Home Left

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୬୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୭୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୭ ଜଣ ଚିହ୍ନଟ ହୋଇଥିବା…

ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ ଜଗତ୍‌ଜନନୀଙ୍କୁ ଭକ୍ତିପୂତ ବିଦାୟ ଦେଇଛନ୍ତି। କରୋନା ମହାମାରୀ ପାଇଁ ୨ବର୍ଷ ପରେ ଚଳିତବର୍ଷ ବହୁ…

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ରାକ୍ଷୀ, କହିଲେ ମୋଦି ଚା’ କରୁ କରୁ ପ୍ରଧାନମନ୍ତ୍ରୀ ଆଉ ମୁଁ…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ବେକାବୁ ବୟାନକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର କମେଣ୍ଟସ ଦର୍ଶକଙ୍କ ଚେହେରାରେ ହସ ଫୁଟାଇ ଥାଏ । ପ୍ରାୟ ସବୁ ବିଷୟକୁ…

ଦେବୀଗଡ଼ାରେ ମା’ଙ୍କୁ ମେଲାଣି

କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଥିଲା। ୨ ବର୍ଷର କୋଭିଡ୍‌ କଟକଣା ପରେ ଏବର୍ଷ ପୁଣି ଭସାଣି ଉତ୍ସବ ଆୟୋଜନ…

ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ମେମୁ ଟ୍ରେନ

କେନ୍ଦ୍ରାପଡ଼ା ଅଫିସ,୭ା୧୦: ୨୦୨୦ ଜୁଲାଇରୁ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ା ବାଦ ପଡିଛି। ସେହିବର୍ଷ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ ପାଖାପାଖି ମାଲବାହୀ ଟ୍ରେନ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ…

ଭସାଣି ଉତ୍ସବ: ବିଦାୟ ନେଲେ ମା’ ଦୁର୍ଗା

ବିରିଡି/ବାଲିଆ/ତିର୍ତ୍ତୋଲ/ନାଉଗାଁ, ୭ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି। କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ…

ସାମାନ୍ୟ ବର୍ଷାରେ ରାସ୍ତାରେ ଜମୁଛି ପାଣି

ସିଂହପୁର,୭ା୧୦(ଡି.ଏନ.ଏ.): ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବାରୁ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବର୍ଷା ଜଳ ନିଷ୍କାସନ…

ଜାତୀୟ ରାଜପଥ ସୂଚନା ଫଳକରେ ତ୍ରୁଟି

ରସୁଲପୁର,୭ା୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଲାଗୁଥିବା ସୂଚନା ଫଳକଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ଫଳକରେ ଓଡ଼ିଆ ଭାଷାକୁ କଦର୍ଥ କରି ଲେଖାଯାଇଛି, ଯାହାକି ଓଡ଼ିଆଙ୍କ ସ୍ବାଭିମାନ…

‘ସାଧାରଣ ଓ ଧର୍ମୀୟ ଶିକ୍ଷା ମଧ୍ୟରେ ଅନ୍ତର କମିବ’

ପୁରୀ ଅଫିସ,୭ା୧୦: ପୁରୀରେ ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଛି। ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶିବ ପରିସରରେ ଆଦର୍ଶ ବେଦ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ସଦାଶିବ…

ଆଜି ଭାରତ-ପାକିସ୍ତାନ ଲଢେଇ

ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ଭାରତ ଚେଷ୍ଟା କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ମ୍ୟାଚକୁ ନେଇ…

ଆହତ ଅଜଗରର ସିଟି ସ୍କାନ୍‌ ହେଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ବରଗଡ଼ ଫରେଷ୍ଟ ଡିଭିଜନରୁ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ଅଣାଯାଇଥିବା ଏକ ଭାରତୀୟ ଅଜଗରର ଗୁରୁବାର ସିଟି ସ୍କାନ କରାଯାଇଛି। ଓୟୁଏଟି ଭେଟେରିନାରି କଲେଜର ସର୍ଜରି ଓ ରେଡିଓଲୋଜି ବିଭାଗ ପ୍ରଫେସର ଡା. ଇନ୍ଦ୍ରମଣି ନାଥ ମଡର୍ନ ହେଲ୍‌ଥ କେୟାରଠାରେ…

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ କହିଛି ଭାରତରେ ପ୍ରସ୍ତୁତ କରାଯାଇଥିବା ୪ କୋଲ୍ଡ ଓ କଫ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri