ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଅପରାଜିତା
ଆରଡି, ୭।୧୦( ଡି.ଏନ.ଏ.): ଭାଜପା ପ୍ରବକ୍ତା ତଥା ଭୁବନେଶ୍ବର ଏମ୍ପି ଅପରାଜିତା ଷଡଙ୍ଗୀ ଶୁକ୍ରବାର ଭଦ୍ରକ ଜିଲାର ଶୈବପୀଠ ଆରଡିରେ ପହଞ୍ଚିଛନ୍ତି। ଶହଶହ ଭାଜପା କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ସେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ପୀଠରେ…
ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କଲେ ରୁମ୍ମେଟ୍
ଓ୍ବାଶିଂଟନ୍, ୭ା୧୦: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବରୁଣ ମନୀଷ ଛେଡ଼ା (୨୦)। ବରୁଣଙ୍କୁ ତାଙ୍କ ରୁମ୍ମେଟ୍ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ଡୁଏ ୟୁନିଭର୍ସିଟିର ଡାଟା ସାଇନ୍ସ ଅଧ୍ୟୟନ କରୁଥିବା ମନୀଷଙ୍କ…
ଓଟିଟି ପ୍ଲାର୍ଟଫର୍ମରେ ‘ଲାଲ ସିଂ ଚଢା’
ମୁମାଇ: ବଲିଉଡ ଅଭିନେତା ଆମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ଉପଲବ୍ଧ। ଯେଉଁମାନେ ସିନେମା ହଲ୍ରେ ଦେଖିବାକୁ ସୁଯୋଗ ପାଇ ନ ଥିଲେ,ସେମାନେ ସିଧାସଳଖ ନେଟଫ୍ଲିକ୍ସରେ ଦେଖିପାରିବେ। ତିନୋଟି ଭାଷା…
ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା
ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ମଦ୍ରାସାରେ ଉତ୍ତ୍ୟକ୍ତ ଲୋକେ ପ୍ରବେଶ କରି ପୂଜା କରିବା ସହ ସ୍ଲୋଗାନ ଦେଉଥିବା ସୋସିଆଲ…
ସିଟ୍କୁ ନେଇ କେଶ ଧରାଧରି ହେଲେ ଦୁଇ ମହିଳା
ମୁମ୍ବାଇ,୭ା୧୦: ମୁମ୍ବାଇର ଲୋକାଲ ଟ୍ରେନର ମହିଳା ବିଭାଗରେ ସହ-ଯାତ୍ରୀଙ୍କ ମଧ୍ୟରେ ଗୁରୁବାର ପ୍ରବଳ ଝଗଡ଼ା ଦେଖିବାକୁ ମିଳିଥିଲା। ଯେଉଁଥିରେ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଥାନେ-ପାନଭେଲ ସ୍ଥାନୀୟ ଟ୍ରେନର…
ମହିଳା ଫୁଟ୍ବଲ ଯୋଡ଼ିଲା ନୂଆ ଅଧ୍ୟାୟ
ଭୁବନେଶ୍ୱରରେ ଏବେ ମହିଳା ଫୁଟ୍ବଲ୍ର ରାଇଜିଂ ଷ୍ଟାର୍ଙ୍କ ସମାଗମ। ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ। ଏହା ଭୁବନେଶ୍ୱର ସମେତ ଗୋଆ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ…
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ସ୍ତ୍ରୀ,ପଡୋଶୀଙ୍କୁ ପଚରାଉଚରା
ଭୁବନେଶ୍ୱର,୭।୧୦(ବ୍ୟୁରୋ): ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ଖୋଡତାଳ କରୁଛି ପୋଲିସ। ଶୁକ୍ରବାର ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡସ୍ଥିତ ଘରେ ପୋଲିସ ପହଞ୍ଚି ସ୍ତ୍ରୀ, ପରିବାର ଓ କିଛି ପଡୋଶୀଙ୍କୁ…
ବାଘ ସହ ସେଲ୍ଫି ନେଉଥିଲେ କିଛି ଯୁବକ, ଆଉ ତା’ ପରେ…
ବାଘ ଭୟଙ୍କର ବୋଲି ସମସ୍ତେ ଜାଣନ୍ତି। ମାତ୍ର କିଛି ଲୋକ ଅଛନ୍ତି ଦୁଃସାହସ କରି ବାଘ ନିକଟକୁ ଯାଇ ନେବା ପାଇଁ ଚାହିଁଥାନ୍ତି। ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଦେଖିଲେ ଆପଣ ଭୟରେ…
ମହାମୁକାବିଲାରେ ଟସ୍ ଜିତିଲା ପାକିସ୍ତାନ
ଢାକା,୭।୧୦: ମହିଳା ଏସିଆ କପ ଟି-୨୦ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯାଉଛି। ପାକିସ୍ତାନ ଅଧିନାୟିକା ବିସ୍ମାହ ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ…
ଆଉ ହଲିଉଡ୍ ଫେରିବେନି ଦୀପିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ସେ ଆଜି ଯେଉଁଠାରେ ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଦୀପିକା ତାଙ୍କ କ୍ୟାରିୟରରେ ଅନେକ…
ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା
ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ ମୁକ୍ତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି କହିଛନ୍ତି,…
ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ
ଜେନେଭା,୭।୧୦: ଚାଇନାର ଜିନ୍ଜିଆଙ୍ଗ୍ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ରେ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇ ନାହିଁ। ସୂଚନାଯୋଗ୍ୟ, ଚାଇନାରେ ଉଇଘର ମୁସଲମାନମାନଙ୍କୁ…
Archives


