Posted inଜାତୀୟ

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୪।୧: ହିମାଚଳ ପ୍ରଦେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୨ମ୍ୟାଗ୍ନିଚ୍ୟୁଡ ରହିଛି। ଏହି ଭୂକମ୍ପର କେନ୍ଦ୍ର ଧରମଶାଲାଠାରୁ ୨୨ କିଲୋମିଟର ପୂର୍ବରେ ଥିଲା। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ ଠାକରେ କରୋନାରେ ସଂକ୍ରମିତ

ମୁମ୍ବାଇ,୨୩ ।୧୦: ମହାରାଷ୍ଟ୍ର ନିବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କର ମଧ୍ୟ କରୋନା...

ପ୍ରିୟଙ୍କା ଯିବେ ରାଜ୍ୟ ସଭା !

ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍‌ରେ ଛତିଶଗଡ଼, ରାଜସ୍ଥାନ...

ଶେଖ୍‌ ମୁଜିବୁର ରହମାନ, ସୁଲତାନ କାବୁସ୍‌ ପାଇବେ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୩।୩: ବାଂଲାଦେଶର ରାଷ୍ଟ୍ରପିତା କୁହାଯାଉଥିବା ଶେଖ୍‌ ମୁଜିବୁର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର...

କର୍ନାଟକରେ ଗୁଜରାଟ ଫର୍ମୂଲା ଲାଗୁ ଲାଗି ଭାଜପାର ଯୋଜନା…

ବେଙ୍ଗାଲୁରୁ, ୨୫।୪ : ଭ୍ରଷ୍ଟାଚାର ଏବଂ କାର୍ଯ୍ୟରେ ଅବହେଳା ଅଭିଯୋଗକୁ ଦୃଷ୍ଟିରେ ରଖି କର୍ନାଟକରେ ଗୁଜୁରାଟ ଫର୍ମୂଲା ଲାଗୁ କରିବାକୁ ଭାଜପାର ସର୍ବୋଚ୍ଚ ନେତୃତ୍ୱ ଚିନ୍ତା...

ପୋଲିସକୁ ବଡ ସଫଳତା: ଟଳିପଡିଲେ ୧୩ ନକ୍ସଲ

ପୁନେ,୨୧।୫: ମହାରାଷ୍ଟ୍ରରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର...

ପିଏମ୍‌-ଶ୍ରୀ ଯୋଜନା: ୧୪,୫୦୦ ସ୍କୁଲ୍‌ର ଉନ୍ନତୀକରଣ ହେବ

ନୂଆଦିଲ୍ଲୀ,୬।୯: ଭାରତର ୧୪,୫୦୦ ସ୍କୁଲ୍‌ର ବିକାଶ ତଥା ଉନ୍ନତୀକରଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପିଏମ୍‌-ଶ୍ରୀ (ପ୍ରଧାନମନ୍ତ୍ରୀ ସ୍କୁଲ୍‌ ଫର୍‌ ରାଇଜିଂ ଇଣ୍ଡିଆ) ଯୋଜନା...

‘ଗାନ୍ଧୀ ପରିବାର ହାତରୁ ମୁକ୍ତ ହେଲେ ହିଁ କଂଗ୍ରେସର ଉନ୍ନତି ହେବ’

ନୂଆଦିଲ୍ଲୀ,୧୦ା୮- କଂଗ୍ରେସକୁ ଗାନ୍ଧୀ ପରିବାର ପଞ୍ଝାରୁ ମୁକ୍ତ କରିବାକୁ ପଡ଼ିବ। ନହେଲେ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା...

ହିମାଚଳରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ୫ ସପ୍ତାହ ଲାଗି...

Advertisement
Archives

Model This Week