିନ୍ଧିଲେ ୧୦୦୦ଟଙ୍କା ଜରିମାନା ହେବ ବୋଲି ଜଣାପଡିଛି।…

ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି

କୋକସରା,୨୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri