ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ
ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ ପୂଜା ୫୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଧୁମ୍ଧାମରେ ପାଳନ କରାଯିବାକୁ ଚାଲିଛି…
ଇରାନ ମହିଳାଙ୍କ ସପକ୍ଷରେ ବାହାରିଲେ ପ୍ରିୟଙ୍କା
ବଲିଉଡ ପରେ ହଲିଉଡରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ୟୁନିସେଫ (ୟୁନିସେଫ) ଗୁଡଓ୍ବିଲ ଆମ୍ବାସାଡାର ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରନ୍ତି। ବର୍ତ୍ତମାନ ପ୍ରିୟଙ୍କା ଇରାନ ମହିଳା…
ବେଆଇନ କ୍ରଶର ପରିଦର୍ଶନ କଲେ ଡିଏଫ୍ଓ
କେନ୍ଦୁଝର,୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅଧୀନ ଖଣ୍ଟଘର ଗ୍ରାମରେ ଚାଲିଥିବା ବେଆଇନ କ୍ରଶର ଅଞ୍ଚଳକୁ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଏବଂ ପଥର ଖଣି…
ଲଗାଣ ବର୍ଷାରେ ଭାଙ୍ଗିଲା ମାଛୁଆ ପୋଲ
ମୋରଡ଼ା,୭ା୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହାସ୍ଥିତ ମାଛୁଆ ପୋଲ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଓ ବେତନଟୀ ବ୍ଲକକୁ ସଂଯୋଗ କରୁଥିବା ଏହି ପୋଲ ଦୀର୍ଘ ବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ଥିଲା।…
ଦିଲ୍ଲୀ ଅବକାରୀ ଦୁର୍ନୀତି: ପୁଣି ୩୫ ସ୍ଥାନରେ ଇଡି ଚଢାଉ
ନୂଆଦିଲ୍ଲୀ,୭।୧୦: ଦିଲ୍ଲୀରେ ହୋଇଥିବା ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଟିମ୍ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦ ସମେତ ୩୫ଟି ସ୍ଥାନରେ ଚଢାଉ କରୁଛି। ଦିଲ୍ଲୀର ଆମ…
ବିପଦସଙ୍କେତ ଉପରେ ଜଳକା
ରୂପସା,୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। ୫ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନଦୀପାଖରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ…
ରିଲିଜ୍ ହେଲା ଫିଲ୍ମ ‘ଗୁଡବାଏ’
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗୁଡବାଏ’ ଶୁକ୍ରବାର ରିଲିଜ୍ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ଏହା ହେଉଛି ରଶ୍ମିକାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ଅମିତାଭ-ରଶ୍ମିକାଙ୍କ ବ୍ୟତିତ…
ଆଜି ବାହୁଡ଼ିବେ ମା’: ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ
ବ୍ରହ୍ମପୁର ଅଫିସ,୭ା୧୦: ଦୀର୍ଘ ୧୦ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ଚଳିତ ବର୍ଷ ସହରରେ ୪୦ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି। ଶୁକ୍ରବାର…
ଲଗାଣ ବର୍ଷାରେ ରେଶମ ସହର ପ୍ରଭାବିତ
ବ୍ରହ୍ମପୁର ଅଫିସ,୭।୧୦: ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସହରରେ ଶାରଦୀୟ ପୂଜା ମଧ୍ୟ ପ୍ରଭାବିତ ହୋଇଛି। ସହରରେ ବାଣିଜ୍ୟ ଓ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି ଓ ବହୁ ଦୋକାନ ବଜାର…
ଘୁମୁସର ବନଖଣ୍ଡରେ ୭୩ ହାତୀ
ଭଞ୍ଜନଗର,୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ପାଇଁ ଦୌନନ୍ଦିନ ରାତିରେ ପାୱାରକଟ୍ ହେଉଛି । ଫଳରେ ଛାତ୍ରୀଛାତ୍ରମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍ କାଟ୍କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଗୁରୁବାର ସନ୍ଧ୍ୟାରେ…
ଯକ୍ଷ୍ମା ପୀଡ଼ିତ ଶିଶୁର ଚିକିତ୍ସା ପାଇଁ ଅର୍ଥାଭାବ
ନୂଆଗାଁ,୭।୧୦(ଡି.ଏନ.ଏ.): ମାଆ ଛେଉଣ୍ଡ ବିଶ୍ୱରଞ୍ଜନ ଏବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ବାପାଙ୍କ ହାତରେ ଟଙ୍କା ନାହିଁ। ଏହି ଚିନ୍ତାରେ ପରିବାର ଲୋକେ ଖାଇବା ପିଇବା ଭୁଲି ଗଲେଣି। ପୁଅର ଯନ୍ତ୍ରଣା ଦେଖି…
ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେ ନ୍ୟୁରୋମସ୍କୁଲାର ମାଇଷ୍ଟେନିଆ ଗ୍ରାଭିସରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅରୁଣ ବାଲିଙ୍କ…
Archives


